କୁମାର ପୂର୍ଣ୍ଣିମାରେ ବର୍ଷର ଶେଷ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ…

ଆସନ୍ତା ୨୮ ତାରିଖରେ ପଡୁଛି କୁମାରପୂର୍ଣ୍ଣିମା ଆଉ ସେହି ଦିନ ହିଁ ପଡୁଛି ବର୍ଷର ଶେଷ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଜାଣିରଖନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ । ସେଦିନର ଦିନଚର୍ଯ୍ୟା, ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା … Read more

ଦେଖନ୍ତୁ ଭିଡିଓ: ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ଗର୍ଜିଲେ ମହିଳା, ପୋଲିସକୁ ବି ଛାଡିଲେନି

ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ମହିଳାଙ୍କ ଅସନ୍ତୋଷ । ଲେଡି ପୁଲିସଙ୍କୁ କହିଲେ, ଏ ହାତ ଛାଡ଼, ପୁଲିସର ଦବଙ୍ଗଗିରି ମତେ ଦେଖାଅନାହିଁ । ମତେ ଛୁଉଁଛ କ’ଣ, ଟେକିକି ଫୋପାଡ଼ିଦେବି ଯେ । ଦୀର୍ଘ 5 ବର୍ଷ ହେବ ଦଉଡୁଛି…ହେଲେ ସମସ୍ୟା ଶୁଣାଯାଉନି । ଏଭଳି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆଗରେ କ୍ଷୋଭ ପ୍ରକାଶ କରିଥିଲେ ଯାଜପୁରର ସରସ୍ବତୀ ସାହୁ । ଠିକ୍ ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା … Read more

ରାଜଧାନୀ ଭୁବନେଶ୍ୱର ବାରରେ ଫେଲ ମାରୁଛି ଅବକାରୀ ନିୟମ, ଏତିକି ଟଙ୍କା ରେ ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ହୁଏ ଦେହ ବ୍ୟବସାୟ ପାଇଁ ଡିଲ୍!

ଆଗରୁ ବାର ମାଲିକଙ୍କୁ ସତର୍କ ସୂଚନା ଦେଇ ସାରିଛି ଅବକାରୀ ବିଭାଗ । ଏଣିକି ଯଦି ବାରରେ ନାବାଳକା ନିୟୋଜିତ ରହିଥିବେ ତାହାଲେ ବାର ମାଲିକଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ କାର୍ଯ୍ୟରେ ଲଗାଇ ପାରିବେ ନାହିଁ ବାର ମାଲିକ । ଏ ନେଇ ଯଦି କୌଣସି ଖବର ମିଳେ ତେବେ ଭୁବନେଶ୍ୱରରେ ଥିବା ସମସ୍ତ ଡାନ୍ସ ବାରରେ ଆତର୍କିତ ଚଢାଉ କରାଯିବ ବୋଲି ଆଗରୁ ସୂଚେଇ ଦେଇଛି … Read more

୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ…

ପ୍ରାୟ ୩୦ ବର୍ଷ ପରେ, ନବରାତ୍ରୀରେ ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ପିତୃ ପକ୍ଷ ଅକ୍ଟୋବର ୧୪ ଓ ପରଦିନ ଶେଷ ହେବ । ଏହାପରଠୁ ଆରମ୍ଭ ହୋଇଯିବ ନବରାତ୍ରୀ ବତ୍ର । ଏହାର ଅର୍ଥ ଶାରଦୀୟ ନବରାତ୍ରୀ ଅଶ୍ୱିନ ମାସର ଶୁକ୍ଲ ପକ୍ଷର ପ୍ରତିପଦା ତାରିଖରୁ ଆରମ୍ଭ ହେବ । ଏହି ବର୍ଷ ଶାରଦୀୟ ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୩ ଅକ୍ଟୋବରରେ ଶେଷ ହେବ । ନବରାତ୍ରୀ ସମୟରେ ଦେବୀ … Read more

ଦେଖନ୍ତୁ ଭିଡିଓ: ରାତିରେ ଶୋଇ ନ ପାରି ରାତି ଅଧରେ ବର୍ଷାଙ୍କୁ ଭଲକି ଶୁଣେଇଦେଲେ ଅନୁଭବ ମହାନ୍ତି

ପୁଣି ସାମ୍ନାକୁ ଆସିଲା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ । ଏହି ଭିଡିଓରେ ଅନୁଭବ କହିଛନ୍ତି ବର୍ଷା, ଏହା କେବଳ ଆପଣଙ୍କ ପାଇଁ । ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସେ ଭାବବିହ୍ୱଳ ହୋଇ କହିଛନ୍ତି, ମୋ ପରିବାରର କେହି ଭଲ ନାହାନ୍ତି । ରାତି ରାତି କେହି ଶୋଇପାରୁ ନାହାନ୍ତି । ମଙ୍ଗଳବାର ସକାଳେ ଅନୁଭବ ମହାନ୍ତି ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର … Read more

ଅକ୍ଟୋବର ମାସରେ ପଡ଼ିବାକୁ ଯାଉଛି ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କଣ ରହିବ ପ୍ରଭାବ?

