କିସ୍ କରିବା ଦ୍ୱାରା ଗଳାରେ ବ୍ୟାପୁଛି ସଂକ୍ରମଣ। ଲିଭର ହୋଇପାରେ ଅକାମୀ! ରୋମାନ୍ସ ବେଳେ ସାବଧାନ ମାତୁଛି ଭାଇରସ୍…

କରୋନା ଭାଇରସ ପରି ଆଉ ଏକ ବଡ଼ ବିମାରୀକୁ ନେଇ ଚିନ୍ତା ବଢ଼ିଛି । ‘କିସିଂ ଡିଜିଜ୍’ ବା ଗ୍ଲାଣ୍ଡୁଲାର ଫିଭର ବିଭିନ୍ନ ରାଷ୍ଟ୍ର ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି । ଏପଷ୍ଟିନ-ବାର୍ ନାମକ ଏକ ଭାଇରସ ଦ୍ୱାରା କିସିଂ ଡିଜିଜ୍ ମଣିଷ ଦେହରେ ବ୍ୟାପିଥାଏ । ଏହାପରେ ସଂକ୍ରମିତ ବ୍ୟକ୍ତିଙ୍କ ଲାଳରୁ ଏହା ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିଦେଇଥାଏ । ଏହାବଏକ ସଂକ୍ରାମକ ବିମାରୀ। ତେବେ ବ୍ରିଟେନରେ ଏହି ଭାଇରସରେ ସଂକ୍ରମିତ ହୋଇ ଜଣେ … Read more

ଘରର ଏହି ଦିଗକୁ କଳା ରଙ୍ଗ କରନ୍ତୁ ନାହିଁ, ନଚେତ କରିବାକୁ ପଡିବ ଏହି ସବୁ ବଡ଼ ବିପଦର ସମ୍ମୁଖିନ…

ଭାରତରେ ବସ୍ତୁଶାସ୍ତ୍ର ଏକ ପ୍ରାଚୀନ ଏବଂ ବହୁତ ଉପଯୋଗୀ ବିଦ୍ୟା। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ସମସ୍ତ କାର୍ଯ୍ୟ କରିବା ଉଚିତ। ଏହା ଆମ ଜୀବନରେ ସମସ୍ତ ମଙ୍ଗଳ କରିଥାଏ। ପଞ୍ଚଭୂତର ପ୍ରଭାବ, ପ୍ରକୃତି ଓ ବିଶ୍ୱ ବ୍ରହ୍ମାଣ୍ଡର ଶକ୍ତି ଏହିସବୁ ଶକ୍ତି ହେଉଛି ବାସ୍ତୁ ବିଦ୍ୟାର ମୌଳିକ ଆଧାର। ଙ୍ଗ କଲାବେଳେ ଯଥେଷ୍ଟ ଧ୍ୟାନ ଦେବା ଦରକାର, କାରଣ ଏହି ରଙ୍ଗ କଲାବେଳେ ଭୁଲ ରଙ୍ଗ ଦେଲେ ପଞ୍ଚମହାଭୁତରେ ଅସନ୍ତୁଳନ ଅବସ୍ଥା ସୃଷ୍ଟି ହୋଇଥାଏ। ଆଜି ଆମେ … Read more

୧୦ ଜୁଲାଇ ବୁଧବାର ରାଶିଫଳ : ବୃଷ, ଧନୁ ଏବଂ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଆଜି ଭାଗ୍ୟ ସପକ୍ଷରେ ରହିବ ଏବଂ ଏହି ରାଶିର ଲୋକମାନେ ଆଜି ରୁହନ୍ତୁ ସତର୍କ…

ମେଷ ରାଶି : ଛାତ୍ରମାନଙ୍କ ପଢାପଢି ପାଇଁ ଉପଯୁକ୍ତ ସମୟ। ଲେଖକମାନଙ୍କ ପାଇଁ ଭଲ ସମୟ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମରେ କିଛି ବାଦବିବାଦ ହୋଇପାରେ କାରଣ ତୁମେ ଭାବପ୍ରବଣ ରହିବ। ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ତୁମର ବ୍ୟବସାୟ ସୁରୁଖୁରୁରେ ଚାଲିବ।ପାଖରେ ତମ୍ବା ଜିନିଷ ରଖିବା ତୁମ ପାଇଁ ଭଲ ହେବ। ବୃଷ ରାଶି : କର୍ମକ୍ଷେତ୍ରରେ ଚାପ ବଢ଼ିବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବନ୍ଧୁଙ୍କଠାରୁ ପୂର୍ବ … Read more

