କିଏ ଏହି ମହିଳା ଯାହାକୁ ଭୁବନେଶ୍ବର ଏୟାରପୋର୍ଟରେ ଜାବୁଡ଼ି ଧରି କୁଣ୍ଢେଇଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ୨ୟ ମ୍ୟାଚ ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଭାରତ ସହଜରେ ରନ ଚେଜ୍ କରି ବିଜୟ ହାସଲ କରିଥିଲା। ବିରାଟ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ କରିଥିବା ଭାରତୀୟ ହେବାର ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। କୋହଲି ଇଂଲଣ୍ଡ ବିପକ୍ଷରେ ୪ ହଜାରରୁ ଅଧିକ ରନ କରି ସାରିଛନ୍ତି ।  ତେବେ ଏହାରି ମଧ୍ୟରେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରଲ … Read more

୧୪ ଫେବୃଆରୀ ଶୁକ୍ରବାର ରାଶିଫଳ : ମେଷ, କର୍କଟ ଏବଂ କନ୍ୟା ରାଶି ପ୍ରେମ ଯୋଗ ସୃଷ୍ଟି ହେଉଛି।

ମେଷ ରାଶି : ମେଷ ରାଶିର ଲୋକଙ୍କ ପାଇଁ ଆଜି ଏକ ରୋମାଣ୍ଟିକ ଦିନ ହେବ। ଆପଣ ଆପଣଙ୍କ ପ୍ରେମ ଜୀବନକୁ ନେଇ ଅଧିକ ସକ୍ରିୟ ଥିବାର ଦେଖାଯିବେ ଏବଂ ଆପଣଙ୍କ ପ୍ରେମିକାକୁ ଏକ ଉପହାର ମଧ୍ୟ ଦେଇପାରିବେ। ଯଦି ଆପଣଙ୍କ ପ୍ରେମ ଜୀବନରେ ଆପଣଙ୍କ ଏବଂ ଆପଣଙ୍କ ପ୍ରେମିକାଙ୍କ ମଧ୍ୟରେ କୌଣସି ଉତ୍ତେଜନା ଚାଲିଥିଲା, ତେବେ ତାହା ମଧ୍ୟ ଆଜି ସମାଧାନ ହୋଇପାରେ। ଆଜି ଆପଣଙ୍କ ଘରେ ଖୁସିର ପରିବେଶ ରହିବ। ଆଜି ଆପଣ ଆପଣଙ୍କ … Read more

ରାତି ରାତି ଅନିଦ୍ରା ରହି ଅପରାଜିତା କରୁଥିଲେ ପ୍ରାର୍ଥନା, ଡାକ ଶୁଣିଲେ ଭଗବାନ, ଏବେ କେମିତି ଅଛନ୍ତି ଉତ୍ତମ ମହାନ୍ତି?

ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀ ଜଣେ କିମ୍ବଦନ୍ତୀ ଅଭିନେତା। ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ଏଯାବତ୍ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ ।  … Read more

ସିଗାରେଟ ଟାଣିବାର ଭିଡ଼ିଓ : ଷ୍ଟାଡିୟମ ଭିତରକୁ କେମିତି ଗଲା ସିଗାରେଟ, VIP ବକ୍ସରେ ଖୋଲାଖୋଲି ଟାଣିଲେ ସିଗାରେଟ୍, ଜାଣନ୍ତୁ ପୁରା ଘଟଣା

