ସ୍ତ୍ରୀ ମାନେ ଯଦି ସର୍ବଦା କରିନ୍ତି ଏହି ୫ଟି ଭୁଲ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଧନ ଲକ୍ଷ୍ମୀ କେବେ ରହିବେ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଦିନ କରୁଥିବା ସ୍ତ୍ରୀ ମାନଙ୍କର ଏହି 5ଟି ଭୁଲ କାରଣରୁ ଲକ୍ଷ୍ମୀ ହୋଇଥାଆନ୍ତି ନିରାଶ ।

୧. ନିଜ ସ୍ୱାମୀର ସେବା ନ କରିବା

୨. ଯେଉଁ ସ୍ତ୍ରୀ ନିଜ ସ୍ୱାମୀର ସେବା କରନ୍ତି ନାହିଁ ମାଆ ଲକ୍ଷ୍ମୀ ତାଙ୍କ ଘରେ କେବେ ରୁହନ୍ତି ନାହିଁ, ମାଆ ଲକ୍ଷ୍ମୀ ନିଜେ ଶ୍ରୀ ହରୀ ଙ୍କର ସେବା କରିଥାଆନ୍ତି ।

୩. ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ସହ ସବୁଦିନ ଝଗଡା କରିଥାଆନ୍ତି ତାଙ୍କ ଘରେ ଲକ୍ଷ୍ମୀ କେବେ ରୁହନ୍ତି ନାହିଁ, ଯେଉଁଠାରେ ସବୁଦିନ ଝଗଡା ହୋଇଥାଏ ସେଠାରେ ନକରାତ୍ମକତା ଆସିଥାଏ ।

୪. ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ନାମର ସିନ୍ଦୁର କୁ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରିଥାଆନ୍ତି ତାଙ୍କ ସ୍ୱାମୀର ଆୟୁ ତଥା ନାମ ବଢିଥାଏ ।

୫. ଯେଉଁ ସ୍ତ୍ରୀ ନିଜ ମଥା ରେ ନୁହଁ ବରଂ ସିନ୍ଦୁରକୁ କଣରେ ଓ ସିନ୍ଦୁରକୁ ଚୁଟିରେ ଲୁଚେଇଥାଆନ୍ତି ତାଙ୍କ ସ୍ୱାମୀ ସମାଜରେ ଲୁଚିଯାଆନ୍ତି ।

Leave a Comment