ଗର୍ଭବତୀ ସମୟରେ କଣ ସମ୍ୱନ୍ଧ ରଖିପାରିବେ ? ପ୍ରସବ ପରେ କେତେ ଦିନ ପର୍ଯ୍ୟନ୍ତ ସମ୍ୱନ୍ଧ ରଖିବା ଉଚିତ, ଜାଣନ୍ତୁ ଡାକ୍ତର କଣ କହୁଛନ୍ତି
ଯେକୌଣସି ମହିଳାଙ୍କ ଜୀବନରେ ସବୁଠାରୁ ଖୁସିର ମୁହୂର୍ତ୍ତ ହେଉଛି ଗର୍ଭବତୀ ହେବା । ତଥାପି ପ୍ରଥମ ଥର ଗର୍ଭବତୀ ହେବା ସମୟରେ ମହିଳାମାନଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଆସିଥାଏ । ଏହି ପ୍ରଶ୍ନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ‘ଗର୍ଭାବସ୍ଥା ସମୟରେ ଶାରୀରିକ ସମ୍ପର୍କ ରଖିବା ନିରାପଦ କି ?’ ଏବଂ ଦ୍ୱିତୀୟ ପ୍ରଶ୍ନ ହେଉଛି ‘ପ୍ରସବ ପରେ କେତେ ଦିନ ପର୍ଯ୍ୟନ୍ତ ଆମେ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ ?’ ଆଜି ଆମେ ଆପଣଙ୍କୁ … Read more