ଦେଖନ୍ତୁ ଭିଡିଓ: MLA ପଦ ହାରିବା ପରେ ହଟ୍ ପିନ୍ଧି ବହେ ନାଚିଲେ ଆପ୍ ବିଧାୟିକା, ହଟ୍ ଲୁକ୍ ଦେଖି ଉଡିଲା ନେତାମନ୍ତ୍ରୀଙ୍କ ହୋସ୍
ମଧ୍ୟପ୍ରଦେଶର ଦାମୋହ ଆସନରେ ଆମ ଆଦମୀ ପାର୍ଟି ଚାହତ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିଲା । ଚାହତ ପାଣ୍ଡେ ଜଣେ ଟେଲିଭିଜନ ଅଭିନେତ୍ରୀ । ସେ ଚଳିତ ବର୍ଷ ଜୁନରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଆପ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ପ୍ରଚାର ଜୋରଦାର କରିଥିଲେ । ଆଶା ଥିଲା କି, ସେ କଡ଼ା ଟକ୍କର ଦେବେ । କିନ୍ତୁ ସେ ହାରି ଯାଇଛନ୍ତି । ଚାହତଙ୍କୁ ଆମ ଆଦମୀ ପାର୍ଟିର ଦମୋହ ବିଧାନସଭା ଆସନରୁ … Read more