ରାଜଧାନୀ ଭୁବନେଶ୍ବର ହେଉଛି ଦେଶର ନମ୍ବର ୧ ସ୍ମାର୍ଟସିଟି । ଏବେ ଭୁବନେଶ୍ୱରରେ ରହୁଥିବା ବିବାହିତା ନାରୀମାନଙ୍କ ପାଇଁ ଖୋଲିଛି ପୁରୁଷ ବେଶ୍ୟା ସଂସ୍ଥା ବା ଜିଗଲୋ । ଏମାନେ ଘରେ ସ୍ୱାମୀ ନଥିବା ବେଳେ ଅସନ୍ତୁଷ୍ଟ ନାରୀମାନଙ୍କୁ ସନ୍ତୁଷ୍ଟ କରନ୍ତି ଏବଂ ବଦଳରେ ଟଙ୍କା ମଧ୍ୟ ନିଅନ୍ତି । ଏବେ ଏହି ସଂସ୍ଥା ଗୁଡ଼ିକ ଭୁବନେଶ୍ୱରରେ ଖୁଲାମଖୁଲା ମାତିବାରେ ଲାଗିଛି । ଏହା ଓଡ଼ିଶାର ପାଣି ପାଗ ପାଇଁ କ୍ଷତିକର ହୋଇପାରେ । ନିକଟରେ ବମ୍ବେର କୋର୍ଟ ଏକ ନିଷ୍ପତି ଶୁଣାଇଥିଲେ କି ବେଶ୍ୟା ବୃତି ଅପରାଧ ନୁହେଁ ।ସାବାଳିକା ଯୁବତୀ ତାଙ୍କ ଇଛାରେ ଏହି ବୃତି କରିପାରିବେ । କିନ୍ତୁ କେବେ ଶୁଣିଛନ୍ତି ପୁରୁଷ ବେସ୍ୟା ବିଷୟରେ ? ଯାହାକୁ ସାଧାରଣତଃ ଜିଗାଲୋ କୁହାଯାଏ ।
ସମ୍ଭ୍ରାନ୍ତ ଶ୍ରେଣୀର ମହିଳାମାନେ ଶାରୀରିକ ସୁଖ ପାଇବାକୁ ସେମାନଙ୍କର ପସନ୍ଦିତ ଯୁବକମାନଙ୍କୁ ବୁକ କରିବେ ଏବଂ ତାଙ୍କ ଇଛାରେ ପୁରୁଷମାନେ ସମ୍ଭୋଗ ସୁଖ ଦେବେ ମହିଳାମାନଙ୍କୁ । ବିଦେଶରେ ପ୍ରାୟତଃ ଏହା ହୋଇଥାଏ କିନ୍ତୁ ଏହା ଏବେ ଓଡିଶାର ରାଜଧାନୀରେ ଦେଖିବାକୁ ମିଳିଲାଣି । ନିକଟରେ ଏକ ହୋଟେଲ ନାମରେ ଏପରି ଅଭିଯୋଗ ଆସିବା ପରେ ଘଟଣା ପଦାକୁ ଆସିଛି । ଏବେ କେତେକ ଜିଗଲୋ ସଂସ୍ଥା ହୋମ ଡେଲିଭରି ମଧ୍ୟ ଦେଉଛନ୍ତି । ଓଡ଼ିଶାରେ ଏହି ସୁବିଧା ଆଗରୁ ନଥିଲା । ଲଜ୍ୟା ଯୋଗୁଁ ଏଭଳି କାମ କେହି କରୁନଥିଲେ । ସାଧାରଣତଃ ସୁନ୍ଦର ବା ହାଣ୍ଡସମ ଦେଖାଯାଉଥିବା କଲେଜ ପିଲାମାନେ ଏହାକୁ ଆପଣେଇ ନେଲେଣି । ଏହାଦ୍ୱାରା ପୁରୁଷମାନେ ଶାରୀରିକ ସୁଖ ପାଇବା ସହିତ ଅର୍ଥ ଉପାର୍ଜନ କରୁଛନ୍ତି । ଗୋଟେ ରାତିକୁ ହାରାହାରି ଏମାନେ 5000 ରୁ 10000 ଯାଏଁ ଉପାର୍ଜନ କରିଥାନ୍ତି ।
ଯେଉଁ ମହିଳାମାନଙ୍କର ସ୍ୱାମୀ ଦୀର୍ଘ ଦିନ ଧରି ବାହାରେ ରୁହନ୍ତି, ନିଜ ଶରୀରର କ୍ଷୁଧା ମେଣ୍ଟାଇବା ପାଇଁ ସେମାନେ କଲ ବଏର ସାହାରା ନିଅନ୍ତି । ଏହା ସାଧାରଣତଃ ବିଦେଶରେ ଚଳି ଆସୁଥିଲା । କିନ୍ତୁ ସ୍ମାର୍ଟ ସିଟି ହେବା ପରେ ଭୁବନେଶ୍ୱରର ରୂପ ରେଖା ମଧ୍ୟ ବଦଳିଗଲାଣି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତା ଧସେଇ ପଶିଆସିଲାଣି । କିଛି ଜାଗାରେ ଏହି କଲ ବଏ ବା ପ୍ଲେ ବଏ ବା ଜିଗାଲୋ ସେବା ଆରମ୍ଭ ହେଇଗଲାଣି । ଅନେକ ପୁରୁଷ ଫେକ ଆଇଡି ଖୋଲି ଫେସବୁକରେ ଏହି ସେବା ପ୍ରଦାନ କରୁଛନ୍ତି ।
ଦେଖନ୍ତୁ ଭିଡିଓ :-
ଫେସବୁକ ରେ ଏହି ଜିଗଲୋ ମାନଙ୍କର ସଂଖ୍ୟା ବଢ଼ିଗଲାଣି । ଏମାନେ ଭାଉଜମାନଙ୍କୁ ଫ୍ରେଣ୍ଡ ରିକୁୱେଷ୍ଟ ପଠାଇ ପଟାଉଛନ୍ତି । ଏହା ହିଁ ସେମାନଙ୍କ ରୋଜଗାରର ମାଧ୍ୟମ ଅଟେ । ସାଧାରଣତଃ ସୋସିଆଲ ମିଡିଆରେ ଏହି ସେବା ଏବେ ସକ୍ରିୟ ହେଉଛି I ମହିଳାମାନେ ବୁକ କରିବା ପରେ ହୋଟେଲ ଭିତରେ ଚାଲୁଛି ଗୁପ୍ତ ଖେଳ । ଆଉ ଭଲ ପଇସା ସହିତ ଶାରୀରିକ ସୁଖ ମିଳିଯାଉଥିବାରୁ ଯୁବକମାନେ ମଧ୍ୟ ଏଥିରେ ଆଗ୍ରହ ଦେଖାଉଛନ୍ତି । ଏହାକୁ ନେଇ ଏକ ଟେଲିଭିଜନରେ ମଧ୍ୟ ପ୍ରସାରିତ ହେଇଥିଲା । ଏବେ ସମୟ ଆସିଛି ଓଡିଶା ପୋଲିସ ଏହାକୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର । ନଚେତ ଆଗାମୀ ସମୟରେ ଯେ ଯୁବ ପିଢ଼ି ଙ୍କୁ ଏହା ପଥଭ୍ରଷ୍ଟ ନକରିବ ତାହା କିଏ କହିବ ? ଏହା ଦ୍ୱାରା ଓଡ଼ିଶାର ସଂସ୍କୃତି ଅପଭ୍ରଂଶ ହୋଇଯିବ ବୋଲି ପୂର୍ବାନୁମାନ ହେଉଚି ।