ଚିନ୍ତାରେ ବସିବେ ପୁଅ ଅଭାବ ହେବେ ଝିଅ, ବାହାଘର ପାଇଁ ଆଉ ମିଳିବେନି ଝିଅ, ଜାଣନ୍ତୁ ପୁଅଙ୍କ ଭିତରେ ଝିଅ ପାଇଁ କଣ ଘଟିବ

ମାଳିକା ବଚନ ନ ହୁଅଇ ଆନ । ଏ କଥା ଆପଣ ନିଶ୍ଚିତ ଶୁଣିଥିବେ । ତେବେ ମାଳିକା ବଚନ ଅନୁସାରେ କିଛି ଏପରି ଭୟଙ୍କର ହେବାକୁ ଯାଉଛି ୨୦୨୪ରେ । ମାଳିକା ବଚନ ଅନୁସାରେ ୨୦୨୪ରେ କଳିଯୁଗ ଶେଷ ହେବାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭୂମିକମ୍ପ , ଅକାଳ ମରୁଡି ଭଳି ଅନେକ ଭୟଙ୍କର ପରିସ୍ଥିତି ଦେଖା ଦେବ । 

ଏହା ସହିତ ଅନ୍ୟ ଏକ ବାଣୀ ଯାହା ସତ ହେଉଛି ଏବଂ ଏହା ପାଇଁ ସମସ୍ତେ ଚିନ୍ତିତ ମଧ୍ୟ । ଘଟଣାଟି ହେଉଛି ଝିଅର ଅଭାବ । ବାହାଘର ପାଇଁ ଝିଅ ମିଳିବା ବର୍ତ୍ତମାନ ସମୟର ଏକ ମୁଖ୍ୟ ସମସ୍ୟା ପାଲଟିଛି ।

ଏହା ମାଳିକାରେ ମଧ୍ୟ ରଚିତ ରହିଛି ୨୦୨୪ ମସିହା ଠାରୁ ଝିଅ ମାନଙ୍କର ଅଭାବ ଦେଖାଦେବ । ଲୋକେ ଜାତି ଅଜାତି ନ ଦେଖି ବିବାହ କରିବେ । ପୁଅ ମାନଙ୍କ ମଧ୍ୟରେ ଝିଅ ମାନଙ୍କୁ ନେଇ ମହାଭାରତ ମଧ୍ୟ ଦେଖାଦେବ