ରାଜଧାନୀରେ ହାଇଡ୍ରାମା, ଯୁବକଙ୍କୁ ପ୍ରେମ ନିବେଦନ କରିଥିଲେ ମନା କରିବାରୁ ଡେଇଁ ପଡିଲେ ଯୁବତୀ, ଜାଣନ୍ତୁ ପୁରା ଘଟଣା

ଏକ ତରଫା ପ୍ରେମ କରି ବାଇକ୍ ରୁ ଡେଇଁଲେ ଯୁବତୀ ! ଏମିତି ଏଁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଜ୍ଞା ହଁ , ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେଶୋରି ଟକିଜ୍ ଛକରେ ।  ସମୟ ପ୍ରାୟ ଅପରାହ୍ନ ୨ଟା । ଯୁବକ ଯୁବତୀ ଦୁହେଁ ବାଇକ୍ ରେ କେଶୋରି ଟକିଜ୍ ରାସ୍ତା ଦେଇ ଯାଉଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇ ଯାଇଥିଲା … Read more

ପୁରା ପରିବାରକୁ ଖାଇଗଲା ଜୁଆ, ଶେଷରେ କିଛି ଉପାୟ ନ ମିଳିବାରୁ ସ୍ତ୍ରୀ ଝିଅକୁ ମାରି ନିଜେ ମରିଗଲେ, ଜାଣନ୍ତୁ ପୁରା ଘଟଣା

କାର ଭିତରୁ ମିଳିଲା ତିନି ମୃତ ଦେହ ! ସମସ୍ତଙ୍କ ଦେହରେ ବାଜିଛି ଗୁଳି । ତେବେ ଏହା ହତ୍ୟା ନା ଏହା ପଛରେ ଲୁଚି ରହିଛି ଅନ୍ୟ କାରଣ , ଏହା ଏବେ ବି ଅସ୍ପଷ୍ଟ । ସୂଚନା ଅନୁସାରେ ଝାରସୁଗୁଡ଼ା ଲଖନପୂର ଥାନା ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ବାଣ୍ଡିପାହାଡ ମିନି ଷ୍ଟାଡିୟମ୍ ଭିତରୁ ଏକ କାର ଭିତରୁ ପୋଲିସ୍ ତିନି ମୃତ ଦେହ ଉଦ୍ଧାର କରିଛି । ତେବେ ଏହି ତିନୋଟି … Read more

ଦିଶୁନି ଚିହ୍ନ ବର୍ଣ୍ଣ ରାତି ହେଲେ ଶୁଭୁଛି ଝାଞ୍ଜ କୀର୍ତ୍ତନ, ଗୁମ୍ପା ଭିତରୁ କେମିତି ଆସୁଛି ଭୟଙ୍କର ଶବ୍ଦ, ଜାଣନ୍ତୁ ପୁରା ଘଟଣା

ରହସ୍ୟମାୟୀ ଗୁମ୍ପାଟି ରହିଛି କଟକ ଟାଙ୍ଗୀ ବ୍ଲକ୍ ମାଗୁର ଧାନମଣ୍ଡଳ ଗାଁ ନିକଟରେ ଥିବା ସେହି ନଳୀ ଗୁମ୍ଫା। ଅନେକ ବର୍ଷ ତଳେ କିଛି ଲୋକ ଏହି ଗୁମ୍ଫାକୁ ରିସର୍ଚ କରିବାକୁ ଆସିଥିଲେ। କିନ୍ତୁ ସେହି ଗୁମ୍ଫା ଭିତରୁ ବିଭିନ୍ନ ପ୍ରକାର ଭୟଙ୍କର ଶବ୍ଦ ଶୁଣି ପୁଣି ଫେରି ଯାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଜଣେ ପୂଜକ ଏହି ନଳୀ ଗୁମ୍ଫାରେ ପୂଜା ପାଉଥିବା ବାବାଙ୍କ ଉପରେ କ୍ଷୀର ଢାଳିବାକୁ ଆସିଥିଲେ କ୍ଷୀର ଢାଳିବା ସମୟରେ … Read more

