ନିଜର ସେକ୍ସ ଲାଇଫକୁ ନେଇ ଖୋଲାଖୋଲି ଭାବରେ ପରିପ୍ରକାଶ କରୁଥିବା ଆମେରିକାର ମଡେଲ୍ ଅମାଣ୍ଡା ନିକୋଲ୍ ଏବେ ଆଉ ଏକ ରୋଚକ କଥା କହିଛନ୍ତି । ଅଡଲ୍ଟ ସାଇଟ OnlyFans ରେ ନିଜର ହଟ୍ ଫଟୋ ପୋଷ୍ଟ କରିବା ସହିତ ଏକ ଅତ୍ୟନ୍ତ ଲଜ୍ଜାଜନକ କଥା ସେୟାର କରିଛନ୍ତି । ଯେଉଁଥିରେ ଅମାଣ୍ଡା ନିଜର ପ୍ରଥମ ସେକ୍ସ ଷ୍ଟୋରୀ ବିଷୟରେ ଖୋଲା ଖୋଲି ପରିପ୍ରକାଶ କରିଛନ୍ତି ।
ଅମାଣ୍ଡାଙ୍କ କହିବା ମୁତାବକ ପ୍ରଥମ ଥର ନିଜ ପ୍ରେମିକ ସହିତ ସେକ୍ସ କରିବା ପାଇଁ ସେ ବେସ୍ ଉତ୍ସାହିତ ରହିଥିଲେ । ଏପରିକି ସେହିଦିନ ସେ ନିଜ ରୁମକୁ ସଜାଇ ରଖିଥିଲେ ଏବଂ ଏକ ସେକ୍ସି Lingerie ପୋଷାକ ପିନ୍ଧିଥିଲେ । ଅମାଣ୍ଡାଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ପ୍ରେମିକ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଏବଂ ଉଭୟେ ସେକ୍ସ କରିବାକୁ ଲାଗିଥିଲେ । ସବୁଠାରୁ ବଡ଼ କଥା ହେଉଛି ଉଭୟେ ଦୀର୍ଘ ୫ ଘଣ୍ଟା ଧରି ଲଗାତାର ସେକ୍ସ କରିଥିଲେ ବୋଲି ଅମାଣ୍ଡା କହିଛନ୍ତି ।
ଅମାଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ଦିନ ରାତି ୩ଟା ସମୟରେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ନିଦରୁ ଉଠାଇଥିଲେ । ସେହି ସମୟରେ ତାଙ୍କର ପ୍ରାଇଭେଟ ପାର୍ଟରେ ଭୀଷଣ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ତାଙ୍କ ପ୍ରାଇଭେଟ ପାର୍ଟ ସମ୍ପୂର୍ଣ୍ଣ ବାଇଗେଣୀ ରଙ୍ଗର ହୋଇଯାଇଥିବା ଦେଖାଯାଇଥିଲା ।
ଆହୁରି ପଢନ୍ତୁ :- ବାରମ୍ବାର ଶାରୀରିକ ସମ୍ୱନ୍ଧ ପରେ ମଧ୍ୟ କଣ ପାଇଁ ମେଣ୍ଟେନାହିଁ ଦେହର ଭୋକ? ରିସର୍ଚ୍ଚ ରୁ ହେଲା ବଡ଼ ଖୁଲାସା, ଜାଣନ୍ତୁ କଣ ?
ତେବେ, ଡାକ୍ତର ତୁରନ୍ତ ପ୍ରାଇଭେଟ ପାର୍ଟରୁ ସିରିଂଜ୍ ସାହାଯ୍ୟରେ ରକ୍ତ ବାହାର କରି ନେଇଥିଲେ । ଯାହା ଫଳରେ ଅମାଣ୍ଡାଙ୍କ ପ୍ରେମିକଙ୍କୁ ଆରାମ ଅନୁଭବ ହୋଇଥିଲା । ଏହି ଘଟଣାର ୩ ବର୍ଷ ପରେ ଉଭୟଙ୍କର ବ୍ରେକଅପ୍ ହୋଇଯାଇଥିଲା ।