ସେପ୍ଟେମ୍ବର ମାସରେ ଏହି ୬ ଟି ରାଶିଙ୍କ ପାଇଁ ଖୋଲିବାକୁ ଯାଉଛି ଭାଗ୍ୟର ଦ୍ଵାର । ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଏପରି କିଛି ରାଶିମାନଙ୍କ ବିଷୟରେ ଯେଉଁ ମାନଙ୍କର ଭାଗ୍ୟର ଦ୍ଵାର ଖୋଲିବାକୁ ଯାଉଅଛି । ଯାହାଫଳରେ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଧନବାନ ହେବାକୁ ଯାଉଛନ୍ତି । ତାହାସହ ହନୁମାନଙ୍କର ଅପାର କୃପା ମଧ୍ୟ ପାଇପାରିବେ । ଏହି ସମୟଟି ଏହି ରାଶି ମାନଙ୍କ ପାଇଁ ଶୁଭ ହେବାକୁ ଯାଉଛି ।
ପ୍ରଥମ ରାଶିଟି ହେଉଛି କନ୍ୟା ରାଶି । କନ୍ୟା ରାଶିର ବ୍ୟକ୍ତି ବିଶେଷମାନେ ଏହି ମାସରେ ସମସ୍ତ କାର୍ଯ୍ୟରେ ଭାଗ୍ଯର ସଂପୂର୍ଣ୍ଣ ସାଥ ପାଇବେ । ଏମାନଙ୍କ ଉପରେ ପ୍ରଭୁ ହନୁମାନଙ୍କର ଅପାର କରୁଣା ପ୍ରାପ୍ତ ହେବ ।
ଦ୍ଵିତୀୟ ରାଶିଟି ହେଉଛି ବୃଷ ରାଶି । ଏହି ରାଶିର ଲୋକମାନଙ୍କ ପାଇଁ ସେପ୍ଟେମ୍ବର ମାସଟି ବହୁତ ସାରା ଖୁସି ନେଇ ଆସୁଅଛି । ତାହା ସହ ଏହି ରାଶିର ଲୋକମାନେ ଏବେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ଏମାନଙ୍କର ଜୀବନରେ ଏବେ ସମସ୍ତ ଦୁଃଖ କଷ୍ଟର ନାସ ହେବ । ଜୀବନରେ ଧନର ମାର୍ଗ ଖୋଲିଯିବ ।
ତୃତୀୟ ରାଶିଟି ହେଉଛି ମିଥୁନ ରାଶି । ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଭାଗ୍ୟ ଅଚାନକ ଭାବରେ ଚମକି ଉଠିବ । ବ୍ୟାପାର ବାଣିଜ୍ୟରେ ଅନେକ ଉନ୍ନତି କରିବେ । ମଙ୍ଗଲବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କଲେ ଆହୁରି ମଙ୍ଗଳ ହେବ ।
ଚତୁର୍ଥ ରାଶିଟି ହେଉଛି ସିଂହ ରାଶି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ମାସଟି ବହୁତ ଖୁସି ନେଇ ଆସୁଅଛି । ଏହି ସମୟରେ ହେବାକୁ ଥିବା ପରିବର୍ତ୍ତନ ଏମାନଙ୍କ ପାଇଁ ଅନେକ ଖୁସିର କାରଣ ହେବ । ଏମାନଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ଏବେ ଶୁଭ ଫଳାଫଳ ଆଣିବ । ବ୍ୟାପାରରେ ଉନ୍ନତି କରିବେ । ଗୁପ୍ତ ଧନ ପ୍ରାପ୍ତ ହୋଇ ପରେ । ସମାଜରେ ମାନ ସମ୍ମାନ ମଧ୍ୟ ବଢିପାରେ ।
ପଞ୍ଚମ ରାଶିଟି ହେଉଛି କୁମ୍ଭ ରାଶି ଏହି ରାଶିର ଲୋକମାନଙ୍କୁ ନିଜ ପରିଶ୍ରମ ଦ୍ଵାରା କରିଥିବା କାର୍ଯ୍ୟର ଶୁଭ ଫଳାଫଳ ମିଳିବ । ପ୍ରେମ ଜୀବନ ମଧ୍ୟ ଭଲ ରହିବ । ତାହାସହ ବିଦେଶରେ କାମ କରୁଥିବା ବ୍ୟକ୍ତିମାନଙ୍କୁ କିଛି ଭଲ ସମାଚାର ମଧ୍ୟ ମିଳିପାରେ । ଆର୍ଥିକ ସ୍ଥିତି ଖୁବ ଭଲ ରହିବ ।
ଶେଷ ରାଶିଟି ହେଲା ବିଛା ରାଶି । ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କ ଜୀବନ ଖୁସି ପୂର୍ଣ୍ଣ ହୋଇ ଉଠିବ । ଧାର୍ମିକ କ୍ଷେତ୍ରରୁ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ତାହାସହ ଜୀବନରେ ଉନ୍ନତିର ନୂତନ ଉତ୍ସ ମଧ୍ୟ ଖୋଲିଯିବ । ହଟାତ କୌଣସି ସ୍ଥାନରୁ ଧନ ମଧ୍ୟ ମିଳିପାରେ ।