ରାମମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦୀୟ ବୟାନ ଦେଲେ ମମତା ବାନାର୍ଜୀ, କହିଲେ “୨୦୨୪ ନିର୍ବାଚନ ପୂର୍ବରୁ ରାମ ମନ୍ଦିର…”
ମମତା ବାନାର୍ଜୀ, “ମୁଁ ଇଶ୍ଵର ଆଲ୍ହାଙ୍କ ନିକଟରେ ଶପଥ ଖାଇ କହୁଛି ଯେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଭେଦଭାବକୁ କେବେ ବି ପ୍ରସୟ ଦେବି ନାହିଁ । ମୁଁ ଧାର୍ମିକ ଆଧାରରେ ଲୋକ ମାନଙ୍କୁ ବିଭାଜନ କରି ରାଜନୀତି କରିବାରେ ବିଶ୍ୱାସ କରେ ନାହିଁ ।” ଜାଣନ୍ତୁ କାହିଁକି ଏପରି କହିଲେ ମମତା ବାନାର୍ଜୀ । ସୂଚନା ଅନୁସାରେ ଆଗାମୀ ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ରାମ ମନ୍ଦିର … Read more