ଭୁଲରେ ବି କିନ୍ନରଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ଧନ ହାନି ସହ ମାଡି ଆସିବ ଘୋର ବିପଦ…

କିନ୍ନର ମାନଙ୍କ ସଂଖ୍ୟା ଆମ ଭିତରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିବାହ କିମ୍ବା ଜନ୍ମ ବାର୍ଷିକୀରେ ଏମାନଙ୍କୁ ନିମନ୍ତ୍ରଣ କରାଯାଏ କାରଣ କିନ୍ନର ମାନଙ୍କୁ ମଙ୍ଗଲ ମୁଖୀ ବୋଲି ଆମ୍ଭର ସମ୍ପ୍ରଦାୟ ମାନିଥାଏ ।

କୁହାଯାଏ କିନ୍ନରଙ୍କ ଠୁ ଲୋକମାନେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ଏବଂ ସେମାନଙ୍କର ଅବାଞ୍ଛିତ ସମସ୍ୟା ଗୁଡ଼ିକ ସମାଧାନ ହୋଇଯାଏ । ବିଶ୍ୱାସ କରାଯାଏ କି କିନ୍ନର ସମ୍ପ୍ରଦାୟକୁ ଦାନ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ଲୋକମାନେ ଖୋଲାଖୋଲି ଭାବରେ ନପୁଂସକମାନଙ୍କୁ ଦାନ ଦିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଜିନିଷ ଅଛି ଯାହା ନପୁଂସକମାନଙ୍କୁ କେବେବି ଦାନ କରିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଜିନିଷ କ’ଣ :-

1 – କିନ୍ନର ଙ୍କୁ କଦାପି ଭୁଲ ରେ ବି ଷ୍ଟିଲର ବାସନ ଦାନ କରିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଘରର ସୁଖ ଏବଂ ଶାନ୍ତି ଦୂର ହୋଇଯାଏ ।

ଆହୁରି ପଢନ୍ତୁ :- ପୂଜା କରିବା ପାଇଁ ଏହି ଦିଗ ହେଉଛି ସବୁଠୁ ଶୁଭ, ମିଳିବ ବହୁତ ଟଙ୍କା, ଜାଣନ୍ତୁ ଏହା ବିଷୟରେ

2 – ଘରର ଝାଡୁ କେବେ ବି କିନ୍ନର ଙ୍କୁ ଦାନ କରାଯିବା ଉଚିତ୍ ନୁହେଁ ଏହା ଦ୍ୱାରା ଲକ୍ଷ୍ମୀଙ୍କ ବାସ ଘରୁ ଶେଷ ହୋଇଯାଏ ।

3 – କିନ୍ନର ମାନଙ୍କୁ ମଧ୍ୟ ପ୍ଲାଷ୍ଟିକ୍ ଦାନ କରିବା ଉଚିତ୍ ନୁହେଁ । ଏହା ଘରର ଅଗ୍ରଗତି ବନ୍ଦ କରିଦିଏ ।

4 – ପୁରୁଣା ପୋଷାକ ମଧ୍ୟ କିନ୍ନର ମାନଙ୍କୁ ଦିଆଯିବା ଉଚିତ୍ ନୁହେଁ ।

5 – ଭୁଲ ରେ ବି କେବେବି କିନ୍ନର ମାନଙ୍କୁ ତେଲ ଦାନ କରନ୍ତୁ ନାହିଁ । ଏହା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ।