ସୋସିଆଲ ମିଡ଼ିଆ ରେ ଲାଇଭ ଆସି ଭୋ ଭୋ ହୋଇ କାନ୍ଦିଲେ ରାଣୀ, ଗାଳି ଦେଇ ନିଜ ବଏ ଫ୍ରେନ୍ଡ କୁ କହିଲେ ଏମିତି
ବିକଳ ହୋଇ କୋହ ଫଟେଇ କାନ୍ଦୁଛନ୍ତି ରାଣୀ ପଣ୍ଡା । ଭିଜି ଯାଉଛି ସେଜ ସୁଖୀ ଯାଉଛି କଳା । ଅନେକ ଯନ୍ତ୍ରଣା ପାଉଛନ୍ତି ରାଣୀପଣ୍ଡାଙ୍କ ହାତ ବିକ୍ରମ ଛାଡି ଦେଇଛି । ସେଇ ପ୍ରତିଟି ମୁହୂର୍ତ୍ତ ସେଇ ପ୍ରତିଟି କଥାକୁ ସେ ପୁଣି ଦହରାଇ କାନ୍ଦୁଛନ୍ତି ରାଣୀପଣ୍ଡା । ଭୁଲି ପାରୁନାହାନ୍ତି ବିକ୍ରମ ସହିତ ବିତାଇଥିବା ସମୟକୁ । ବିକ୍ରମ ହାତ ଛାଡିବା ପରେ ତାଙ୍କ ସାମ୍ନାକୁ ବାରମ୍ବାର ସେଇ ପୁରୁଣା ସ୍ମୃତି ଆସିଯାଉଛି । … Read more