ପଡ଼ିବାକୁ ଯାଉଛି ଏକ ବିରଳ ଯୋଗ । ଗୋଟିଏ ମାସରେ ପଡ଼ିବ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ । ଗଣନା ଅନୁସାରେ ୨୦୨୩ ଅକ୍ଟୋବର ୧୪ ରେ ବାର୍ଷିକ ସୂର୍ଯ୍ୟ ପରାଗ ଏବଂ ଅକ୍ଟେବର ୨୮ରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହାର ପ୍ରଭାବ ନିଆରା ରହିବ ପ୍ରାୟ ଅଧିକାଂଶ ଦେଶ ଏହାକୁ ଅନୁଭବ କରିବେ । ତେବେ ଆସନ୍ତୁ ଜାଣିବ କେବେ ଏବଂ କେଉଁ ସମୟରେ ପରାଗ ଓ ଗ୍ରହଣ ହେବାକୁ … Read more

ଦେଖନ୍ତୁ ଭିଡ଼ିଓ: ରାନୀ ପଣ୍ଡା କହିଲେ “ଯିଏ ମୋତେ ସାହାଯ୍ୟ ମାଗୁଛ, ପ୍ରଥମେ ମୋତେ MLA କର, ତାପରେ ମୁଁ…”

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଅଞ୍ଚଳର ଖବର ଦେଖିଥିବେ । ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ତ ଜାଣିଥିବେ । ସେ ସବୁବେଳେ ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତି । ଆପଣମାନେ ଏହି ବିବାଦୀୟ ଅଭିନେତ୍ରୀଙ୍କୁ ନେଇ ଆସୁଥିବା ଖବର ବିଷୟରେ ଅନେକ ଖବର ପାଇଥିବେ । ଏହି ଅଭିନେତ୍ରୀ ଜଣକ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି ଏବଂ ନିଜ ସାମର୍ଥ୍ୟ ଅନୁସାରେ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥାଆନ୍ତି । ଆପଣମାନେ ଜାଣିଥିବେ … Read more

ଆପଣ ମଧ୍ୟ ବୀର୍ୟ୍ଯ (Semen) ବାହାରକୁ ବାହାରିବା ବେଳେ ରୋକନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ଏହା ଆମ ଶରୀର ପାଇଁ ଅତ୍ୟନ୍ତ …

ବୀର୍ୟ୍ଯ (Semen) ଆମ ଶରୀରରେ ସର୍ବଦା ଉତ୍ପନ୍ନ ହୁଏ ଏବଂ ଆମ ଶରୀରରୁ ବାହାରିବା ମଧ୍ୟ ଆବଶ୍ୟକ । କିନ୍ତୁ ଯଦି ଆମେ ଆମର ବୀର୍ୟ୍ଯ (Semen)କୁ ବାହାର ନ କରିବା ତେବେ ଏହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଏହାକୁ ବୀର୍ୟ୍ଯ (Semen) ବେଗ ମଧ୍ୟ କୁହାଯାଏ । ଅନେକ ଲୋକ ଯୌନ ସମ୍ପର୍କ ସମୟରେ ଏହାକୁ ନିର୍ଗତ କରନ୍ତି ଏବଂ ଅନେକ ହସ୍ତମୈଥୁନ ମାଧ୍ୟମରେ ବାହାର କରନ୍ତି । କିନ୍ତୁ … Read more

ଘର ଭିତରେ ଫାଟିଲା ଫ୍ରିଜ୍‌; ୩ ପିଲାଙ୍କ ସମେତ ଗୋଟିଏ ପରିବାରରେ ୫ ମୃତ

ରେଫ୍ରିଜରେଟର ପ୍ରାୟ ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ । ରେଫ୍ରିଜରେଟର, ଟିଭି ଏବଂ ୱାଶିଂ ମେସିନ୍ ଏପରି କିଛି ଇଲେକ୍ଟ୍ରୋନିକ୍ ଉତ୍ପାଦ ଯାହାକି ବର୍ଷ ବର୍ଷ ଧରି ଚାଲିଥାଏ । କିନ୍ତୁ ଯଦି ଏହି ବୈଦ୍ୟୁତିକ ଉପକରଣଗୁଡ଼ିକର ଯତ୍ନ ନିଆଯାଏ ନାହିଁ, ତେବେ ସେମାନେ ଆପଣଙ୍କ ଜୀବନର ଶତ୍ରୁ ହୋଇପାରନ୍ତି । ନିକଟରେ ପଞ୍ଜାବର ଜଳନ୍ଧର ସହରରେ ‘ଫ୍ରିଜ୍‌ କମ୍ପ୍ରେସର୍‌’ ଫାଟିବାରୁ ୩ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଆଶ୍ଚର୍ଯ୍ୟଜନକ … Read more

ଡାଇବେଟିସ ରୋଗୀ ଭୁଲ ରେ ବି ଏହି ୪ଟି ଫଳ ଖାଆନ୍ତୁ ନାହିଁ, ନହେଲେ ହୋଇଯିବ ଅସୁବିଧା

ଡାଇବେଟିସ ବର୍ତ୍ତମାନ ସମୟରେ ଏକ ସାଧାରଣ ରୋଗ ହୋଇଥିବା ବେଳେ ଲୋକେ କିନ୍ତୁ ଖାଦ୍ୟର ଚୟନରେ ଅଧିକ ଦ୍ବନ୍ଦରେ ପଡିଥାନ୍ତି । କେହି କେହି ସେହି ଏକା ପ୍ରକାରର ଖାଦ୍ୟକୁ ଖାଇବାକୁ କହୁଥିବା ବେଳେ କେହି କେହି ଏହାକୁ ଖାଇବାକୁ ମନା କରନ୍ତି । ଯାହା ଫଳରେ ଡାଇବେଟିସ ଆକ୍ରାନ୍ତ ବ୍ୟକ୍ତି ନିଜ ମନ ପସନ୍ଦ ଖାଦ୍ୟ ଖାଇବାରୁ ଅନେକ ସମୟରେ ବଞ୍ଚିତ ହୋଇଥାଏ । ବର୍ତ୍ତମାନର ସୋସିଆଲ ମିଡିଆ ଜମାନରେ ସେ ଗୁଗଲ ହେଉ କି … Read more