ସାବଧାନ! ବ୍ରହ୍ମପୁର କୁ ପଶି ଆସିଛି ମହାବଳ ବାଘ।

ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ। ବ୍ରହ୍ମପୁର ନିକଟସ୍ଥ ନିଷ୍ଟ କଲେଜ ୧୬ ନମ୍ବର ଜାତୀୟ ରାଜପଥରେ ଦେଖାଦେଇଛି ମହାବଳ ବାଘ ରାସ୍ତା ପାର କରୁଥିବା ର ଫୁଟେଜ ଜଣେ ଯାତ୍ରୀ ର କାର ରେ ଲାଗିଥିବା କ୍ୟାମେରା ରେ ସୁଟିଂ ହୋଇଛି।

ଗତ ୨୫ ତାରିଖରୁ ମହାବଳ ବାଘ ଗଞ୍ଜାମ ଜିଲ୍ଲାରେ ବୁଲୁଥିବା କଥା ଏସସିଏଫ କହିଥିଲେ। ୨୭ ତାରିଖରେ ମହାବଳ ବାଘ ଗଞ୍ଜାମ ସୀମା ମୋହନା ଠାରେ ଏକ ବଳଦ କୁ ମାରିଖାଇଛି। ବର୍ତ୍ତମାନ ବାଘ ନିଷ୍ଟ କଲେ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।