ସାମ୍ନାକୁ ଆସିଲା ପ୍ରଥମ ଛାଡପତ୍ରର କାରଣ, ରାଜ ଖୋଲିଦେଲା ସମାନ୍ଥାଙ୍କର ଏହି ପୋଷ୍ଟ…

ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ ପ୍ରଭୃ ୨୦୧୭ ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଫଟୋ ଏବେ ଖୁବ୍‌ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଉଭୟଙ୍କ କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ କରନ୍ତି। କିନ୍ତୁ ତା’ପରେ ୨୦୨୧ ମସିହାରେ ଦୁହେଁ ଛାଡପତ୍ର ଘୋଷଣା କରିଥିଲେ। ଛାଡପତ୍ର ଘୋଷଣା ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା।   ସେ ଏହି ପୋଷ୍ଟରେ ଲେଖିଛନ୍ତି – ଆମର ପ୍ରଶଂସକଙ୍କ ପାଇଁ ବହୁ ଚିନ୍ତା ଏବଂ ବୁଝାମଣା ପରେ ଆମେ ସ୍ୱାମୀ-ସ୍ତ୍ରୀ ଭାବରେ ଅଲଗା ହେବାକୁ … Read more

୬ ଡିସେମ୍ବର ଶୁକ୍ରବାର ରାଶିଫଳ : ଶୁକ୍ରବାର ଦିନ ସିଂହ ରାଶିର ଲୋକମାନେ ବ୍ୟବସାୟରେ ବିପୁଳ ଲାଭ ପାଇବେ।

ମେଷ ରାଶି : ଆଜିର ଗ୍ରହ ପ୍ରଭାବରେ ବିଭିନ୍ନ ଦିଗରୁ ଅର୍ଥ ସମାଗମ ହେବ କିନ୍ତୁ ସମସ୍ୟା ଛାଡିବ ନାହିଁ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ସନ୍ତାନଙ୍କ ବୈବାହ ଲାଗି ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାର ସୂଚନା ରହିଛି। ବୃଷ ରାଶି : ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଗ୍ୟ ଶକ୍ତିଶାଳୀ ହେବ। ଅନୁକୂଳ ପରିବେଶ ରହିବ। ବିଭିନ୍ନ କ୍ଷେତ୍ରରେ ଭଲ କରିବ। ଶିକ୍ଷା … Read more

ଡିସେମ୍ବରରେ ଏହି ୩ଟି ରାଶି ଉପରେ ସୂର୍ଯ୍ୟ ଦେବ ବର୍ଷେଇବେ ବିପଦ ର ଭଣ୍ଡାର! ବୁଧଙ୍କ ନକ୍ଷତ୍ରରେ କଲେ ଗମନାଗମନ।

ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କର ଵୈଦିକ ଜ୍ୟୋତିଷ ଶାସ୍ତ୍ରରେ ଏକ ବିଶେଷ ସ୍ଥାନ ଅଛି, ଯାହା ସମୟ ସମୟରେ ଏହାର ରାଶି ଚିହ୍ନ ଏବଂ ନକ୍ଷତ୍ର ପରିବର୍ତ୍ତନ କରିଥାଏ। ବିଶ୍ଵାସ କରାଯାଏ ଯେ ଯେତେବେଳେ ବି ସୂର୍ଯ୍ୟଙ୍କ ଗତିବିଧି ବଦଳିଯାଏ, ଏହାର 12 ଟି ରାଶିର କ୍ୟାରିୟର, ସ୍ୱାସ୍ଥ୍ୟ, ଆୟ ଏବଂ ପ୍ରେମ ଜୀବନ ଇତ୍ୟାଦି ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ। ଵୈଦିକ ଜ୍ୟୋତିଷ ଶାସ୍ତ୍ରର ଗାଣିତିକ ଗଣନା ଅନୁଯାୟୀ, ଡିସେମ୍ବର ୨, ୨୦୨୪ ରୁ ସୂର୍ଯ୍ୟ … Read more

ଡିସେମ୍ବର ୧ରୁ ବଦଳିଯାଇଛି ଏହିସବୁ ନିୟମ, କଛି କାମ କରିବା ପୂର୍ବରୁ ଜାଣି ରଖନ୍ତୁ ନହେଲେ ହେବେ ହଇରାଣ

