ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସର୍ବ ପ୍ରଥମେ କିଏ କାହାକୁ ରାକ୍ଷୀ ବାନ୍ଧିଥିଲେ ? ଜଣେ ହିନ୍ଦୁ ହିସାବରେ ଜାଣନ୍ତୁ ରାକ୍ଷୀ ପୂର୍ଣ୍ଣିମା ର ଏହି ରୋଚକ ତଥ୍ୟ
ଆମର ନୀତିଦିନିଆ ଜୀବନରେ ଅନେକ ପ୍ରକାର ଜ୍ଞାନର ବହୁତ ଆବଶ୍ୟକତା ରହିଛି । ଯାହାକି ଆମକୁ ବହୁତ କିଛି କାମରେ ସାହାଜ୍ଯ କରିଥାଏ । କାରଣ ଏହି ସବୁ ଜ୍ଞାନ ହିଁ ଆମକୁ ଆଗକୁ ବଢାଇବା ତଥା ଉନ୍ନତି କରାଇବାରେ ସାହାଜ୍ଯ କରିଥାଏ । ସେଥିପାଇଁ ଆମମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ଜାଣିବା ବହୁତ ଦରକାରୀ ଅଟେ । ତେବେ ବିଭିନ୍ନ ପ୍ରକାର ବିଷୟବସ୍ତୁକୁ ଭିତ୍ତି କରି ସାଧାରଣ ଜ୍ଞାନର ପ୍ରସ୍ତୁତ କରାଯାଇଥାଏ । ତେବେ ଆଜି … Read more