ଯେତେ ସହର ସେତେ ହଂସିତାଙ୍କ ସ୍ୱାମୀ, ରାଜ୍ୟ ବାହାରେ ବି ଅଛନ୍ତି, ଆସିଲାଣି ପୂର୍ବତନ ମନ୍ତ୍ରୀଙ୍କ ଲିଙ୍କ, ଜାଣନ୍ତୁ ପୁରା ଖବର
କେତେ ରୂପ ! କେତେ ନାଁ ! କେତେ ସ୍ୱାମୀ ! ଚର୍ଚ୍ଚାରେ ବିଷ୍ଣୁପ୍ରିୟା ଚାନ୍ଦ, ହର୍ଷିତା ମିଶ୍ର, ହଂସିତା ଅଭିଲିପ୍ସା। ଇଏ ଜଣିଏ ନାରୀ ହେଲେ ଠକେଇ ପାଇଁ ନାଁ ବଦଳାଇ ସ୍ୱାମୀ ଚୟନ କରୁଥିଲେ। ଆଉ ତା’ପରେ ବିଛାଉଥିଲେ ଜାଲ। ପୂରା ଅପରାଧରେ ପତ୍ନୀଙ୍କୁ କ୍ୟାରମ୍ ବୋର୍ଡର ରାଣୀ ସଜାଇଥିଲେ ସ୍ୱାମୀ ସରୋଜ ସାହୁ! ୨ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ଛତ୍ରଛାୟାରେ କେମିତି ଠକେଇର ଜାଲ ବୁଣିଥିଲେ, ତଥ୍ୟ ପାଇଛି ଆୟକର … Read more