ମିଠା ଖାଇଲେ ହୋଇନଥାଏ ଡାଇବେଟିସ୍‌ ବରଂ ଏହି ୫ଟି ଖରାପ ଅଭ୍ୟାସ କାରଣରୁ ଡାଇବେଟିସ୍‌ ହୋଇଥାଏ, ଆଜି ହିଁ ଛାଡନ୍ତୁ

ଡାଇବେଟିସ୍‌ ଏକ ରୋଗ ନୁହେଁ । କିନ୍ତୁ ସବୁ ରୋଗର ଜନନୀ । ଏହା ଏପରି ଏକ ଶାରୀରିକ ଅବସ୍ଥା ଯାହା ଧିରେ ଧିରେ ମଣିଷକୁ ମୃତ୍ୟୁମୁଖକୁ ଟାଣି ନେଇଥାଏ । ଡାଇବେଟିସ୍‌ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍‌ସୁଲିନ୍‌ ତିଆରି ବନ୍ଦ ହୋଇଯାଏ । ନ୍ୟୁଟ୍ରିସନ୍‌ର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍‌ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି । ଅନେକ ସମୟରେ ଆପଣ ଲୋକମାନଙ୍କୁ କହୁଥିବା ଶୁଣିଥିବେ ଯେ ‘ଏତେ ମିଠା … Read more

ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଖଜୁରି (Dates) ଖାଇବା ଦ୍ବାରା ଶରୀରରକୁ ଅନେକ ଫାଇଦା ମିଳିଥାଏ । କାହିଁକିନା ଖଜୁରିରରେ ପ୍ରଚୁର ପରିମାଣର ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥାଏ । ଖାସ୍ କରି ଖଜୁରିକୁ ଖାଲି ପେଟରେ ସକାଳୁ ଖାଇବା ଦ୍ବାରା ମଧ୍ୟ ଅନେକ ଫାଇଦା ମିଳିଥାଏ । କୁହାଯାଏ ଯେ, ଖଜୁରିରେ ତାଜା ଫଳ ଅପେକ୍ଷା ଅଧିକ ପରିମାଣରେ କ୍ୟାଲୋରୀ ଥାଏ । ଯାହା ଶରୀରରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ଖାସ୍ କରି ପ୍ରତିଦିନ ସକାଳେ … Read more

ମାଡ଼ି ଚାଲିଛି ଡେଙ୍ଗୁ, କେମିତି ବର୍ତ୍ତିବେ ଡେଙ୍ଗୁ ରୁ? ଡେଙ୍ଗୁ ହେଲେ କଣ କରିବେ କଣ କରିବେନି, ଜାଣନ୍ତୁ ସବୁକିଛି

ଦେଶରେ ଏବେ ଡେଙ୍ଗୁ ସୃଷ୍ଟି କରୁଛି ଭୟ।ନିଜ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଗାଁ ଠାରୁ ଆରମ୍ଭ କରି ସହରରେ ମାଡ଼ିବାରେ ଲାଗିଛି ଡେଙ୍ଗୁ । ଲୋକେ ଏବେ ଭୟଭୀତ । ମେଡିକାଲ ରେ ଲାଗିଛି ଡେଙ୍ଗୁ ଲୋକଙ୍କର ଭିଡ଼ । ଏଥି ମଧ୍ୟରେ କଣ ରହିଛି ପ୍ରତିକାର ଓ ପଦକ୍ଷେପ ଆସନ୍ତୁ ଜାଣିବା- ଡେଙ୍ଗୁ ନାଁ ଟି ସାଧାରଣ ଲାଗୁଥିଲେ ମଧ୍ୟ ଏହା ଏକ ଗୁରୁତର ରୋଗ ଅଟେ । ଆମେ ଜାଣିଥାଉ … Read more

କିଡନୀକୁ ଖରାପ କରୁଛି ଏହି 5ଟି ଖାଦ୍ୟ, ଆଜିଠୁ ଛାଡନ୍ତୁ ନଚେତ୍ ଯାଇପାରେ ଜୀବନ

ଶରୀରର ଅନ୍ୟ କିଛି ଅଙ୍ଗ ପରି କିଡନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମ୍ଭର କିଡନୀ ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହା ଦୁର୍ବଳ ହେବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ରୋଗ ମାଡ଼ି ବସିଥାଏ । ଖାସ୍ କରି ଆମ୍ଭର କିଛି ଖାଦ୍ୟ ପେୟ ଅଭ୍ୟାସ ହିଁ ଏହାକୁ ଦୁର୍ବଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । 1. ଆଭୋକାଡୋ :- ଏମିତି … Read more