ଏହି ୩ଟି ଗଛ ଧନକୁ କରିଥାଏ ଆକର୍ଷିତ, ଭାଗ୍ୟ ବଦଳାଇବା ପାଇଁ ନିଜ ଘରେ ଲଗାନ୍ତୁ ଏହି ଗଛ। ଅଚାନକ ହେବ ଧନର ପ୍ରାପ୍ତି…

ଗଛ ଅମ୍ଳଜାନ ପ୍ରଦାନ କରିଥାଏ। ଖରାପ ବାୟୁକୁ ଅବଶୋଷିତ କରି ଶୁଦ୍ଧ ବାୟୁ ପ୍ରଦାନ କରିଥାଏ। ଗଛକୁ ଘରେ ସବୁଜ ବାତାବରଣ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗାଯାଇଥାଏ। ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ମାତ୍ର ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ସୌନ୍ଦର୍ଯ୍ୟ ବୃଦ୍ଧି ସହ ସୁଖଶାନ୍ତି ପ୍ରଦାନ କରିଥାଏ। ଧନର ଅଭାବ ଦୂର କରିଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଘରୁ ଅଶାନ୍ତି ଦୂର ହୋଇ … Read more

୯ ଜୁଲାଇ ମଙ୍ଗଳବାର ରାଶିଫଳ : ଏହି ରାଶିର ଲୋକମାନେ ଆଜି ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି, ଆସନ୍ତୁ ଜାଣିବା ୧୨ ଟି ରାଶିର ଆଜି କିପରି କଟିବ ଦିନ…

ମେଷ ରାଶି : ଆଜି ନିଜର ଭାବନାକୁ ନିୟନ୍ତ୍ରଣରେ ରଖ। ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମରେ କଳହରୁ ଦୂରେଇ ରୁହନ୍ତୁ। ତୁମର ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ରେ ଲାଭ ମିଳିବ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ବୃଷ ରାଶି : ରାହୁଦୃଷ୍ଟିରେ ଚନ୍ଦ୍ର ଥିବାରୁ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ଆଲୋଚନା ସମୟରେ କଥା କଥାକେ ମଉଜିଆ କଥାକୁ ନେଇ କଳହ ଲାଗିପାରେ। … Read more

ପୁରୁଷଙ୍କ ଠାରେ ଶୂକ୍ରାଣୁ ହ୍ରାସ ହେବା ପଛରେ ରହିଛି ଏହି ବଡ଼ କାରଣ…

ଯଦି କୌଣସି ଦମ୍ପତ୍ତିଙ୍କର ପିଲାଛୁଆ ହେଉନାହିଁ ତେବେ ପରିବାର ଲୋକେ ସାଧାରଣତଃ ଏଥିପାଇଁ ମହିଳାଙ୍କୁ ହିଁ ଦାୟୀ କରିଥାନ୍ତି। ତେବେ, ସବୁଠାରୁ ବଡ଼ କଥା ହେଉଛି ବନ୍ଧ୍ୟାକରଣ କେବଳ ଯେ ମହିଳାମାନଙ୍କ ଠାରେ ଦେଖାଯାଏ ତାହା ନୁହେଁ ବରଂ ଏହା ପୁରୁଷ ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳେ। ପୁରୁଷ ମାନଙ୍କଠାରେ ଶୂକ୍ରାଣୁ ସଂଖ୍ୟା କମ୍ ଥିବା ହେତୁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପୁରୁଷଙ୍କ ଠାରେ ଶୂକ୍ରାଣୁ କମୁଛି କାହିଁକି?

ଯୌନ ସମ୍ୱନ୍ଧ ବନ୍ଦ୍ କରିବା ଦ୍ୱାରା ଶରୀରରେ ଦେଖାଯାଏ ଏହି ସବୁ ଗମ୍ଭୀର ସମସ୍ୟା, ବିବାହିତା ଦମ୍ପତ୍ତି ଙ୍କ ଉପରେ ପଡେ ନକାରାତ୍ମକ ପ୍ରଭାବ

ଆମେ ଦୈନନ୍ଦିନ ଜୀବନରେ ଯୌନ ସମ୍ପର୍କ ଅତ୍ୟନ୍ତ ମହତ୍ଵପୁର୍ଣ ଅଟେ । ପ୍ରାୟତଃ କିଛି ଲୋକ ନିଜ ଅଫିସ୍ କାମରେ ଏତେ ବ୍ୟସ୍ତ ଥାନ୍ତି ଯେ ସେମାନେ ନିଜ ଜୀବନସାଥୀଙ୍କ ସହିତ ଦୁଇ ଘଣ୍ଟା ବିତାଇବାକୁ ମଧ୍ୟ ସମୟ ପାଆନ୍ତି ନାହିଁ । ପରସ୍ପର ମଧ୍ୟରେ ପ୍ରେମ, ସଂଲଗ୍ନତା, ଆତ୍ମବିଶ୍ୱାସ ରହିବା ଯେତିକି ଆବଶ୍ୟକ, ସେହିପରି ଭାବରେ ଆପଣଙ୍କ ଜୀବନକୁ ସଫଳ ଏବଂ ସୁସ୍ଥ କରିବା ପାଇଁ ଯୌନ ସମ୍ପର୍କ ମଧ୍ୟ ଆବଶ୍ୟକ । ଏହା ଏକ … Read more

