କେଉଁମାନେ ଅଣ୍ଡା ଖାଇବା ଉଚିତ୍ ନୁହେଁ? ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ, ନଚେତ୍ ପସ୍ତେଇବେ
ଆପଣ ଜାଣିଥିବେ ଯେ ଅଣ୍ଡା ସୁପରଫୁଡ୍ ତାଲିକାରେ ଶୀର୍ଷରେ ରହିଥାଏ । ଯାହାକୁ ପ୍ରାକୃତିକ ମଲ୍ଟି ଭାଇଟାମିନ୍ ଭାବରେ ବିବେଚନା କରାଯାଏ । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍, ଫସଫରସ୍, ସେଲେନିୟମ୍, କ୍ୟାଲସିୟମ୍, ଜିଙ୍କ୍ ସହିତ ଅନେକ ଜରୁରୀ ଉପାଦାନ ଅଣ୍ଡାରେ ମିଳିଥାଏ । ଅଣ୍ଡା ହେଉଛି Vitamin-A ର ଭଣ୍ଡାର । କିନ୍ତୁ ଅଣ୍ଡାରେ ଏପରି ଅନେକ ଲାଭ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଅଣ୍ଡାରେ ଆମିନୋ ଏସିଡ୍ ମିଳିଥାଏ … Read more