ରାତି ପାହିଲେ ନୂଆ ମାସ। ସାରା ଦେଶରେ ଡିସେମ୍ବର ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ଦରଠାରୁ ଆରମ୍ଭ କରି ଓଟିଟିକୁ ନେଇ ଲାଗୁ ହେବ ନୂଆ ନିୟମ, ଯାହାକି ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ଆସନ୍ତୁ ସେସବୁ ବିଷୟରେ ଜାଣିବା:- LPG ମୂଲ୍ୟ ପରିବର୍ତ୍ତନ: ପ୍ରତ୍ୟେକ ମାସ ପରି, ଏହି ମାସର ପ୍ରଥମ ତାରିଖ ଠାରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ୧ ଡିସେମ୍ବର ୨୦୨୪ ଠାରୁ, … Read more

୫ ଡିସେମ୍ବର ଗୁରୁବାର ରାଶିଫଳ : ମାର୍ଗଶିର ମାସ ତୃତୀୟ ଗୁରୁବାର କିପରି କଟିବ ଦିନ।

ମେଷ ରାଶି : ଆଜି ଉଚ୍ଚପଦାଧତ୍କାରୀଙ୍କ ନିର୍ଦ୍ଦେଶାନୁସାରେ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ନିୟୋଜିତ ହୋଇପାରନ୍ତି। କର୍ମ ଏକାଦଶାଧିପତି ଶନି ସ୍ବଗୃହସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ସମସ୍ୟାର କାରଣ ହେବ। ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେବେ। ଅତୀତ କଥାକୁ ଆଲୋଚନା କରି ପାରିବାରିକ ସମସ୍ୟା ବଢ଼ାନ୍ତୁ ନାହିଁ। ହଳଦିଆ ଫଳ ଏବଂ ମିଠା ଦାନ କରନ୍ତୁ। ବୃଷ ରାଶି : ସମସ୍ତ ପ୍ରସଙ୍ଗରେ ଗତି ବଜାୟ ରଖିବ। ଲାଭ ପ୍ରତିଶତ ଭଲ ହେବ।ସକରାତ୍ମକ ପରିସ୍ଥିତିର ଲାଭ ଉଠାଇବ। … Read more

ଶୀତରେ ଶୀତବସ୍ତ୍ର ଓ ମୋଜା ପିନ୍ଧି ରାତିରେ ଶୋଉଛନ୍ତି କି? ହେବ ଏହି ସାଂଘାତିକ ରୋଗ, ଜାଣନ୍ତୁ କଣ

ଏବେ ଶୀତଋତୁ ଆରମ୍ଭ ହେଇଗଲାଣି। ତାପମାତ୍ରା କମ ରହୁଥିବାରୁ ରାତିରେ ବେଶୀ ଜୋରରେ ଥଣ୍ଡା ପଡୁଛି। ଶୀତରେ ଥରୁଛନ୍ତି କୋକ ମାନେ। ଅନେକ ସମୟରେ ଆପଣ ମାନେ ଦେଖିଥିବେ କିଛି ଲୋକେ ରାତିରେ ଶୋଇଲା ବେଳେ ସୁଇଟର କିମ୍ବା ମୋଜା ପିନ୍ଧି ଶୋଇ ଥାଆନ୍ତି। କାରଣ ପ୍ରତିଦିନ ଆପଣ ମୋଜା କିମ୍ବା ସୁଇଟର ପିନ୍ଧି ଶୋଇବା ଦ୍ୱାରା ଶରୀରର ପାଇଁ ହିତକାରର ନୁହେଁ। ପ୍ରତିଦିନ ଯଦି ଆପଣ ଶୀତବସ୍ତ୍ର ପିନ୍ଧି ରାତିରେ ଶୁଅନ୍ତି ତେବେ ଆପଣଙ୍କୁ ବିଭିନ୍ନ … Read more

ଅଣ୍ଡା ଖାଇ ସାରିଲା ପରେ ଭୁଲରେ ବି ଏହି ଦୁଇଟି ଜିନିଷ ଖାଇବେ ନାହିଁ, ନହେଲେ ପରିଣାମ ହେବ ଭୟଙ୍କର

ଅଣ୍ଡା ଖାଇ ସରିବା ପରେ ଭୁଲରେ ବି ଦୁଇଟି ଜିନିଷ ଖାଇବେ ନାହିଁ। ଲୋକ ମାନେ ନିଜ ଶରୀରକୁ ମେନଣ୍ଟେନ କରିବା ପାଇଁ ଡ଼ାଇଟିଂ କରନ୍ତି। ହେଲେ ଡାଲି ଦହି କ୍ଷୀର ମାଛ ମାଂସ ଆଦି ପୁଷ୍ଟିକ ଖାଦ୍ୟ କିନ୍ତୁ ଏହା ସହିତ ଅନେକ ଜିନିଷ ଯାହା ମିଶ୍ରଣ କରି ଖାଇବା ଦ୍ଵାରା ବେଳେ ବେଳେ ଲାଭ ହେବା ବଦଳରେ କ୍ଷତି ହେଇଥାଏ। ଆୟୁର୍ବେଦିକ ଅନୁଯାଇ ପ୍ରକୃତିର ଅନେକ ଜିନିଷ ଏକା ସାଙ୍ଗରେ ଖାଇବା କଥା ନୁହେଁ।  … Read more

