ନିୟମିତ ଶାରୀରିକ ସମ୍ପର୍କ ଦ୍ୱାରା ସ୍ୱାମୀ-ସ୍ତ୍ରୀ ଓ କପଲ୍ସମାନଙ୍କୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା, ଜାଣି ହୋଇଯିବେ ଖୁସି

ବିବାହରେ ପ୍ରେମ ଏବଂ ଭଲପାଇବାର ଯେତିକି ଆବଶ୍ୟକତା ରହିଛି ଶାରୀରିକ ସଂପର୍କର ମଧ୍ୟ ସେତିକି ଆବଶ୍ୟକତା ରହିଛି। ଏହା ପ୍ରକୃତିର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଭିନ୍ନ ଆକର୍ଷଣ। ଏହା ଦ୍ୱାରା ସଂପର୍କରେ ନିବିଡ଼ତା ଆସିଥାଏ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହା ଦ୍ୱାରା ଶରୀର ସମ୍ବଦ୍ଧୀୟ କିଛି ରୋଗ ଭଲ ହୋଇଥାଏ। ଆସନ୍ତୁ ଆଲୋଚନା କରିବା କେଉଁ ସମସ୍ତ ଫାଇଦା ମିଳିଥାଏ। ସେକ୍ସୁଆଲ ହେଲଥ ଏକ୍ସପର୍ଟଙ୍କ ଅନୁସାରେ ସମ୍ବଦ୍ଧ ବନାଇବା ଦ୍ୱାରା ପତି ପତ୍ନୀ … Read more