ଏଣିକି ଆଉ ବିବାହରେ ଏପରି ପିନ୍ଧିପାରିବେନି କନ୍ୟା, ଲାଗୁହେଲ ନୂଆ ବିବାହ ଡ୍ରେସ୍ କୋଡ!

ଲାଗୁ ହେଲା ନୂଆ ନିୟମ । ଜାରି ହେଲା ନୂତନ ବିବାହ ଡ୍ରେସ୍ କୋର୍ଟ, ଏଣିକି ଆଉ ମହିଳା ମାନେ ବିବାହରେ ପିନ୍ଧିପାରିବେ ନାହିଁ ଲେହେଙ୍ଗା, ନଚେତ୍ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଟାନ । ବର୍ତ୍ତମାନ ସମୟରେ ବିବାହ କହିଲେ ମନକୁ ଆସୁଛି ଲେହେଙ୍ଗା କଥା । ଡିଜାଇନ୍ ଓ ଓଜନ ଦାର ଲେହେଙ୍ଗାର ଦିନକୁ ଦିନ ବଢୁଛି ଡିମାଣ୍ଡ ।

କିନ୍ତୁ ଆଗକୁ ଆଉ ବାହାଘରରେ ଯୁବତୀ ମାନେ ପିନ୍ଧିପାରିବେନି ଲେହେଙ୍ଗା । ହଁ ଆଜ୍ଞା ଏଭଳି ଏକ ନୂଆ ନିୟମ ଲାଗୁ କରିଛନ୍ତି ଗୁରୁଦ୍ୱାରର ଶ୍ରୀ ହଜୁର ସହିଦ୍ ଆନନ୍ଦ କରାଜ । ଆନନ୍ଦ କରାଜ୍ ବିବାହ ସମୟରେ ଶିକ୍ କନ୍ୟା ମାନଙ୍କୁ ଜାରି ଲେହେଙ୍ଗା ପିନ୍ଧିବା ପାଇଁ ମନା କରିଛନ୍ତି । ଏ ନେଇ ଅନୁଷ୍ଠିତ କରାଯାଇଥିଲା ଏକ ସ୍ଵତନ୍ତ୍ର ବୈଠକ ଯେଉଁଠାରେ ନିଆଯାଇଥିଲା ଏପରି ନିଷ୍ପତି ।

ଶୁକ୍ରବାର କଥୋଦର୍ କୁଲବିଦର୍ ସିଂହ ଏବଂ ସିଂହ ସହିବନୋଙ୍କ ସାକ୍ଷାତରେ ଅନୁଷ୍ଠିତ ବୈଠକରେ ନିଆଯାଇଥିଲା ଏପରି ନିଷ୍ପତି । ଆନନ୍ଦ କାରଜ୍ ଙ୍କ କହିବା ଅନୁସାରେ ଆମେ ଏହି ଭଳି ନିଷ୍ପତି ନେବାର ପଛର କାରଣ ହେଉଛି ଭାରି ଲେହେ଼ଙ୍ଗା ପିନ୍ଧି ବିବାହ ସମୟରେ ଯେଉଁ ସମସ୍ୟା ଦେଖାଦେଉଛି ଯାହା ରୋକିବା ପାଇଁ ।

ଆହୁରି ପଢନ୍ତୁ :- ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ କାଟି ଦେଲା ଗର୍ଲଫ୍ରେଣ୍ଡ, ଜାଣନ୍ତୁ ପୁରା ଘଟଣା କଣ ଥିଲା

ସେ କହିଛନ୍ତି ବିବାହ ସମୟରେ ମହିଳା ମାନେ ପଞ୍ଜାବୀ ସ୍କଟ ବା ସାଲୱାର୍ ପିନ୍ଧିବେ । ଏହି ଡ୍ରେସ ପିନ୍ଧି ସେମାନେ ସଂପୂର୍ଣ୍ଣ ବିବାହ ରସମ୍ ପୁରା କରିପାରିବେ । ଏପରିକି ଏହି ନିୟମକୁ କଡାକଡି ଭାବେ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ସଂଘ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।