ବାରବାଟୀ ଷ୍ଟାଡିୟମର ଆଉ ଏକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିିଛି। ଭିଆଇପି ବକ୍ସରେ ଜଣେ ବ୍ୟକ୍ତି ସିଗାରେଟ୍ ଟାଣୁଥିବାର ଭିଡିଓ ଭାଇରାଲ ହେଉଛି । ଷ୍ଟାଡିୟମକୁ କୌଣସି ତମାଖୁ ଜାତୀୟ ଦ୍ରବ୍ୟ ନେବାରେ କଟକଣା ଥିବା ସତ୍ତ୍ୱେ କିପରି ଗଲା ସିଗାରେଟ୍ ବୋଲି ପ୍ରଶ୍ନ ଉଠିଛି । ପୁଣି ଭିଆଇପି ବକ୍ସ ଭିତରକୁ କିପରି ଗଲା ବୋଲି ପ୍ରଶ୍ନ ଉଠିଛି । ନିର୍ଦ୍ୱନ୍ଦ୍ବରେ ବସି ସିଗାରେଟ୍ ଟାଣୁଥିବା ଭିଡିଓରେ ଦେଖିବାକୁ ମିଳିଛି । ମ୍ୟାଚ ଦେଖିବା ପାଇଁ … Read more

୧୩ ଫେବୃଆରୀ ଗୁରୁବାର ରାଶିଫଳ : ଫାଲଗୁନ ମାସର ପ୍ରଥମ ଦିନରେ ଏହି ରାଶିମାନଙ୍କୁ ମିଳିବ ସୁଖର ଉପହାର, ଘରକୁ ଆସିବ ସୁଖ, ସମୃଦ୍ଧି ଏବଂ ଧନ…

ମେଷ ରାଶି : ଆଜି ଆପଣଙ୍କ ପାଇଁ ଖୁସିରେ ପରିପୂର୍ଣ୍ଣ ଦିନ ହେବ। ନିଜ ପାଇଁ ଲକ୍ଷ୍ୟ ସ୍ଥିର କରିବା ସମୟରେ, ଆପଣଙ୍କୁ ବର୍ତ୍ତମାନର ପରିସ୍ଥିତି ପ୍ରତି ଧ୍ୟାନ ଦେବାକୁ ପଡିବ। ତୁମେ ଯେତେ ଅଧିକ ଦ୍ୱନ୍ଦ୍ୱରେ ରହିବ, ତୁମର ଦକ୍ଷତା ସେତେ କମ୍ ହେବ। ଆଜି ଅଫିସରେ, ଆପଣଙ୍କର ଅସମ୍ପୂର୍ଣ୍ଣ କାମ ଦେଖି ଆପଣଙ୍କର ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ଉପରେ ଚାପ ପକାଇ ପାରନ୍ତି। ଠିକ୍ ସମୟରେ କାମ ସାରିବା ଭଲ ହେବ। ଆଜି ଯଦି … Read more

ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅନୁ କପୁର …

ସମୟ ରୈନା ଏବଂ ରଣବୀର ଆଲ୍ଲାହାବାଦିଆ ଏବେ ବିବାଦରେ। “ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍” ଶୋ’ରେ ରଣବୀରଙ୍କ ମନ୍ତବ୍ୟକୁ ନେଇ ବିବାଦ ଚାଲିଛି। ବିବାଦ ବଢ଼ିବା ପରେ, ରଣବୀର କ୍ଷମା ମଧ୍ୟ ମାଗିଥିଲେ। ଏବେ ବରିଷ୍ଠ ଅଭିନେତା ଅନୁ କପୁର ଏହି ବିବାଦ ଉପରେ ନିଜର ମତାମତ ସେୟାର କରିଛନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଆଇଏଏନଏସ ସହିତ କଥାବାର୍ତ୍ତା ସମୟରେ ଅନୁ କପୁର କହିଛନ୍ତି, ‘ଯେଉଁମାନଙ୍କର ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା … Read more

୧୨ ଫେବୃଆରୀ ବୁଧବାର ରାଶିଫଳ।

ମେଷ ରାଶି : ଆଜି ସନ୍ତାନଙ୍କ ସକାଶେ କୌଣସି ସମ୍ପର୍କକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। କୃତ୍ତିକା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିପାରେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ପ୍ରଶଂସିତ ହେବେ। ବୃଷ ରାଶି : ଆଜି ତୁମ ପାଇଁ ଏକ ବହୁତ ଭଲ ଦିନ ହେବ। ଆଜି, ଆପଣଙ୍କ ନିକଟତର … Read more

ଫେବୃଆରୀ ୧୧ ଅର୍ଥାତ ଆଜିଠୁ ବଦଳିବ ଟ୍ରେନ୍ ଟିକେଟ୍ ବୁକିଂ ସମୟ ଓ ନିୟମ!

