ବେଡ଼ ରୁମ ଭିତରେ ପରସ୍ପରକୁ ଆଲିଙ୍ଗନ କରି ବିଷ ପିଇ ଦେଇଛନ୍ତି ଦମ୍ପତି…
କାନପୁରରେ ବେଡ଼ରୁମ ରୁ ମିଳିଲା ଏକ ଦମ୍ପତି ମୃତ ଦେହ। ୪ ବର୍ଷ ପୂର୍ବରୁ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ଦମ୍ପତି ପରସ୍ପରକୁ ଆଲିଙ୍ଗନ କରି ବିଷ ପିଇ ଦେଇଥିଲେ। ଦମ୍ପତିଙ୍କ ଆତ୍ମହତ୍ୟା ପରେ ପରିବାର ରେ ଶୋକର ଛାୟା ଖେଳିଯାଇଛି। ସଭିଏଁ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ହସଖୁସିରେ ରହୁଥିବା ଦମ୍ପତି କାହିଁକି ମୃତ୍ୟୁକୁ ଆପଣାଇଲେ। ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ କିଛି ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ … Read more