୭ ମାସର ଗର୍ଭବତୀ ମହିଳାଙ୍କୁ ଗୁଳିକରି ମାରିଦେଲେ, ବେକରୁ ସୁନା ଚେନ୍ ଟାଣିନେଇ ମାରିଦେଲେ, ଜାଣନ୍ତୁ ପୁରା ଘଟଣା
ରାତିରେ ଆସି କବାଟ ବାଢେଇଲେ । କବାଟ ଖୋଲିବା ପରେ ଗର୍ଭବତୀ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଗୁଳି ମାରିଲେ । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ୭ ମାସର ଗର୍ଭବତୀ ଥିଲେ । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ । ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା (୩୦) । ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ୫୦ରେ କେହି ସେମାନଙ୍କ ଘରର କବାଟ … Read more