ଏଣିକି ଆଉ ବିବାହରେ ଏପରି ପିନ୍ଧିପାରିବେନି କନ୍ୟା, ଲାଗୁହେଲ ନୂଆ ବିବାହ ଡ୍ରେସ୍ କୋଡ!
ଲାଗୁ ହେଲା ନୂଆ ନିୟମ । ଜାରି ହେଲା ନୂତନ ବିବାହ ଡ୍ରେସ୍ କୋର୍ଟ, ଏଣିକି ଆଉ ମହିଳା ମାନେ ବିବାହରେ ପିନ୍ଧିପାରିବେ ନାହିଁ ଲେହେଙ୍ଗା, ନଚେତ୍ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଟାନ । ବର୍ତ୍ତମାନ ସମୟରେ ବିବାହ କହିଲେ ମନକୁ ଆସୁଛି ଲେହେଙ୍ଗା କଥା । ଡିଜାଇନ୍ ଓ ଓଜନ ଦାର ଲେହେଙ୍ଗାର ଦିନକୁ ଦିନ ବଢୁଛି ଡିମାଣ୍ଡ । କିନ୍ତୁ ଆଗକୁ ଆଉ ବାହାଘରରେ ଯୁବତୀ ମାନେ ପିନ୍ଧିପାରିବେନି ଲେହେଙ୍ଗା । ହଁ ଆଜ୍ଞା … Read more