ଯୌନ କ୍ରିୟାରେ ଲିପ୍ତ ଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଝିଅ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଲା ବାହାରେ
ବେଙ୍ଗାଲୁରୁର ଜଣେ 67 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସହରରେ ଘରୋଇ କାମ କରିବାକୁ ଆସୁଥିବା 35 ବର୍ଷୀୟ ମହିଳାଙ୍କ ସହ ବୃଦ୍ଧଙ୍କର ପରକୀୟା ପ୍ରୀତି ସମୟରେ ଆସିଥିଲା ହାର୍ଟ ଆଟାକ୍ । ଏହି ସମୟରେ ପରକୀୟାରେ ଲିପ୍ତ ଥିଲାବେଳେ ତାଙ୍କର ହାର୍ଟ ଆଟାକ୍ ହୋଇଥିଲା । ଆଉ ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ରିପୋର୍ଟ ଅନୁଯାୟୀ, ବାଲାସୁବ୍ରମଣ୍ୟମ୍ ନାମକ ଜଣେ ବ୍ୟକ୍ତି ଗତ ବର୍ଷ ଏଞ୍ଜିଓଗ୍ରାମ କରିଥିଲେ । ନଭେମ୍ବର 16 ରେ, … Read more