ଦେଖନ୍ତୁ ଛାତିଥରା ଭିଡ଼ିଓ: କୁମ୍ଭୀର ଥିବା ନଦୀରେ ଫସିଗଲା ହାତୀ, ପ୍ରଥମେ ମଣିଷ କୁ ଖାଇଥିଲା ଆଉ ଏବେ …

ଯେଉଁଠାରେ ରହିଛି କୁମ୍ଭୀର ସେଠାରେ ଫସିଗଲା ହାତୀ । କୁମ୍ଭୀର ଯେଉଁଠାରେ ଆତଙ୍କ ଖେଳାଇଛି ସେହି ନଦୀ ରେ ଏବେ ହାତୀ ଫସି ଯାଇଛି । ନିଜର ଜୀବନ ବଞ୍ଚାଇବା ପାଇଁ ହାତୀ ଟି ପାଣି ଭିତରେ ସଂଘର୍ଷ କରୁଛି । ଶୁଣ୍ଢ ଉପରକୁ କରି ନିଶ୍ଵାସ ନେବାକୁ ଚେଷ୍ଟା କରୁଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ଦନ୍ତା ଛୁଆ ହାତୀ ଟି ପାଣି ଭିତରେ ପହଁରୁଛି ।

ପାଣି ରେ ଭାସିବାକୁ ଲାଗୁଛି ଦନ୍ତା ହାତୀ ଟି । କାଳେ କୁମ୍ଭୀର ତାକୁ ଆକ୍ରମଣ କରିବ ସେଥିପାଇଁ ବଞ୍ଚିବାକୁ ସଂଘର୍ଷ କରୁଛି ହାତୀ ଟି । ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଢେଙ୍କାନାଳ ବନ ଖଣ୍ଡ ମେରା ମଣ୍ଡଳୀ ସେକ୍ସନ ରେଙ୍ଗାଲି ଦକ୍ଷିଣ କେନାଲ ରେ । ଏବ ଚାରି ଆଡେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଢେଙ୍କାନାଳ ରେ ମଧ୍ୟ କୁମ୍ଭୀର ବାହାରି ଥିଲା ।

ଆଉ ଏହାରି ଭିତରେ ଏକ ଛୁଆ ହାତୀ ଟି କେନାଲ ରେ ଫସି ଯାଇଛି । ଆଉ ବଞ୍ଚିବା ପାଇଁ ସଂଘର୍ଷ କରଟୁଛି । ହାତୀ ଟି ଏ କୁଳ ରୁ ସେ କୁଳ କୁ ହେଉଛି । ସୂଚନା ଅନୁଯାୟୀ ହାତୀ ଟି ସୋମବାର ସନ୍ଧ୍ୟା ରେ ମେରା ମଣ୍ଡଳୀ ନିକଟରେ ଥିବା 55 ନମ୍ବର ଜାତୀୟ ରାଜପଥ ଦେଇ ପାର ହୋଇ ଗାଁ ମାନଙ୍କରେ ଚାଷ ଜମି କ୍ଷୟ କ୍ଷତି କରିଥିଲା ।

ଦେଖନ୍ତୁ ଭିଡିଓ :-

ଏହା ପରେ ମଙ୍ଗଳବର ଦିନ ରେଙ୍ଗାଲ ର ଦକ୍ଷିଣ କେନଳ ରେ ପଶିଥିବା ବେଳେ ଲୋକେ ରାସ୍ତା କୁ ଜାମ କରି ଦେଇଥିଲେ । ଯାହା ପରେ ହାତୀ ଟି କେନାଲ ରୁ ନ ବାହାରି ପାଣି ରେ ଭାସି ଚାଲିଥିଲା । ଏହା ପରେ ହାତୀ ସ୍କ୍ବାର୍ଡ ଆସି ଲୋକଙ୍କୁ ଘଉଡାଇବା ପରେ ଦୀର୍ଘ ସମୟ ପରେ ପାଣି ରୁ ବାହାରି ଥିଲା ହାତୀ ।

କହିବାକୁ ଗଲେ 55 ନମ୍ବର ଜାତୀୟ ରାଜପଥ ର କଡ ରେ ଥିବା କେନାଲ ପୋଲ ରୁ ଉଠି ଗାଁ ରାସ୍ତା ଦେଇ ଗାଁ ଜଙ୍ଗଲକୁ ପଳାଇ ଯାଇଥିଲା । ଅନ୍ୟ ପଟେ ଢେଙ୍କାନାଳ ରେ ଏବେ କୁମ୍ଭୀର ଆତଙ୍କ ଖେଳାଇଛି । ଯାହା ପାଇଁ ଯେମିତି ହାତୀ ର କିଛି କ୍ଷୟ କ୍ଷତି ନ ହେବ ଏଥିପାଇଁ ଲୋକ ମାନେ ସଜାଗ ରହିଥିଲେ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ପୁରୀ ରେ ଦେଖାଗଲା ପ୍ରଭୁ ହନୁମାନ ଙ୍କ ଚମତ୍କାର, ଆସିଲେ ଏବଂ ମା ଲକ୍ଷ୍ମୀଙ୍କ ପାଦ ପଦ୍ମ ଖାଇ ଚାଲିଗଲେ