ପୁରୁଷଙ୍କ ଠାରେ ଦେଖିବାକୁ ମିଳୁଛି ବନ୍ଧ୍ୟାକରଣ ଦୋଷ! ଶୂକ୍ରାଣୁ ହ୍ରାସ ହେବା ପଛରେ ରହିଛି ଏହି ବଡ଼ କାରଣ

ଯଦି କୌଣସି ଦମ୍ପତ୍ତିଙ୍କର ପିଲାଛୁଆ ହେଉନାହିଁ ତେବେ ପରିବାର ଲୋକେ ସାଧାରଣତଃ ଏଥିପାଇଁ ମହିଳାଙ୍କୁ ହିଁ ଦାୟୀ କରିଥାନ୍ତି । ତେବେ, ସବୁଠାରୁ ବଡ଼ କଥା ହେଉଛି ବନ୍ଧ୍ୟାକରଣ କେବଳ ଯେ ମହିଳାମାନଙ୍କ ଠାରେ ଦେଖାଯାଏ ତାହା ନୁହେଁ ବରଂ ଏହା ପୁରୁଷ ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଲାଣି । ପୁରୁଷ ମାନଙ୍କ ଠାରେ ଶୂକ୍ରାଣୁ ସଂଖ୍ୟା କମ୍ ଥିବା ହେତୁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି … Read more

ସାବଧାନ ! ଏହି 5ଟି ଲକ୍ଷଣ ଥିଲେ ଜାଣି ନିଅନ୍ତୁ ହୋଇଛି ଥାଇରଏଡ, ଜାଣନ୍ତୁ କେମିତି କରିବେ ଏହାର ଚିକିତ୍ସା ?

ଆଜିକାଲି ସମୟରେ ଅଧିକାଂଶ ମହିଳା ଥାଇରଏଡ ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି । ଥାଇରଏଡ ଏଭଳି ଏକ ରୋଗ ଯାହା ଆହୁରି ଅନେକ ରୋଗକୁ ଡାକି ଆଣେ । ଏହି ରୋଗ ହେଲେ ଓଜନ ବଢିବା ସହ ଶରୀରରେ ଆହୁରି ଅନେକ ସମସ୍ଯା ଦେଖା ଦେଇଥାଏ । ତେବେ ଏହି ରୋଗ ପ୍ରକୃତରେ କଣ ? ଏହାର ଲକ୍ଷଣ କଣ ଏବଂ ଏହାର ଚିକିତ୍ସା କରାଯାଇପାରିବ କି ନାହିଁ ତାହା ଆଜି ଆମେ ଆପଣଙ୍କୁ କହିବାକୁ … Read more

ଶାରୀରିକ ସମ୍ବନ୍ଧ ନିଶାରେ ଏମିତି ମଜିଗଲେ ଯେ ଭାଏଗ୍ରା ଟାବଲେଟ୍ ସହ ପାଣି ଭାବି ପିଇଦେଲେ ମଦ, ଆଉ ତାପରେ…

ମହାରାଷ୍ଟ୍ର ର ନାଗପୁର ରେ ଜଣେ 41 ବର୍ଷ ବୟସ୍କ ବ୍ୟକ୍ତି ଭାଏଗ୍ରା ଟାବଟେଲ କୁ ମଦ୍ୟପାନ କରି ଖାଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା । ଯୌନ ସମ୍ପର୍କ ପାଇଁ ଏହି ଔଷଧ ଖାଇବା ପରେ ବ୍ୟକ୍ତି ଜଣକ ପ୍ରଥମେ ଅସନ୍ତୋଷ ଅନୁଭବ କରିଥିଲେ ଏବଂ ଏହା ପରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ … Read more