ଖଣ୍ଡିଏ ରୁଟି ପାଇଁ ଭାଙ୍ଗିଗଲା ବାହାଘର। ଫେରିଗଲା ବର…

ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲା ରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି।ବିବାହ ସମୟରେ ବର କେବଳ ଗୋଟିଏ ରୁଟି ପାଇଁ ବିବାହ ଭାଙ୍ଗି ସେଠାରୁ ଫେରି ଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଲୋକଙ୍କୁ କରିଛି ଆଚମ୍ବିତ। ସୂଚନାନୁଯାୟୀ, ବରଯାତ୍ରୀ ସହ ବର ଜଣକ ପହଞ୍ଚିବା ପରେ କନ୍ୟା ପକ୍ଷ ଖୁବ୍‌ ଧୁମଧାମ୍‌ ସହ ସଭିଁଙ୍କୁ ସ୍ୱାଗତ ମଧ୍ୟ କରିଥିଲେ । ମାତ୍ର ରାତିରେ ଭୋଜନ ବେଳେ ରୁଟି ପରଷିବାରେ ବିଳମ୍ବ ହେବାକୁ ବର ଜଣକ … Read more

ଭାଗ୍ୟରେ ଧନୀ ହୋଇଥାନ୍ତି ଏହି 3ଟି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ, କିନ୍ତୁ ପ୍ରେମ ଜୀବନରେ ସବୁଦିନେ ଲାଗି ରହିଥାଏ ଟେନସନ।

ଅଙ୍କ ଜ୍ୟୋତିଷ ପୁରାତନ କାଳରୁ ଏକ ଆକର୍ଷିତ ବିଦ୍ୟା ରହିଆସିଅଛି। ଏଥିରେ କେବଳ ସଂଖ୍ୟାଗୁଡିକ ପ୍ରାଧାନ୍ୟ ଦିଆଯାଇଥାଏ, ସଂଖ୍ୟା ମାଧ୍ୟମରେ ହିଁ ବ୍ୟକ୍ତିତ୍ୱର, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଜୀବନର ରହସ୍ୟ ପ୍ରକାଶ ପାଇଥାଏ। ପ୍ରତ୍ୟେକ ସଂଖ୍ୟା ଏକ କାହାଣୀ କହିଥାଏ, ଯାହା ବ୍ୟକ୍ତିର ଜନ୍ମ ତାରିଖ ଏବଂ ନାମ ସହିତ ଗଭୀର ଭାବରେ ଜଡିତ। ଅଙ୍କ ଜ୍ୟୋତିଷ କେବଳ ଏକ ବିଜ୍ଞାନ ନୁହେଁ ବରଂ ଜୀବନକୁ ଭଲ ଭାବରେ ବୁଝିବା ପାଇଁ ଏକ ଅନନ୍ୟ ଉପାୟ। … Read more

୨ ଜାନୁଆରୀ ଗୁରୁବାର ରାଶିଫଳ : ଏହି ୨ ରାଶିର ବ୍ୟକ୍ତିମାନେ ଆଜି ପ୍ରେମ ଜୀବନରେ ଅସୁବିଧାର ସମ୍ମୁଖୀନ କରିନେ, ସାଥୀ ସେମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି।

ମେଷ ରାଶି : ଆଜି ଦିନଟି ଗତାନୁଗତିକ ରୀତିରେ ଗଡି ଚାଲିବ। ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ କରି ଆଶ୍ୱସ୍ତି ଲାଭ କରିବେ। ବାଧ୍ୟବାଧକତାରେ ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ ସମସ୍ୟାର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଅଭିଯୋଗ ପରିବାରରେ ଅଶାନ୍ତି ସୃଷ୍ଟି କରିବ। ବୃଷ ରାଶି : ଆଜି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ ହେବ। ବ୍ୟବସାୟରେ ଆପଣ ନୂତନ ଟେକ୍ନୋଲୋଜି ଗ୍ରହଣ … Read more