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ଟ୍ରେନ୍ ଟିକେଟ୍ ବୁକିଂ ପାଇଁ ନିୟମରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ଫେବୃଆରୀ ୧୧, ୨୦୨୫ ରୁ କାର୍ଯ୍ୟକାରୀ ହେବ ଏବଂ ବୁକିଂ ପ୍ରକ୍ରିୟାକୁ ଅଧିକ ସରଳ ଏବଂ ସହଜ କରିବା ଏହାର ଲକ୍ଷ୍ୟ। ଏହି ନୂତନ ନିୟମ ଅନୁଯାୟୀ, ଟ୍ରେନ୍ ଟିକେଟ୍ ବୁକିଂ ସମୟ ଏବଂ ପ୍ରକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ବିସ୍ତାର ଭାବରେ ଜାଣିବା। ନୂତନ ଟ୍ରେନ୍ ଟିକେଟ୍ … Read more

କେବଳ ଫ୍ଲଡ୍ ଲାଇଟ ବନ୍ଦ ନୁହେଁ ବାରବାଟୀରେ ହୋଇଥିଲା ଆଉଏକ ତ୍ରୁଟି ଯାହା ପାଇଁ ରାଗିଥିଲେ ରୋହିତ୍ ଶର୍ମା

ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଥିବା ବେଳେ ଦେଖା ଦେଇଥିଲା ବଡ଼ ତ୍ରୁଟି। କିଛି ସମୟ ପାଇଁ ଦେଖାଦେଇଥିଲା ଫ୍ଲଡ ଲାଇଟ୍ ସମସ୍ୟା। କ୍ଲବ ଟାଓ୍ୱାର ପାଖରୁ ଲାଇଟ୍ ପଳାଇଥିଲା। ଏତିକି ବେଳେ ରାଗିଯାଇଥିଲେ ରୋହିତ ଶର୍ମା ଓ ଦୁଇ ଓପ୍ନର ଖେଳି ନ ପାରି ପ୍ୟାଭିଲିଅନ ଫେରିଥିଲେ। କିଛି ସମୟ ପାଇଁ ଖେଳ ବନ୍ଦ ରହିଥିଲା।  ତେବେ ମ୍ୟାଚ୍ ସମୟରେ ଦ୍ବିତୀୟ ଇଂନିସରେ ରୋହିତ ଶର୍ମା … Read more

ଲୋକହସା ହେଲା ଓଡ଼ିଶା, ମ୍ୟାଚ ମଝିରେ ୨୫ ମିନିଟ ବନ୍ଦ ରହିଲା ଫ୍ଲଡ ଲାଇଟ୍, ଜାଣନ୍ତୁ କାହିଁକି ହେଲା ଏମିତି

ବାରବାଟୀରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ ଏକ ବଡ଼ ଅଘଟଣ ଘଟିଛି । ଷ୍ଟାଡିୟମରେ ଲାଗିଥିବା ଫ୍ଲଡ ଲାଇଟ ନଜଳିବାରୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । କ୍ଲବ ଟାୱାର ପାଖରୁ ପଳାଇଥିଲା ଲାଇଟ।ଭାରତ ମାତ୍ର ୬ଓଭର ବ୍ୟାଟିଂ କରିବା ପରେ ହିଁ ଏଭଳି ଅଘଟଣ ଘଟିଛି । ଲାଇଟ ନଜଳିବାରୁ କିଛି ସମୟ ଉଭୟ ଦଳର ଖେଳାଳି ପଡ଼ିଆରେ ଅପେକ୍ଷା କରିଥିଲେ । ତଥାପି ଲାଇଟ ନଜଳିବାରୁ ଖେଳାଳିମାନେ ପଡ଼ିଆ ଛାଡ଼ିଥିଲେ … Read more