ହୋଲିର ମୁଣ୍ଡଫଟା ରଙ୍ଗ, ଥରେ ଯାହା ଦେହରେ ଲାଗିଛି ସେହି ଜାଣିଛି ଏହାକୁ ଲିଭାଇବା କେତେ କଷ୍ଟ ! ସାଧାରଣତଃ ସଭିଏଁ ହୋଲି ଖେଳନ୍ତି, ହେଲେ ଜଣେ ମହିଳା MP ଙ୍କ ପାଇଁ ରଙ୍ଗ ର ପର୍ବ ତାଙ୍କ ଜୀବନକୁ ବେରଙ୍ଗ କରିଦେଇଛି ।
ହଁ ଆଜ୍ଞା । ଏଭଳି ଏକ ଘଟଣା ୫ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଇଛି । ଜଣେ ପର ପୁରୁଷ ସହ ଏକାନ୍ତରେ ରଙ୍ଗ ଖେଳି, ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ରଙ୍ଗ ଲାଗିବା ଭିଡିଓ ଏବେ MP ଙ୍କ ସ୍ୱାମୀଙ୍କ ପାଖରେ ପହଞ୍ଚିଛି । ଯାହାକୁ ନେଇ ବଡ଼ ଘର କଳି ଏବେ ହାଟରେ ପଡି ଦାଣ୍ଡରେ ଗଡ଼ିବା ଆରମ୍ଭ ହୋଇଛି । ପ୍ରାପ୍ତ ବୟସରେ କଥା ଏବେ ବିବାହ ବିଚ୍ଛେଦ ଆଡକୁ ଯାଉଥିବା ଜଣାପଡିଛି ।
MP ଙ୍କ କ୍ୟାମ୍ପରୁ ମିଳିଥିବା ସୂଚନା ମୁତାବକ ଦୁଇ ବର୍ଷ ତଳେ ବେଶ ଧୂମଧାମରେ ରଙ୍ଗର ପର୍ବ ହୋଲି କୁ ପାଳନ କରୁଥିଲେ ନିଜେ ମହିଳା ସାଂସଦ ଓ ତାଙ୍କର କିଛି ଯୁବ ସହଯୋଗୀ । ସକାଳ ୯ ରେ ଆରମ୍ଭ ହୋଇଥିବା ହୋଲି ପର୍ବରେ ଭାସିଥିଲା ମଦ ମାଂସ । ସାଦା ଖାଉଥିବା ଯୁବକ ଙ୍କ ପାଇଁ ପନୀର ପକୋଡା ଓ ଭାଙ୍ଗ ପଣାର ବ୍ୟବସ୍ଥା କରିଥିଲେ ସାଂସଦ। କିନ୍ତୁ ସମସ୍ତେ ନିଶାଚୁର ହେବା ପରେ ପରିସ୍ଥିତି ଅଣାୟତ ହୋଇପଡିଥିଲା । ଏକଦା MP ଙ୍କ ଅତ୍ୟନ୍ତ ଖାସ ଥିବା ଜଣେ ବଳିଷ୍ଠ ଚେହେରାର ଯୁବକ ମ୍ୟାଡାମ ଙ୍କୁ ବନ୍ଦ ଘରେ ଗୋଡେଇ ଗୋଡେଇ ରଙ୍ଗ ବୋଳିବାକୁ ଜିଦୀ ଧରିଥିଲେ । ମ୍ୟାଡାମ ରାଜି ହେବା କ୍ଷଣି ଯୁବକ ଜଣଙ୍କ ବୋଳି ଚାଲିଥିଲେ ପ୍ରେମର ରଙ୍ଗ । ବ୍ଳାଉଜ ଭିତରେ ହାତ ପୁରେଇ ଅନ୍ତଃବସ୍ତ୍ର ଖୋଲି ଏଭଳି କାରନାମା କଲେ ଯେ ତାହା ଗଣମାଧ୍ୟମ ରେ କହିବା ଆମ ପକ୍ଷେ ଆଦୌ ସମ୍ଭବ ନୁହେଁ । ସୋସିଆଲ ମିଡିଆରେ ଏହି ରଙ୍ଗ ବୋଳା ଭିଡିଓ ବୁଲିବା ପରେ ତାହା ଏବେ MP ଙ୍କ ସ୍ୱାମୀଙ୍କ ହାତରେ ଲାଗିଛି । ଏ ଭିଡିଓ ଦେଖିବା ପରେ ରାଗି ପାଚି ଲାଲ ହୋଇଯାଇଛନ୍ତି ତାଙ୍କ ସ୍ୱାମୀ ।
ଆହୁରି ପଢନ୍ତୁ :- ଚଉଠି ରାତିରେ ସ୍ୱାମୀ ଶାରୀରିକ ସମ୍ବନ୍ଧ କରିବାକୁ ମନା କରିବାରୁ ସ୍ତ୍ରୀ ସମ୍ଭାଳି ପାରିଲାନି ନିଜକୁ, କରିଦେଲା ଏମିତି କାମ
କଥା ଏବେ ଡିଭୋର୍ସ ଆଡକୁ ଯାଇଛି । ରାଜନୀତିରୁ ସନ୍ୟାସ ନେବାକୁ ବାଧ୍ୟ କରାଯାଇଛି । କିନ୍ତୁ ମ୍ୟାଡାମ ଭାରି ରାଗି । କହିଲେଣି ସ୍ୱାମୀଙ୍କୁ ପଛେ ଛାଡ଼ିଦେବି କିନ୍ତୁ ରାଜନୀତି ଓ ସଂଗଠନ ଛାଡିବେ ନାହିଁ । ସେମିତିରେ ବି ମ୍ୟାଡାମଙ୍କ ସାଙ୍ଗେ ରହୁଥିବା ସମସ୍ତ ସହଯୋଗୀ ପୁରୁଷ । ଆଜି ଯାଏଁ ଆମେ ଜଣେ ମହିଳାଙ୍କୁ ଦେଖିଲୁ ନାହିଁ । ଯୁଆଡେ ଗଲେ ସାଙ୍ଗରେ ଟୋକା ମାଳ ମାଳ । ଏସବୁ ଭଲ କଥା । ଆମେ ସିନା ବୁଝୁଛୁ, ହେଲେ ସ୍ୱାମୀ ବୁଝିଲେ ହେଲା । ସେପଟେ ସ୍ତ୍ରୀ ର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଦେଖି କୋଉ ସ୍ୱାମୀ ବା ସମ୍ଭାଳି ପାରନ୍ତା !