ଆଜିକାଲି ୟୁ ଟ୍ୟୁବ୍ ରେ ହେଉ କିମ୍ବା ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଲୋକମାନେ ସେହି ଭିଡିଓ ଭଲ ଲାଗିଥିଲେ ଲାଇକ କରନ୍ତି ଏବଂ ସେହି ଭିଡିଓ ଗୁଡ଼ିକ ବହୁତ ମାତ୍ରାରେ ସେୟାର ମଧ୍ୟ କରିଥାଆନ୍ତି, ଯାହାଫଳରେ ସେହି ଭିଡ଼ିଓଟି ଭାଇରାଲ ହୋଇଥାଏ ।
ଆପଣମାନେ ଅନେକ ସମୟରେ ପୁଅ ମାନେ ଚୋରି କରୁଥିବାର ଭିଡିଓ ଅଧିକାଂଶ ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ । ଜଣେ ଯୁବତୀ ଗହଣା ଦୋକାନରେ ପଶି ଚୋରି କରୁଥିବାର ଧରା ପଡିଛନ୍ତି ।
ଯୁବତୀ ଜଣଙ୍କ ଲଜ୍ୟା କାମ କରିଛନ୍ତି । ଲୋକମାନେ ଯୁବତୀଙ୍କୁ ପ୍ରଶ୍ନ ପଚାରିଥିଲେ କଣ କରିବାକୁ ଆସିଛ । ଯୁବତୀ ଜଣଙ୍କ କାନ୍ଦି କାନ୍ଦି ତାଙ୍କ ବାପାଙ୍କ ଦେହ ଭଲ ନାହିଁ ବୋଲି କହିଛନ୍ତି । ସେମାନଙ୍କୁ କ୍ଷମା ମଧ୍ୟ ଯୁବତୀ ମାଗିଛନ୍ତି । କିନ୍ତୁ ଲୋକମାନେ ଯୁବତୀଙ୍କୁ କହୁଛନ୍ତି କେତେ ଥର ଚୋରି କରିଛ ।
ଦେଖନ୍ତୁ ଭିଡିଓ :-
କେଉଁ ଜାଗାରୁ କଣ ଚୋରି କରିଛନ୍ତି ବୋଲି ପଚାରିଥିଲେ । ବାରମ୍ବାର ପଚାରିଲେ ମଧ୍ୟ ଯୁବତୀ ଜଣଙ୍କ ସେହି ଗୋଟିଏ କଥା କହୁଥିଲେ । ତାଙ୍କ ବାପାଙ୍କ ଦେହ ଭଲ ନାହିଁ ।ତାଙ୍କର ପଇସା ଦରକାର ସେଥିପାଇଁ ଚୋରି କରିଛନ୍ତି । ଉପସ୍ଥିତ ଥିବା ଲୋକମାନେ ଭିଡିଓ ଟି କରିଥିଲେ ।