ମରିବାକୁ କମ୍ ସମୟ ଅଛି ଜାଣି ମଧ୍ୟ ପ୍ରେମିକକୁ ବିବାହ କଲେ ଯୁବତୀ! ଜାଣନ୍ତୁ ଘଟଣା ପଛର କାହାଣୀ
ବର୍ତ୍ତମାନ ସମୟରେ ପ୍ରେମକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ନାନା ଉଦାହରଣ ବି ଦେଖିବାକୁ ମିଳୁଛି। ସମାଜରେ ଘଟୁଥିବା ଘଟଣାକୁ ଦେଖି ଲୋକେ କହୁଛନ୍ତି ପ୍ରକୃତ ପ୍ରେମ ଆଉ ଏ ଦୁନିଆରେ ନାହିଁ। ସମସ୍ତେ ଏଠି ଛଳନା ଓ ପ୍ରତାରଣାର ଶିକାର। ହେଲେ ହୁଏ ତ ଏପରି ଭାବିବା ଭୁଲ। କାରଣ ଦୁନିଆରେ ଉଭୟ ଭଲ ଓ ଖରାପ୍ ଶ୍ରେଣୀର ଲୋକ ରହିଛନ୍ତି। ସମସ୍ତେ ଯେ ସ୍ବାର୍ଥବାଦୀ ତାହା କହିବା ହୁଏ ତ ସମ୍ପୂର୍ଣ ରୂପେ … Read more