ବିବାହିତ ମହିଳାଙ୍କର ଏହି ସବୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଆଜିକାର ଯୁବକ, ଜାଣନ୍ତୁ ପୁରା ଖବର

ଆଜିର ସମାଜରେ ପରକୀୟା ପ୍ରୀତି ମାମଲା ଧୃତ ଗତିରେ ବଢ଼ିବାରେ ଲାଗିଛି । ପୁରୁଷମାନେ ଝିଅମାନଙ୍କ ପରିବର୍ତ୍ତେ ମହିଳା ମାନଙ୍କ ପ୍ରତି ଅଧିକ ଆକୃଷ୍ଟ ହେବାରେ ଲାଗିଛନ୍ତି । କିନ୍ତୁ, ଏପରି ହେବାର କାରଣ କ’ଣ ? ଅବିବାହିତ ପୁଅମାନେ ବିବାହିତା ମହିଳାମାନଙ୍କ ପ୍ରତି ଆକର୍ଷିତ ହେବାର ଅନେକ କାରଣ ରହିଛି ।

୧ – ବିବାହ ପରେ ମହିଳା ମାନଙ୍କ ଶରୀରରେ ହରମୋନ୍ ପରିବର୍ତ୍ତନ ଦେଖା ଦେଇଥାଏ । ଏହା ବ୍ୟତୀତ ସେମାନେ ଅଧିକ ଖୁସି ରହିଥାନ୍ତି ଯେଉଁଥିପାଇଁ ସେମାନଙ୍କ ଶରୀର ମଧ୍ୟ ଗ୍ଲୋ କରିଥାଏ । ଯାହାକି ପୁରୁଷ ମାନଙ୍କୁ ଆକର୍ଷିତ କରିଥାଏ ।

୨ – ବିବାହିତା ମହିଳାମାନେ ପୁରୁଷଙ୍କ ଚିନ୍ତାଧାରାକୁ ସହଜରେ ବୁଝି ପାରନ୍ତି, ଯେଉଁଥିପାଇଁ କୁମାରୀ ଝିଅମାନଙ୍କ ଅପେକ୍ଷା ସେମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଯାହାକି ପୁରୁଷ ମାନଙ୍କୁ ସେମାନଙ୍କ ପ୍ରତି ଆକର୍ଷିତ କରିଥାଏ ।

ଆହୁରି ପଢନ୍ତୁ :- ଜେଲ୍ ରୁ ବାହାରି ଅର୍ଚ୍ଚନା ନାଗ ପାଲୋଟିଲେ କଳା ନାଗୁଣୀ, କହିଲେ ‘ମୋ ନିଜେ କେସ ନିଜେ ଲଢ଼ିବି ଏବଂ ସମସ୍ତଙ୍କୁ…”

୩ – ବିବାହ ପରେ ମହିଳାମାନେ ନିଜର ଏବଂ ନିଜ ପରିବାରର ଅଧିକରୁ ଅଧିକ ଧ୍ୟାନ ରଖିଥାନ୍ତି । ସେମାନଙ୍କ ସ୍ଵଭାବ ମଧ୍ୟ ସରଳ ଏବଂ ଉପକାରୀ ହେବାକୁ ଲାଗିଥାଏ । ଏହି ସ୍ଵଭାବ ପୁରୁଷ ମାନଙ୍କୁ ଖୁବ ଆକର୍ଷିତ କରିଥାଏ ।

ସୌନ୍ଦର୍ଯ୍ୟ ଏବଂ ସ୍ଵଭାବକୁ ଦେଖି ଅବିବାହିତ ପୁରୁଷମାନେ ବିବାହିତା ମହିଳାମାନଙ୍କୁ ମନ ଦେଇ ବସିଥାନ୍ତି । ଯେଉଁଥିପାଇଁ ହିଁ ବିଭିନ୍ନ ସମୟରେ ପରକୀୟା ପ୍ରୀତି ଭଳି ମାମଲା ଗୁଡିକ ସାମ୍ନାକୁ ଆସିବାରେ ଲାଗିଛି ।