ଏହି ୩ ଜିଲ୍ଲାବାସୀ ସାବଧାନ, ମାଡ଼ିଆସୁଛି ବାତ୍ୟା ‘ଦାନା’, ସ୍ୱଷ୍ଟ ହେଲା ଦିଗ କେଉଁ ବାଟେ ଯିବ ବାତ୍ୟା ‘ଦାନା’

ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ଗତିପଥ ଏବେ ବଦଳିଛି । ଏହିବ ବାତ୍ୟା ଓଡ଼ିଶାରେ ହିଁ ଲ୍ୟାଣ୍ଡଫଲ କରିବ । ଓଡ଼ିଶାକୁ ସିଧାସଳଖ ହିଟ କରିବ । ଉତ୍ତର ଓଡ଼ିଶାକୁ ବାତ୍ୟା ହିଟ କରିବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲକୁ ନେଇ ଆଇଏମଡି ନୂଆ ଗତିପଥ ଜାରି କରିଛି । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ବାତ୍ୟା ଭଦ୍ରକ ଓ କେନ୍ଦ୍ରାପଡ଼ା ମଧ୍ୟରେ ଲ୍ୟାଣ୍ଡଫଲ କରିବାରେ … Read more

ଶିକ୍ଷକ ପଚାରିଲେ- ରାବଣକୁ କିଏ ହତ୍ୟା କଲା? ପିଲାଟି ଶପଥ କରି ଏମିତି ଉତ୍ତର ଦେଲା, ଶୁଣିବା ପରେ ହସି ହସି ତୁମର ପେଟ ଯନ୍ତ୍ରଣା ହେବ।

ଏହା ସତ୍ୟ ଯେ ପ୍ରତ୍ୟେକ ଶିଶୁରେ ଈଶ୍ଵର ବାସ କରନ୍ତି। ନିରୀହ ପିଲାମାନଙ୍କର ଦୁଷ୍ଟାମୀ କଥା ଶୁଣିବାର ଆନନ୍ଦଠାରୁ ବଡ଼ କିଛି ନାହିଁ। ଏକ ଛୋଟ ପିଲାକୁ ଶିକ୍ଷକ ପଚାରିଲେ – ରାବଣକୁ କିଏ ହତ୍ୟା କଲା? ଏହି ପ୍ରଶ୍ନର ପିଲା ଦେଇଥିବା ଉତ୍ତର ଶୁଣିବା ପରେ ସମସ୍ତେ ହସ ବନ୍ଦ କରିପାରୁନାହାନ୍ତି। ରାବଣକୁ କିଏ ହତ୍ୟା କଲା? ଏହି ପ୍ରଶ୍ନର ଉତ୍ତର ଦେଇ ପିଲାଟି କହିଲା – “ମୁଁ ଶପଥ କରୁଛି, ସାର୍! ମୁ ପାଣି … Read more

ଦେଖନ୍ତୁ ଭିଡ଼ିଓ : ସୁଭଦ୍ରା ଟଙ୍କା ଉପରେ ସାଇବର ଲୁଟେରାଙ୍କ ନଜର! କରନ୍ତୁ ନାହିଁ ଏପରି ଭୁଲ ନଚେତ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ…

ସୁଭଦ୍ରା ଯୋଜନାରେ ଆପ୍ଲାଏ କରିଥିବା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ମିଳି ସାରିଛି। ଆଗକୁ ଆହୁରି ଅନେକ ମହିଳା ପର୍ଯ୍ୟାୟକ୍ରମେ ଏହି ଟଙ୍କା ପାଇବେ। କିନ୍ତୁ ଏହା ଭିତରେ ମହିଳାଙ୍କ ଏହି ସୁଭଦ୍ରା ଟଙ୍କା ଉପରେ ପଡ଼ିଛି ସାଇବର ଲୁଟେରାଙ୍କ ନଜର । ହିତାଧିକାରୀ ଟିକିଏ ଭୁଲ କଲେ ଆଖି ପିଛୁଳାକେ ଆକାଉଣ୍ଟରୁ ଉଡ଼ାଇ ନେଇଯିବେ ଟଙ୍କା । ସୁଭଦ୍ରା ଟଙ୍କା ସହ ଆକାଉଣ୍ଟରେ ଥିବା ଅନ୍ୟ … Read more

ଦ୍ରୌପଦୀଙ୍କ ଚତୁର୍ଥୀର ରହସ୍ୟ, ୫ଜଣ ସ୍ବାମୀଙ୍କ ସହ କିପରି ଥିଲା ଦ୍ରୌପଦୀଙ୍କ ଚଉଠି ରାତି, ଜାଣି ଆଶ୍ଚର୍ଯ୍ୟ ହେବେ।

