ଦେଖନ୍ତୁ ଭିଡିଓ: ବର୍ଷାଙ୍କୁ ଇଙ୍ଗିତ କରି ଟାର୍ଗେଟ କଲେ ଅନୁଭବ, ଛାଡ଼ପତ୍ର ଖାରଜ ହେବା ପରେ ରାଗିଲେ
ନା ମିଳିବ ଛାଡ଼ପତ୍ର ନା ରହିବେ ଏକାଠି । ବର୍ଷା ଓ ଅନୁଭବ ମାମଲାକୁ ଦୀର୍ଘ ଦିନ ବିତିଯାଇଥିବା ବେଳେ ସଂପର୍କରେ କୌଣସି ପରିବର୍ତ୍ତନ ନ ଆସିବା ପରେ ମଧ୍ୟ କୋର୍ଟର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପଟେ ଅନୁଭବ କିନ୍ତୁ ସବୁ ଦୋଷ ଲଦି ଦେଇଛନ୍ତି ବର୍ଷାଙ୍କ ଉପରେ । ଆଜି ଫ୍ୟାମିଲି କୋର୍ଟ ରେ ବର୍ଷା ଓ ଅନୁଭବଙ୍କ ମାମଲାର ଶୁଣାଣି ରହିଥିଲା । ଏହି ଶୁଣାଣିରେ କୋର୍ଟ ଅନୁଭବଙ୍କର ଛାଡ଼ପତ୍ର … Read more