ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଠାରୁ ଆସିଲା ବଡ଼ ସୂଚନା! ଭୁବନେଶ୍ବରରେ ଖୋଲାଯିବ ଚାଉଳ ଏଟିଏମ୍..
ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲାଯିବ ଚାଉଳ ଏଟିଏମ୍। ରାସନକାର୍ଡ ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ଚାଉଳ ଉଠାଇବେ। ମେସିନ୍ରେ କାର୍ଡ ଗଳାଇଲେ ସେଥିରୁ ଚାଉଳ ବାହାରିବ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ବରରେ ଆରମ୍ଭ କରାଯିବ।ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍ । ଗ୍ରେନ ଏଟିଏମ ବ୍ୟବସ୍ଥା ଦେଶରେ ୨୦୧୮ ମସିହାରୁ ଆରମ୍ଭ ହୋଇଛି।ପ୍ରଥମେ ଏହା ହରିୟାଣାରେ ବ୍ୟବହାର କରାଯାଇଥିଲା। ପରେ ଉତ୍ତରପ୍ରଦେଶରେ ମଧ୍ଯ କାର୍ଯ୍ୟକାରୀ କରାଯାଇଥିଲା। ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି … Read more