ଦେଖନ୍ତୁ ଭିଡିଓ: ମାତ୍ର 350 ଟଙ୍କା ରେ ଏଠି ବିକ୍ରି ହେଉଛି ଦେହ, ସନି ଲିଅନି ଠୁ ମଧ୍ୟ ବେଶୀ ସୁନ୍ଦରୀ ଝିଅମାନେ, ଯାହାକୁ ଦେଖି ତାଯୁବ ହୋଇଯିବେ ଆପଣ

ଆପଣମାନେ ସମସ୍ତେ ବଜାରରୁ ପରିବା, ପୋଷାକ କିଣିବାକୁ ଯାଉଥିବେ । କିନ୍ତୁ କେବେ ଆପଣ ଝିଅ କିଣିବାକୁ ବଜାରକୁ ଯାଇଛନ୍ତି କି? ପ୍ରାୟତଃ କେବେ ଯାଇ ନ ଥିବେ ।ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଝିଅମାନେ ବିବାହ କରିବା ପାଇଁ ବିକ୍ରୀ ହୁଅନ୍ତି ।

ଏମିତି ଏକ ସ୍ଥାନ ବିଷୟରେ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଯେଉଁଠାରେ ବିକ୍ରି ହୁଅନ୍ତି ଝିଅମାନେ । ଆଉ ସେହି ସ୍ଥାନଟି ଅଛି ବୁଲଗାରିଆ ନାମକ ଦେଶରେ । ସେଠାରେ ଯେଉଁ ପିତା ମାତା ମାନେ ନିଜ ଝିଅକୁ ବିବାହ କରାଇ ପାରନ୍ତି ନାହିଁ, ଗରିବ ଶ୍ରେଣୀର ହୋଇଥାନ୍ତି, ସେମାନେ ଝିଅକୁ ଆଣି ସେହି ବଜାରରେ ବିକ୍ରୀ କରିଦିଅନ୍ତି ।

ସୂଚନା ଅନୁସାରେ ଏଭଳି କିଛି ଦେଶ ଅଛି ଯେଉଁଠାରେ ଝିଅମାନଙ୍କୁ ବିକ୍ରୀ କରାଯାଏ । ବର୍ତ୍ତମାନ ସମୟରେ ପୁଅମାନଙ୍କୁ ବିବାହ କରାଇବା ପାଇଁ ବାପା ମା ମାନେ ଚିନ୍ତାରେ ରହୁଛନ୍ତି । ଝିଅଙ୍କ ସଂଖ୍ୟା କମି ଯାଉଛି । ଯାହା ଦ୍ଵାରା ଝିଅ ମିଳୁନାହାନ୍ତି ।

ଦେଖନ୍ତୁ ଭିଡିଓ :-

ବୁଲଗାରିଆ ଏପରି ଏକ ଦେଶ ଯେଉଁଠାରେ ଝିଅମାନେ ବିକ୍ରୀ ହୁଅନ୍ତି । ଯେଉଁ ବାପା ମା ମାନେ ଗରିବ ଶ୍ରେଣୀର ହୋଇଥାନ୍ତି, ସେମାନେ ନିଜ ଝିଅକୁ ବିବାହ କରାଇ ପାରନ୍ତି ନାହିଁ । ସେମାନେ ଉକ୍ତ ବଜାରରେ ଝିଅକୁ ଆଣି ବିକ୍ରୀ କରିଦିଅନ୍ତି ।

ପୁଅ ନିଜ ପରିବାର ସହିତ ସେହି ବଜାରକୁ ଆସିଥାଏ । ଯେଉଁ ଝିଅ ସେମାନଙ୍କର ପସନ୍ଦ ଆସିଥାଏ, ସେମାନେ ତାଙ୍କର ମୂଲ୍ୟ ଅନୁସାରେ କିଣି ନିଅନ୍ତି । ସେ ଝିଅ କୁ ତାଙ୍କ ଘରକୁ ନେଇ ବିବାହ କରାଇ ଥାଆନ୍ତି ।

ଥରେ କିଣିଲା ପରେ ଆଉ ଉକ୍ତ ପୁଅ ଝିଅ କୁ ଛାଡି ପାରିବେ ନାହି । ଏହା ସେ ଦେଶ ର ନିୟମ ଅଟେ।ସରକାର ଙ୍କ ତରଫ ରୁ କିଛି ନିୟମ ଏହି ବଜାର ଉପରେ ରହି ନାହିଁ ।ଏହାକୁ ସରକାର ମଧ୍ୟ ସମର୍ଥନ କରନ୍ତି । ଯେ କେହି ବି ଏହି ବଜାର ବିଷୟରେ ଶୁଣେ ଆଶ୍ଚର୍ଯ୍ୟ ହୋଇ ଯାଏ ।

ଏପରି କରିବା ଦ୍ବାରା ଗରିବ ପିତା ମାତା ମାନେ ନିଜ ଝିଅ କୁ ଭଲ ରେ ବିବାହ କରାଇ ଥାନ୍ତି । ଭଲ ଘର ଭଲ ପୁଅ ଏଠାରେ ଦେଖା ଯାଏ ନାହିଁ ।

କି ପୁଅ ମାନେ ଝିଅ କୁ ବିବାହ କରିବା ପରେ ଆଉ ସେମାନଙ୍କୁ ନିର୍ଯ୍ୟାତନା ମଧ୍ୟ ଦିଅନ୍ତି ନାହି । ପୁଅର ପରିବାର ଲୋକ ମାନେ ଝିଅ କୁ ଭଲ ଭାବେ ଦେଖି କିଣି ଆଣି ଥାଆନ୍ତି ।ଏପରି କରିବା ଦ୍ବାରା ସମସ୍ତେ ଖୁସି ରେ ରୁହନ୍ତି ।