ଚଉଠି ରାତି ପରେ ଶାଶୁ ଘର ଛାଡ଼ି ପଳାଇଲା ନୂଆ ବୋହୂ, କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଚଉଠି ରାତି ସରୁ ସରୁ ଶାଶୁ ଘର ଛାଡ଼ି ପଳାଇଲେ ଯୁବତୀ ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ମାଧପୁର ଗ୍ରାମରେ। ବିବାହ ର ମାତ୍ର ପାଞ୍ଚ ନ ପୁରୁଣୁ ଶାଶୁ ଘର ଛାଡ଼ି ପଳାଇ ଯାଇଛି ଏହି ଯୁବତୀ।  ଏହି ଖବର ମୁତାବକ ମିତ୍ରପୁର ଅଞ୍ଚଳ ମର୍ଦରାଜପୁର ଗ୍ରାମର ଗୌତମଙ୍କ ଝିଅ ମୋନାଲିସା ମାଧପୁର ଗ୍ରାମର ବିହାରୀ ବେହେରାଙ୍କ ପୁଅ ଶମ୍ଭୁନାଥଙ୍କୁ ବିବାହ କରିଥିଲେ। କିନ୍ତୁ ଚତୁର୍ଥୀ ପୂଜା ପରେ କୌଣସି କାରଣ ରୁ … Read more

IT ରେଡ୍‌ ରେ ଧରାପଡୁଥିବା ଧନ ସମ୍ପତ୍ତି ଗୁଡିକୁ କଣ କରାଯାଏ? କେବେ ଭାବିଛନ୍ତି କି? ତେବେ ଆସନ୍ତୁ ଜାଣିବା ପୁରା ବିବରଣୀ…

ଓଡ଼ିଶା ଏବେ ପାଲଟିଛି କଳା ଧନର ଗନ୍ତାଘର । ଏ ପର୍ଯ୍ୟନ୍ତ କଳା ଧନ ଆସି ୩୦୦ କୋଟିରେ ପହଞ୍ଚିଲାଣି । ଆଉ କଳା ଧନ କାହା ପାଖରେ କେମିତି ଓ କେଉଁ ରୂପରେ ଅଛି ତାହା ଏବେ ବି ସଂପୂର୍ଣ୍ଣ ଜଣା ପଡ଼ି ନାହିଁ । ତେବେ ଏହି କଳା ଧନ ଧରା ପଡିବା ପରେ ଲୋକ ମାନଙ୍କ ମନରେ ଦେଖା ଦେଇଛି ଅନେକ ପ୍ରଶ୍ନ । ଯେପରିକି କାହାକୁ କଳା ଧନ କୁହାଯାଏ ? … Read more

ବାରମ୍ବାର ପାଟି ‘ଘା’ (Mouth ulcers) ହେଉଛି କି? ତେବେ ଏହି ଘରୋଇ ଉପଚାର ଦ୍ଵାରା କରନ୍ତୁ ସମ୍ପୂର୍ଣ୍ଣ ଠିକ…

ପାଟି ଭିତରେ, ଜିଭରେ କିମ୍ବା ଭିତର ଓଠରେ ‘ଘା’ ହେଲେ ତାହାକୁ ପାଟି ଧରିବା କିମ୍ବା ପାଟିରେ ଚ୍ଛାଲି(Mouth ulcers) କୁହାଯାଏ। ଏହାଦ୍ବାରା ଯେକୌଣସି ଖାଦ୍ୟ ଖାଇବାରେ ଯନ୍ତ୍ରଣା ଅନୁଭୂତ ହୁଏ । ଏହା ଏକ ସାଧାରଣ ସମସ୍ୟା ଅଟେ । ଏହା କାହିଁକି ହୁଏ ? ଏହାର ସମାଧାନର ଘରୋଇ ଉପଚାର ଆସନ୍ତୁ ଜାଣିବା । ପାଟି ଧରା (Mouth ulcers) ହେବାର କାରଣ : ପାଟି ଧରିବା କିମ୍ବା ପାଟିରେ ଚ୍ଛାଲି (Mouth ulcers) … Read more