ବାହାଘର ମଣ୍ଡପରେ ବର ୧୮ ଲକ୍ଷ ମାଗିଲା ବୋଲି ବେଦୀ ଉପରେ କନ୍ୟା ଏମିତି କଲା, ଜାଣନ୍ତୁ ପୁରା ଘଟଣା

ବାହା ବେଦୀରେ ବର ୧୮ ଲକ୍ଷ ଯୋୖତୁକ ମାଗିବାରୁ ବାହାଘର ଭାଙ୍ଗିଦେଲା କନ୍ୟା। ଏଭଳି ଏକ ଘଟଣା ଏବେ ଲୋକ ଲୋଚନକୁ ଆସିଛି ଯାହା ପରେ ସମସ୍ତେ କନ୍ୟାକୁ ପ୍ରଶଂସା କରୁଛନ୍ତି। କନ୍ୟାଟିର ନାଁ ହେଉଛି ସନ୍ଧ୍ୟା। ସନ୍ଧ୍ୟା ଘର ଲୋକଙ୍କ ଇଚ୍ଛାରେ ପୁଅକୁ ବାହା ହେବାକୁ ରାଜି ହେଇଯାଇଥିଲା। କିନ୍ତୁ ସେହି ବାହାଘର ପାଇଁ ଆଜି ସନ୍ଧ୍ୟା ସ୍ବାମୀ ଥାଉ ଥାଉ ବିଧବା ହେଇଗଲା। ପୁଅଟିର ନାଁ ହେଉଛି ସନ୍ତୋଷ। ଯିଏକି ରେଲୱେ ଚାକିରୀ କରିଥିଲା। … Read more

ଦେଖନ୍ତୁ ଭିଡ଼ିଓ: ସମ୍ପର୍କରେ କଳଙ୍କ ଲଗାଇ ୨୪ ବର୍ଷର ଝିଅ ସହ ୫୦ ବର୍ଷର ବାପାର ବିବାହ, ବିନା ଲାଜରେ ଝିଅ କହୁଛି ଦେଖନ୍ତୁ

ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ଜଣେ ୨୪ ବର୍ଷର ଝିଅ ନିଜ ବାପାଙ୍କୁ ବିବାହ କରିଛି । ବାପାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ବେଶ୍ ଚର୍ଚ୍ଚା ସାଉଁଟୁଛି । ଏହି ଭିଡିଓରେ ଝିଅ ଜଣକ ଲୋକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଯାହା ପାଇଁ ଲୋକେ ନିରାଶ ହେଉଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ … Read more

୪ ଡିସେମ୍ବର ବୁଧବାର ରାଶିଫଳ : ମେଷ, ବୃଷ ଏବଂ ସିଂହ ରାଶିର ଲୋକମାନେ କିଛି ଭଲ ଖବର ପାଇପାରନ୍ତି, ଜାଣନ୍ତୁ ଆଜିର ରାଶିଫଳ

ମେଷ ରାଶି : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳପ୍ରଦ ହେବାକୁ ଯାଉଛି। ଆପଣଙ୍କ ପାଇଁ ଏକ ନୂତନ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ। ଯଦି ଆପଣ କାର୍ଯ୍ୟରେ କୌଣସି କାର୍ଯ୍ୟରେ ତତ୍ପରତା ଦେଖାନ୍ତି, ତେବେ ଏଥିରେ ଆପଣ ଭୁଲ୍ କରିବାର ସମ୍ଭାବନା ଅଛି। ଆପଣ ପିଲାମାନଙ୍କ ପାଖରୁ କିଛି ଭଲ ଖବର ଶୁଣିବେ। ଯଦି କୌଣସି ସଦସ୍ୟ ଘରୁ ଦୂରରେ କାମ କରୁଛନ୍ତି, ସେ ଆଜି ଆପଣଙ୍କୁ ଭେଟିବାକୁ ଆସିପାରନ୍ତି। ତୁମ ପିତାମାତାଙ୍କୁ ସେବା କରିବା ପାଇଁ ତୁମକୁ … Read more