ରକ୍ତ ବୃଦ୍ଧିଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ଜାଣନ୍ତୁ ଶୀତଦିନେ ଗୁଡ଼ ଖାଇବାର ୮ଟି ଫାଇଦା
ଗୁଡ଼କୁ ଚିନି ସବୁଠାରୁ ସୁସ୍ଥ ବିକଳ୍ପ ଭାବରେ ବିବେଚନା କରାଯାଏ । ଗୁଡ଼ରେ ଥାଏ ପ୍ରାକୃତିକ ମିଠା ଯାହା ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଶରୀର ପାଇଁ ବି ସେମିତି ଲାଭଦାୟକ । ଶୀତଦିନେ ଗୁଡ଼ର ବ୍ୟବହାର ବଢିଯାଏ । ଗୁଡ଼ରେ ପ୍ରୋଟିନ୍, କୋଲାଇନ୍, ବିଟାଏନ୍, ଭିଟାମିନ୍ B12, B6, ଫୋଲେଟ୍, କ୍ୟାଲସିୟମ୍, ଆଇରନ୍, ଫସଫରସ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍, ମାଙ୍ଗାନିଜ୍ ଏବଂ କାର୍ବୋହାଇଡ୍ରେଟ୍ ଭଳି ଅନେକ ତତ୍ତ୍ଵ ଥାଏ । ଅନେକ ଗୁଣକାରୀ ହୋଇଥିବା ହେତୁ ଏହାକୁ ସୁପର … Read more