“ଭାଇ ତୁ ମତେ ବଦନାମ କରେନା, ତୋ ଗୋଡ଼ ଧରି ଭୁଲ ମାଗୁଛି” କାନ୍ଦି କାନ୍ଦି ଏମିତି କଣ ପାଇଁ କହିଲେ ସସ୍ମିତା ?

ସୋସିଆଲ ମିଡ଼ିଆ ରେ ଜଣେ ଜଣେ ଭିକାରୁଣୀ ଵର୍ତମାନ ଭାଇରାଲ ହୋଇଥିଲେ, ଯାହା ର କଣ୍ଠ ରେ ଥିଲା ଅଦ୍ଭୁତ ସ୍ୱର । ଯିଏ ନିଜ ମଧୁର ସ୍ୱର ପାଇଁ ବହୁତ ପ୍ରସିଦ୍ଧ ହୋଇଛନ୍ତି। ଆଉ ଏବେ ସେ ଷ୍ଟୁଡ଼ିଓରେ ଗୀତ ମଧ୍ୟ ଗାଇଛନ୍ତି।

ଗୀତ ଗାଈ ଯଉ ଟଙ୍କା ପାଇଛନ୍ତି ତାହା ନିଜ ଘର ତିଆରି କରିବାରେ ଲଗାଇବେ ବୋଲି କହିଥିଲେ । ତାହାଲେ ଏହି ଭିକାରୁଣୀ ନାମ ସସ୍ମିତା ଏବଂ ସେ ଏବେ ଜଣେ ରିପୋର୍ଟରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଜଣେ ରିପୋର୍ଟର ମୋ ଟଙ୍କା ଖାଇଦେଇଛନ୍ତି ଏବଂ ଫେରାଉ ନାହାନ୍ତି ।

ସେ ଆଗକୁ କହିଛନ୍ତି ଯେ “ରିପୋର୍ଟର ଜଣେ ମତେ ସାହାଯ୍ୟ କରିବା ବାହାନାରେ ମୋ ଠାରୁ ଟଙ୍କା ଲୁଟିଦେଇଛନ୍ତି । ଏହାପରେ ଅନେକ ଲୋକ ସେହି ରିପୋର୍ଟରଙ୍କୁ ଖରାପ ବ୍ୟବହାର କରୁଛନ୍ତି ।

ଏହି ଖବର ଶୁଣି ରିପୋର୍ଟର ଜଣକ କହିଥିଲେ ଯେ ”ଏହି ଦୁନିଆ ରେ କାହାକୁ ସାହାଯ୍ୟ କଲେ କେତେ ଖରାପ ହୋଇପାରେ ତାହା ମୁଁ ଏବେ ଜାଣି ଗଲିଣି । ମୁଁ ଯେତେବେଳେ ଦେଖିଲି ଯେ ଜଣେ ଭିକାରୁଣୀ ମନ୍ଦିର ବାହାରେ ବସି ଭିକ ମାଗୁଛନ୍ତି ଆଉ ଗୀତ ଗାଉଛନ୍ତି, ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ହାତ ବଢ଼ିଥିଲି ଏବଂ ତାଙ୍କ ଗୀତ କୁ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲି ।