ଯାତ୍ରା ରୁ ପ୍ରସିଦ୍ଧ ହୋଇଥିବା ହଟ୍ ଅଭିନେତ୍ରୀ ନିଶା ମହାରଣାଙ୍କୁ କିଏ ବା ଜାଣିନି । ସୋସିଆଲ ମିଡ଼ିଆ ରେ କିଛି ନା କିଛି କାରଣରୁ ସେ ଚର୍ଚ୍ଚା ରେ ରହିଥାନ୍ତି । ଏବେ ସେ ପୁଣି ସୋସିଆଲ ମିଡ଼ିଆ ରେ ନିଜର ବୋଲ୍ଡ କଥାବାର୍ତା ପାଇଁ ଭାଇରାଲ୍ ହେଉଛନ୍ତି ।
ହୋଲି କୁ ନେଇ ନିଶା ମହାରଣାଙ୍କ ସହ କିଛି ଏମିତି ହୋଇଥିଲା ଯେ ସେ ଫେସବୁକ ରେ ଲାଇଭ ଆସି ଖୁବ୍ ଗାଳି କରିଛନ୍ତି । ସେ ହୋଲି ଦିନ କଂଗ୍ରେସ ର ଭବନ କୁ ଯାଇଥିଲେ ଏବଂ ସେଠାରେ ହୋଲି ଖେଳିଥିଲେ କିନ୍ତୁ ତାପରେ ତାଙ୍କ ସହ କିଛି ଏମିତି ହୋଇଥିଲା ଯେ, ସେ ନିଜର କ୍ରୋଧ କୁ ଶାନ୍ତ କରିପାରି ନଥିଲେ ।
ବାସ୍ତବରେ ନିଶା ଙ୍କୁ କଂଗ୍ରେସ ମହିଳା ନେତ୍ରୀ ଓ କର୍ମଚାରୀ କଂଗ୍ରେସ ଭବନରୁ ଧକ୍କା ମାରି ବିଦା କରିଦେଇଥିଲେ । ସେ ମହିଳା କଂଗ୍ରେସ ନେତ୍ରୀ ନିଜେ ସ୍ୱୀକାର କହିଛନ୍ତି ଯେ ସେ ତାଙ୍କୁ ଖରପ ଭାଷା କହି ବିଦା କରିଛନ୍ତି ଏବଂ ପୁଣି ଦେଖାହେଲେ ବାଡ଼େଇବେ ।
ଦେଖନ୍ତୁ ଭିଡିଓ :-
ଯେତେବେଳେ ନିଶା କଂଗ୍ରେସ ଭବନ ଆସିଥିଲେ ସେତେବେଳେ ସେ ସୁର ରାଉତରାୟ ସହ ହୋଲି ଖେଳିଥିଲେ । କିନ୍ତୁ ସୁର ରାଉତରାୟ ଗଲା ପରେ ନିଶା ଙ୍କୁ ଧକ୍କା ମାରି ବାହାର କରାଯାଇଥିଲା ।
ପରେ କଂଗ୍ରେସ ନେତ୍ରୀ କହିଥିଲେ ଯେ “ନିଶା ହେଉଛନ୍ତି ଜଣେ ଅସଭ୍ୟ ମହିଳା ଏବଂ ସେ କଂଗ୍ରେସ ଭବନ କେବଳ ପ୍ରସିଦ୍ଧ ହେବା ପାଇଁ ଆସୁଛନ୍ତି ଏବଂ ସେ ଜଣେ ଖରାପ ମହିଳା । ତାଙ୍କୁ କେହି ବି କଂଗ୍ରେସ ଭବନ ଡାକି ନାହାଁନ୍ତି ।
କଂଗ୍ରେସ ର ଏହି ମହିଳା ନେତ୍ରୀ ହେଉଛନ୍ତି ସୁଭଦ୍ରା ମିଶ୍ର । ସେ ଜିଲ୍ଲାର ଭାଇସ ପ୍ରେସିଡେଣ୍ଟ ଅଛନ୍ତି । ସେ ଆଗକୁ ନିଶା ମହାରଣା ଙ୍କୁ ଖୋଲା ଚାଲେଞ୍ଜ କରି କହିଛନ୍ତି ଯେ ତାଙ୍କୁ ଲଙ୍ଗଳା କରି ବାଡ଼େଇବେ, ଏ ନେଇ ନିଶା ମଧ୍ୟ ଖୁବ ରାଗିଯାଇ କଂଗ୍ରେସ ନେତ୍ରୀ ସୁଭଦ୍ରା ଙ୍କୁ ଗାଳି କରିଛନ୍ତି ।