ଜାଣନ୍ତୁ ଧନତେରସ ଦିନ ଧାତୁ ପଦାର୍ଥ କିଣିବାର ଶୁଭ ମୁହୂର୍ତ୍ତ, ଏହି ସମୟରେ କିଣନ୍ତୁ ମା ଲକ୍ଷ୍ମୀ କରିବେ ଧନର ବର୍ଷା
୨୨ ଓ ୨୩ ନଭେମ୍ବର ୨୦୨୨, ଶନିବାର ଓ ରବିବାର ଏଥର ୨ ଦିନରେ ଧନତେରସ ବା ଧନ୍ଵନ୍ତରୀ ଉତ୍ସବ ପାଳନ କରାଯିବ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପର୍ବଟି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧାନର ଦେବୀଙ୍କ ଆଗମନ ହୋଇଥାଏ, ତେଣୁ ଏହି ଦିନଟିକୁ ଧନତେରସ ବା ଧନ୍ଵନ୍ତରୀ ବୋଲି କୁହାଯାଏ। ଧନତେରସ ବା ଧନ୍ଵନ୍ତରୀକୁ ଧାନ ତ୍ରୟୋଦଶୀ ବା ଧନ୍ଵନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ଜ୍ୟୋତିଷଶାସ୍ତ୍ରରେ କହିବା ଅନୁସାରେ ସମୁଦ୍ର … Read more