ମିଷ୍ଟର ଗଜପତି ଏବେ କାର-ଖାନା ଭାଉଜଙ୍କୁ ନେଇ ଦେଲେ ବଡ଼ ବୟାନ, କହିଲେ “ଭାଉଜଙ୍କୁ ନେଇ ଯାହା ହଉଚି…”
ବର୍ତ୍ତମାନ କାରଖାନାର ମାଲିକାଣୀ ନେହାଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚା ବଢ଼ି ଚାଲିଛି । ସେ ଖାଇବାକୁ ଦେଉଥିବା ସ୍ଥାନରେ ବିଏମସି ଆସି ସେଠାକାର ଲାଇସେନ୍ସ ମାଗିବା ପରେ ଏହି ମାମଲା ଉପରେ ଅନେକ କିଛି ମତ ଦେଇଥିଲେ ନେହା । ତାପରେ କିଛି ଲୋକ ତାଙ୍କର କିଛି ଇନଷ୍ଟା ଭିଡ଼ିଓକୁ ନେଇ ଟ୍ରୋଲ ମଧ୍ୟ କରିଥିଲେ । ଏହାରି ମଧ୍ୟରେ ନିଜର ରୋକଠୋକ ମତ ଦେଉଥିବା ବ୍ୟକ୍ତି ମିଷ୍ଟର ଗଜପତି ମଧ୍ୟ ଏହି ମାମଲାକୁ … Read more