ମହାଭାରତ ବିଶ୍ୱର ସବୁଠାରୁ ବିଶାଳ ଗ୍ରନ୍ଥ। ମହାଭାରତରେ ଏମିତି ଅନେକ ଘଟଣା ଉଲ୍ଲେଖ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି। ଏମିତି ଏକ ଘଟଣା ଦ୍ରୌପଦୀଙ୍କ ସହ ମଧ୍ୟ ଜଡିତ ଯାହାକୁ ଅନେକ ଲୋକେ ଜାଣିନାହାନ୍ତି। ମହାଭାରତରେ ଦ୍ରୌପଦୀଙ୍କ ଚରିତ୍ର ଅତ୍ୟନ୍ତ ବିଚିତ୍ର ଏବଂ ରୋମାଞ୍ଚକର। ଦ୍ରୌପଦୀଙ୍କ ଜନ୍ମ ଅଗ୍ନିରୁ ହୋଇଥିଲା। ସେଥିପାଇଁ ତାଙ୍କୁ ଅଗ୍ନି କନ୍ୟା ମଧ୍ୟ କୁହାଯାଇଥାଏ। ଦ୍ରୌପଦୀଙ୍କ ୫ ଜଣ ସ୍ୱାମୀ ଥିଲେ। ଯେଉଁଥିପାଇଁ ତାଙ୍କୁ ପାଞ୍ଚାଳି ମଧ୍ୟ କୁହାଯାଏ। … Read more

ଏହି ୭ଟି ଅଶୁଭ ସ୍ବପ୍ନ ଦେଇଥାଏ ମୃତ୍ୟୁର ସଙ୍କେତ, ପୂରାଣରେ ବର୍ଣ୍ଣିତ

ଭବିଷ୍ୟତରେ ହେବାକୁ ଥିବା କିଛି ଅଘଟଣ ବିଷୟରେ ସ୍ବପ୍ନରୁ ସଙ୍କେତ ମିଳିଥାଏ। ରାମାୟଣ ଓ ମହାଭାରତରେ ମଧ୍ୟ ସ୍ବପ୍ନରୁ ମିଳୁଥିବା ସଙ୍କେତ ବିଷୟରେ ଉଲ୍ଲେଖ ରହିଛି। ଭଗବାନ ରାମଚନ୍ଦ୍ର ପିତା ଦଶରଥଙ୍କ ମୃତ୍ୟୁ ପୂର୍ବରୁ ଅଶୁଭ ସ୍ବପ୍ନ ଦେଖି ରାଜଭବନରେ କିଛି ଖରାପ ହେବ ବୋଲି ଅନୁମାନ କରିଥିଲେ। ସେହିପରି ରାବଣଙ୍କୁ ମଧ୍ୟ ସ୍ବପ୍ନରେ ଅଶୁଭ ସଙ୍କେତ ମିଳିଥିଲା। ତେବେ ଆସନ୍ତୁ ଜାଣିବା ସେହି ସ୍ବପ୍ନ ବିଷୟରେ ଯାହାର ସମ୍ବନ୍ଧ ଖରାପ ଭାଗ୍ୟ ସହ ଜଡିତ। କାଉ … Read more

ବର-କନ୍ୟା ବସିଥିଲେ ବେଦି ଉପରେ, ପ୍ରେମିକ ଆସି କଲେ ଏମିତି କାମ ସମସ୍ତଙ୍କ ଉଡ଼ିଗଲା ହୋସ।

ବିବାହ, ପ୍ରେମ-ପ୍ରେମିକା ର ସମ୍ପର୍କ କୁ ନେଇ ଅନେକ ଘଟଣା ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି। ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଦ୍ବଂଦରେ ପକାଇଛି। ଘଟଣାଟି ଏକ ବିବାହ ସମାରୋହର। ଷ୍ଟେଜ୍‌ ଉପରେ ବର-କନ୍ୟା ବସିଛନ୍ତି । ବରଙ୍କ ବୟସ ଅଧିକ ଥିବାବେଳେ କନ୍ୟାଙ୍କ ବୟସ କମ। ଉଭୟ ଷ୍ଟେଜ୍‌ ଉପରେ ବସିଥିବା ସମୟରେ ଏପରି କିଛି ଘଟଣା ଘଟିଛି, ଯାହା ଅନ୍ୟ ମାନେ କଳ୍ପନା ମଧ୍ୟ କରି ନଥିବେ । ବର … Read more

ଦେଖନ୍ତୁ ଭିଡ଼ିଓ : ସେଓ ଖାଇ ଖାଇ ରାସ୍ତା ପାର ହେଉଥିଲେ ମହିଳା, ଉପରକୁ ଖସି ପଡିଲା ପାଣି ଟାଙ୍କି! ଆଉ ତାପରେ…

ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ହଠାତ୍‌ ଏକ ପାଣି ଟାଙ୍କି ମହିଳାଙ୍କ ଉପରେ ପଡିଗଲା। ତାଙ୍କ ଅବସ୍ଥା କ’ଣ ହୋଇଥିବ ଆପଣ ଭାବିପରୁଛନ୍ତି କି? ଏହିପରି ଏକ ଘଟଣା ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ୨୨ ସେକେଣ୍ଡର ଏହି ଭିଡିଓ ଏବେ ବେଶ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ସେଓ ଖାଇ ଖାଇ ରାସ୍ତାର ଏପଟ ରୁ ସେପଟକୁ ଯାଉଛନ୍ତି। ସେହି ସମୟରେ ହଠାତ୍‌ ଉପରୁ … Read more

ମହାଭାରତର ଏହି ଯୋଦ୍ଧା ଦୁଇ ମାତାଙ୍କ ଗର୍ଭରୁ ଅଧା ଅଧା ଜନ୍ମ ହୋଇଥିଲେ।

ଯଦିଓ ମହାଭାରତ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ପ୍ରବଳ ଯୁଦ୍ଧ ପାଇଁ ଜଣାଶୁଣା। ଏହି ଯୁଦ୍ଧରେ ଅନେକ ଯୋଦ୍ଧା ପ୍ରାଣ ହରାଇଲେ। ଆଜି ଆମେ ଆପଣଙ୍କୁ ସେହି ସମୟର ଏକ ଚରିତ୍ର ବିଷୟରେ କହିବାକୁ ଯାଉଛୁ, ଯିଏ ପାଣ୍ଡବଙ୍କ ଦ୍ଵାରା ମୃତ୍ୟୁ ବରଣ କରିଥିଲେ। ତଥାପି, ସେ କୌଣସି ଗୋଟିଏ ମାତାର ଗର୍ଭରୁ ଜନ୍ମ ହୋଇନଥିଲେ। ମହାଭାରତର ଜରାଶଣ୍ଢ ଦୁଇ ମାତାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ଆସନ୍ତୁ ଏହାର ସମ୍ପୂର୍ଣ୍ଣ କାହାଣୀ ଜାଣିବା। ମଗଧ ରେ … Read more

ଶ୍ରୀମନ୍ଦିରରେ ଏହି ଦିନମାନଙ୍କରେ ହୁଏ ଆମିଷ ଭୋଗ! ଜାଣନ୍ତି କି?

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ତାଙ୍କ ବିନା ଅନୁମତିରେ ପୁରୀରେ କୌଣସି ଶୁଭ କାର୍ଯ୍ୟ ହୁଏନାହିଁ। ମାଆଙ୍କର ଅତିପ୍ରିୟ ଭୋଗ ଅବଢା । ହେଲେ ପାର୍ବଣ ଋୁତରେ ମାଆଙ୍କ ପାଖରେ ଭୋଗ ହୁଏ ଆମିଷ। ଏହି ପରମ୍ପରା କାହିଁ ଅନାଦି କାଳରୁ ବିମଳା ମନ୍ଦିରରେ ପାଳନ ହୋଇଆସୁଛି । କିନ୍ତୁ ମନରେ ପ୍ରଶ୍ନ ଉଠେ, ଯଦି ମାଆଙ୍କର ପ୍ରିୟ ଭୋଗ ଅବଢା, ତେବେ ଆମିଷ କାହା ଉଦ୍ଦେଶ୍ୟରେ ଭୋଗ ହୁଏ ? କେବେ … Read more

ମରିବା ପରେ ବି ବଞ୍ଚିଥାଏ କି ମଣିଷର ମସ୍ତିଷ୍କ? ବୈଜ୍ଞାନିକଙ୍କ ମତ କଣ ଆସନ୍ତୁ ଜାଣିବା।

ବୈଜ୍ଞାନିକମାନଙ୍କ ଗବେଷଣା ରୁ ଜଣାପଡିଛି ଯେ, ମଣିଷ ମରିବାର ୭ ମିନିଟ ପର୍ଯ୍ୟନ୍ତ ତାହାର ମସ୍ତିଷ୍କ ବଞ୍ଚି ରହିଥାଏ। ମୃତ୍ୟୁର ଶେଷ ସମୟରେ ମାନବର ମସ୍ତିଷ୍କ ନିଜର ଜୀବନର ସମସ୍ତ କଥା ମନେପକାଇଥାଏ ବୋଲି କୁହାଯାଏ। ମଣିଷର ଏହି ଅନ୍ତିମ ୭ ମିନିଟରେ ତାହାର ସାରା ଜୀବନର ଘଟଣା ଆଖି ସାମ୍ନାରେ ପ୍ରତିବିମ୍ୱିତ ହୋଇଥାଏ। ବୈଜ୍ଞାନିକମାନେ ଏହି ସଫଳତା ସେହି ସମୟରେ ପ୍ରାପ୍ତ କରିଥିଲେ, ଯେତେବେଳେ ଅପସ୍ମାରରେ ପୀଡିତ ଜଣେ ୮୭ ବର୍ଷୀୟ ରୋଗୀଙ୍କୁ ନେଇ ଅନୁସନ୍ଧାନ … Read more