କେତେ ଆଶା ନେଇ ଦୁଇ ଦୁଇଟି ପୁଅ ଜନ୍ମ କରିଥିଲା ମାଁ, ମାତ୍ର ସେ ପୁଅ ହିଁ ମାଁ କୁ ଏବେ ଯନ୍ତ୍ରଣାରେ ଛଟପଟ ହେବା ପାଇଁ ଛାଡିଦେଲା
ଏ ଜଗତରେ ଗୋଟିଏ ହିଁ ମଧୁର ଡାକ ଆଉ ସେ ହଉଛି ମାଁ । ମାଁ ନାମ ଧରିଲେ ବଡ଼ ବଡ଼ ଦୁଃଖ କଷ୍ଟ ଦୂର ହୋଇଯାଏ । ମାଁ ଏପରି ଜଣେ ମଣିଷ, ଯିଏ ନିଜ କଥା ନ ଭାବି ତା ପିଲା ଏବଂ ପରିବାର କଥା ପ୍ରଥମେ ଭାବିଥାଏ । ମାଁ ନିଜର ପୁଅ ଝିଅଙ୍କୁ ବହୁତ ଭଲ ପାଇଥାନ୍ତି । 9 ମାସ ଗର୍ଭରେ ରଖି ଜନ୍ମ କରିଥିବା ପୁଅକୁ ମାଁ କେମିତି … Read more