ଘରେ କଲେଜ ଯାଉଛି କହି ଆସି ଭୁବନେଶ୍ବର ହୋଟେଲକୁ ଆସିଥିଲେ, ପରେ ମିଳିଲା ମୃତଦେହ, ଜାଣନ୍ତୁ ପୁରା ଘଟଣା
ଲେଡି ବାର୍ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। କେମିତି ହେଲା ମୃତ୍ୟୁ? ଆତ୍ମହତ୍ୟା ନା ହତ୍ୟା ? ଅସ୍ପଷ୍ଟ ରହିଛି ମୃତ୍ୟୁର କାରଣ। ତେବେ ଯୁବତୀଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ମୃତ ଯୁବତୀ ହେଲେ ଭଦ୍ରକ କୁଆ ବାଘସାହିର ଶୁଭଲକ୍ଷ୍ମୀ ସାହୁ (୧୮)। ଗତକାଲି ଲକ୍ଷ୍ମୀସାଗର କଟକ ରୋଡ୍ ଦୀପାଳି ବାରେର ଥିବା ଲଜ ରୁମ୍ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବତୀଙ୍କ ବାପା ଓ ଭାଇ କହିଛନ୍ତି, … Read more