ନୂଆବର୍ଷ ରେ ଗ୍ରାହକଙ୍କୁ ଜିଓ ଦେଲା ବଡ଼ ଝଟକା, ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଆଣିଲା ପରିବର୍ତ୍ତନ…

ନୂଆ ବର୍ଷ ରେ ଜିଓ ଉପଭୋକ୍ତାମାନଙ୍କୁ ମିଳିଲା ବଡ଼ ଝଟକା। ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଜିଓ ଆଣିଛି ବଡ଼ ପରିବର୍ତ୍ତନ। ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକପ୍ରିୟ ରିଚାର୍ଜ ପ୍ଲାନ ୨ଟି ହେଲା ୧୯ ଟଙ୍କା ଏବଂ ୨୯ ଟଙ୍କାର ଡାଟା ଭାଉଚର। ଏଥିରେ ଗ୍ରାହକଙ୍କୁ ଯଥାକ୍ରମେ ୧ ଜିବି ଏବଂ ୨ ଜିବି ଡାଟା ମିଳୁଥିଲା। ଏହି ଦୁଇଟି ପ୍ଲାନର ବୈଧତା ମୂଳ ପ୍ଲାନର ବୈଧତା ପର୍ଯ୍ୟନ୍ତ ରହୁଥିଲା। କିନ୍ତୁ … Read more

୨୦୨୫ ଏହି ରାଶିର ପ୍ରେମିକ-ପ୍ରେମିକାଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି, କରିବାକୁ ଯାଉଛନ୍ତି ପ୍ରେମ ବିବାହ

ଆଗକୁ ଆସୁଛି ପ୍ରେମର ବର୍ଷ । ନୂଆ ବର୍ଷ ୨୦୨୫ ବଦଳରେ ଆପଣ ପ୍ରେମର ବର୍ଷ ୨୦୨୫ ବୋଲି ମଧ୍ୟ କହି ପାରିବେ । ଏହା ଆମେ କହୁ ନାହୁଁ ବରଂ ଜ୍ୟୋତିଷ ଶାସ୍ତ୍ର କହୁଛି । ଆଗାମୀ ନୂତନ ବର୍ଷ ପ୍ରେମ ପାଇଁ ଏକ ଅନୁକୂଳ ବାତାବରଣ ଆଣିଦେବ । ଆପଣଙ୍କ ଅନେକ ଦିନର ସ୍ଵପ୍ନ ଓ ଭଲ ପାଇବା ଏହି ବର୍ଷ ହିଁ ପୂର୍ଣ୍ଣ ହେବାକୁ ଯାଉଛି । ଏହି ନୂତନ ବର୍ଷରେ ପ୍ରେମର … Read more

୧ ଜାନୁଆରୀ ବୁଧବାର ରାଶିଫଳ: ବର୍ଷର ପ୍ରଥମ ଦିନ ଏହି ରାଶିମାନଙ୍କ ପାଇଁ ହେବ ଅନ୍ୟନ୍ତ ଶୁଭ।

ମେଷ ରାଶି : ଆଜି, ଜାନୁଆରୀ 1, 2025, ମେଷମାନଙ୍କ ପାଇଁ ଲାଭଦାୟକ ଏବଂ ରୋମାଞ୍ଚକର ହେବ। ଶୁଭ କାମ ଆପଣଙ୍କ ହାତରେ କରାଯିବ। ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ। ଆପଣ ଆଜି ଦାନ କାର୍ଯ୍ୟ କରିବେ। ଆଜି ଆପଣ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରିବେ, ଯାହା ଆପଣଙ୍କ କାର୍ଯ୍ୟରେ କିଛି ନୂତନତା ଆଣିବ। ଆଜି ଆପଣ ନିଜ ପିଲାମାନଙ୍କଠାରୁ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି। ଯଦି ତୁମର ଜୀବନସାଥୀ ସହିତ … Read more