ବୁଲେଟ ଭଳି ସ୍ମୃତି ଶକ୍ତି ବଢାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସୁପର ଫୁଡ୍…

ସମସ୍ତ ଲୋକ ନିଜ ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଛନ୍ତି ସେଥିପାଇଁ ଅନେକ କିଛି ଉପାୟ ମଧ୍ୟ ଆପଣାନ୍ତି। ସକାଳ ର ଖାଦ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ତେଣୁ ସବୁବେଳେ ସକାଳ ଖାଦ୍ୟ ଉପରେ ଅଧିକ ନଜର ଦେବା ଜରୁରୀ।

ପ୍ରଥମେ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ କ୍ଷୀରରେ ଭିଜାଇଥିବା ମଖାନା ଖାଇବା ଉଚିତ । କ୍ଷୀରରେ ମିଳୁଥିବା କ୍ୟାଲସିୟମ୍, ଭିଟାମିନ୍ ଡି ଏବଂ ପ୍ରୋଟିନ୍ ଏବଂ ମ୍ୟାଗ୍ନେସିୟମ୍ ମଖାନା ଆପଣଙ୍କ ସ୍ମୃତି ପାଇଁ ଖୁବ ଭଲ।

ଭିଜାଯାଇଥିବା ଡ୍ରାଏ ଫ୍ରୁଟ୍ସ ଆପଣଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ରାତିରେ ବାଦାମ, କାଜୁ, କିସିମିସ କୁ ୫ ରୁ ୬ ଡ୍ରାଏ ଫ୍ରୁଟ୍ସ ଭିଜାଇ ଦିଅନ୍ତୁ ଏବଂ ପରଦିନ ସକାଳେ ଉଠିବା ମାତ୍ରେ ସେଗୁଡ଼ିକୁ ଖାଆନ୍ତୁ । ଏକ ମାସ ମଧ୍ୟରେ ଆପଣଙ୍କ ସ୍ମୃତି ଶକ୍ତିରେ ଉନ୍ନତି ଦେଖିବେ । ଏହାଦ୍ୱାରା ପିଲାଙ୍କ ତୀକ୍ଷଣ ବୁଦ୍ଧିର ଉତ୍ପତି ହୁଏ।

କଦଳୀ ମଧ୍ୟ ଏକ ଉତ୍ତମ ଖାଦ୍ୟ ସ୍ମୃତି ଶକ୍ତି ବଢ଼ିବାରେ । ଏଥିରେ ପୋଟାସିୟମ ଅଧିକ ଥାଏ । ଏହାକୁ ଖାଇବା ଦ୍ବାରା ମେମୋରୀ ବିକଶିତ ହୋଇଥାଏ।

ଅଙ୍ଗୁରରେ ଭିଟାମିନ ଓ ଆଣ୍ଟି-ଆକ୍ସିଡେଣ୍ଟ ଭରପୁର ଥାଏ । ଯାହା ଦ୍ୱାରା ପିଲାଙ୍କ ଜ୍ଞାନ ସମ୍ବନ୍ଧିୟ କ୍ଷମତା ବିକଶିତ ହୋଇଥାଏ । ମନେରଖିବା ଶକ୍ତି ପ୍ରଖର ହୁଏ ।