ହସ୍ତମୈଥୁନ କରିବାରେ ଲାଭ କ’ଣ? ରିସର୍ଚ୍ଚରୁ ହେଲା ଏହି ବଡ ଖୁଲାସା,ଜାଣନ୍ତୁ ସେହି ଉପକାରିତା ବିଷୟରେ

ଆପଣ ଜାଣିଥିବେ ଯେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଅନେକ ଫାଇଦା ମିଳିଥାଏ, ଏକ ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ଏହା ସ୍ପଷ୍ଟ ହୋଇଛି ଯେ ସେକ୍ସ, ହସ୍ତମୈଥୁନ କିମ୍ବା ଶୋଇବା ସମୟରେ ଶରୀରରୁ ବୀର୍ଯ୍ୟ ବାହାରିବା ଆମକୁ ଅଣ୍ଡକୋଷ କ୍ୟାନ୍ସରରୁ ରକ୍ଷା କରିଥାଏ । 2016 ରେ କରାଯାଇଥିବା ଏକ ପରୀକ୍ଷଣ ଅନୁଯାୟୀ ବୀର୍ଯ୍ୟ କ୍ଷରଣ ଦ୍ୱାରା ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା କମି ଯାଇଥାଏ । 1992 ରୁ 2010 ମଧ୍ୟରେ 32 ହଜାର ଲୋକଙ୍କୁ ନେଇ … Read more

ଗର୍ଭବତୀ ସମୟରେ କଣ ସମ୍ୱନ୍ଧ ରଖିପାରିବେ ? ପ୍ରସବ ପରେ କେତେ ଦିନ ପର୍ଯ୍ୟନ୍ତ ସମ୍ୱନ୍ଧ ରଖିବା ଉଚିତ, ଜାଣନ୍ତୁ ଡାକ୍ତର କଣ କହୁଛନ୍ତି

ଯେକୌଣସି ମହିଳାଙ୍କ ଜୀବନରେ ସବୁଠାରୁ ଖୁସିର ମୁହୂର୍ତ୍ତ ହେଉଛି ଗର୍ଭବତୀ ହେବା । ତଥାପି ପ୍ରଥମ ଥର ଗର୍ଭବତୀ ହେବା ସମୟରେ ମହିଳାମାନଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଆସିଥାଏ । ଏହି ପ୍ରଶ୍ନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ‘ଗର୍ଭାବସ୍ଥା ସମୟରେ ଶାରୀରିକ ସମ୍ପର୍କ ରଖିବା ନିରାପଦ କି ?’ ଏବଂ ଦ୍ୱିତୀୟ ପ୍ରଶ୍ନ ହେଉଛି ‘ପ୍ରସବ ପରେ କେତେ ଦିନ ପର୍ଯ୍ୟନ୍ତ ଆମେ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ ?’ ଆଜି ଆମେ ଆପଣଙ୍କୁ … Read more

ଯଦି ମହିଳା ଖାଇ ଦିଅନ୍ତି ଭାଏଗ୍ରା ଟାବଲେଟ୍, ତେବେ କ’ଣ ହେବ ପରିସ୍ଥିତି? ଜାଣି ରଖନ୍ତୁ

ପୁରୁଷଙ୍କ ଇରେକ୍ଟାଇଲ ଡିସଫଙ୍କସନ ପାଇଁ ଏକ ସ୍ୱୀକୃତୀପ୍ରାପ୍ତ ଔଷଧ ହେଉଛି ଭାଇଗ୍ରା । ପୁରୁଷଙ୍କ କ୍ଷେତ୍ରରେ ଏହା ଶାରୀରିକ ସମ୍ବନ୍ଧକୁ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହା ଏକ ଏନଜାଇମର କାର୍ଯ୍ୟକୁ ଅବରୋଧ କରି କାର୍ଯ୍ୟ କରିଥାଏ, ଯାହା ରକ୍ତ ସଞ୍ଚାଳକକୁ ବାଧା ଦେଇପାରେ । ଏହାକୁ ସମ୍ବନ୍ଧର ସାଧାରଣତଃ 30 ମିନିଟ କିମ୍ବା 1 ଘଣ୍ଟା ପୂର୍ବରୁ ସେବନ କରାଯାଇପାରେ । ତେବେ ମୁଖ୍ୟତଃ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଯଦି … Read more