ଦେଖନ୍ତୁ ଭିଡ଼ିଓ : ପେଟ ପୋଷ ନାହିଁ ଦୋଷ, ଶେଷରେ ଖାଇବାକୁ ମିଳିବ ବୋଲି ଦେହ ବିକିଲେ, ଯୁବତୀ କହିଲେ ଏମିତି

ଆପଣମାନେ ଏହି ଭିଡିଓରେ ଜଣେ ଯୁବତୀଙ୍କ ଦୁଃଖ ଜୀବନ ବିଷୟରେ ଜାଣିପାରିବେ। ଏହି ଯୁବତୀ ଜଣକ ତାଙ୍କ ଜୀବନରେ ବହୁତ ଦୁଃଖ ସହିଛନ୍ତି । ଏବେ ଏହି ଯୁବତୀ ଜଣକ ତାଙ୍କ ବିଷୟରେ ଅନେକ କିଛି କଥା କହିଛନ୍ତି । ଏହି ଯୁବତୀ ଜଣଙ୍କର ନାମ ହେଉଛି ମୁସ୍କାନ ଖାତୁନ । ସେ ରଙ୍ଗିଲା ଟୋକାକୁ ଦେଖିବାକୁ ଆସିଥିଲେ । ଆଉ ସେ ତାଙ୍କୁ ଦେଖି ବହୁତ ଖୁସି ହୋଇଛନ୍ତି । 

ସେ ବାହାହେବାର ତାଙ୍କୁ ଫେସବୁକରେ ଦେଖିଛନ୍ତି । ଭଗବାନ ଯାହା ଭାଗ୍ୟରେ ଯାହା ରଖୁଛନ୍ତି । ଯାହାର ଭାଗ୍ୟରେ ଯାହା ଅଛି ତାହା ତାକୁ ମିଳିବ ବୋଲି ଏହା ଲେଖାଅଛି । ଜଣେ ଚା ବାଲା ତା ଭାଗ୍ୟରେ ଥିଲା ବୋଲି ସେ ମନ୍ତ୍ରୀ ହୋଇପାରିଲା । ଆଉ ଅଟୋ ଡ୍ରାଇଭର ଜଣେ ହିରୋ ହୋଇପାରୁଛି । 

ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଗରିବ ହେଲେ ମଧ୍ୟ ଭଗବାନଙ୍କ ଦୟାରୁ ଉପରେ ପହଞ୍ଚି ପାରୁଛନ୍ତି । ଏହି ଯୁବତୀ ଜଣକ ତାଙ୍କ ବିଷୟରେ କହିଛନ୍ତି । ଏହି ଯୁବତୀ ଜଣକ ଏବେ କହିଛନ୍ତି ସେ ଧନ୍ଦା କରୁଛନ୍ତି । ତିନି ନମ୍ବରରେ ତାଙ୍କ ଘର । ସେ ତାଙ୍କ ବୟଫ୍ରେଣ୍ଡ ସହିତ ଯାଇଥିଲେ । 

ଆଉ ତାଙ୍କ ବୟଫ୍ରେଣ୍ଡ୍ ତାଙ୍କ ଘରକୁ ନେଇକରି ଯାଇଥିଲେ । ଆଉ ସେ ସେଠାରେ ରହିଥିଲେ। ସେଠାରେ ସେ କିଛିଦିନ ରହିଲା ପରେ ତାଙ୍କ ଘର ଲୋକେ ତାଙ୍କୁ ଧନ୍ଦା କରିବାକୁ ଛାଡ଼ି ଦେଲେ । ଏବେ ତାଙ୍କୁ ତାଙ୍କ ଘରେ ପଶାଇ ଦେଉ ନାହାନ୍ତି । ଆଉ ଏହି ଯୁବତୀ ଜଣକ ପାଖରେ ଅନେକ ଇଚ୍ଛା ଥିଲେ ମଧ୍ୟ ସେ ଏହି କାମ କିଛି କରିପାରୁ ନାହାନ୍ତି । 

ଏବେ ଏହି ଯୁବତୀ ଜଣକ ହଇରାଣ ହେଉଛନ୍ତି । ଏହି ଯୁବତୀ ଜଣଙ୍କୁ ତାଙ୍କ ଘରେ ପସାଇ ଦେଉ ନାହାନ୍ତି । କହୁଛନ୍ତି ୨ ଲକ୍ଷ ଟଙ୍କା ଦେଲେ ତାଙ୍କୁ ସେ ରହିବାକୁ ଦେବେ । ଆଉ ଏହି ଯୁବତୀ ଜଣକ ଏବେ ଧନ୍ଦା କରୁଛନ୍ତି କାରଣ ତାଙ୍କ ପାଖରେ କିଛି ଉପାୟ ହିଁ ନାହିଁ । ଏହି ଯୁବତୀ ଜଣକ ଏବେ ତାଙ୍କ ଘରକୁ ଫେରିବାକୁ ଚାହୁଁଛନ୍ତି ।