ଏହି ୬ ପ୍ରକାରର ଖାଦ୍ୟ ଖାଉଥିଲେ ସାବଧାନ! ଆଜିଠୁ ଛାଡ଼ନ୍ତୁ ନହେଲେ ଗମ୍ଭୀର ହେବ ଥାଇରଏଡ଼ ସମସ୍ୟା

ଥାଇରକ୍ସିନ ହରମୋନର ଅଭାବ ହେଲେ ଥାଇରଏଡ ରୋଗ ହୋଇଥାଏ। ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଏହି ସମସ୍ୟା ହେବାର ମୂଳ କାରଣ ଅଟେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଅଧିକ ଦେଖା ଯାଇଥାଏ। କିଛି ଖାଦ୍ୟ ପଦାର୍ଥ ଥାଇରଏଡକୁ ବୃଦ୍ଧି କରିବା ମଧ୍ୟ ସାହାଯ୍ୟ କରିଥାନ୍ତି ତେଣୁ ଗଳଗଣ୍ଡ ରୋଗରୁ ରକ୍ଷା ପାଇବା ପାଇଁ ଏପରି ଭାବରେ ନିଜ ଖାଦ୍ୟପେୟକୁ ସନ୍ତୁଳିତ କରିବା ଆବଶ୍ୟକ ଅଟେ। ୧: ଭିଟାମିନ-ଡି:- … Read more