ବଡ଼ ବଡ଼ ବୈଜ୍ଞାନିକ ଯାହା କରିବାରେ ଅସମର୍ଥ ଥିଲେ, ତାହା କରି ଦେଖାଇଲେ ଓଡ଼ିଆ ପୁଅ। ଏବେ ଭଲ ହୋଇଯିବ ମୂତ୍ରାଶୟ କ୍ୟାନ୍ସର।ବହୁ ଦିନ ଧରି ମୂତ୍ରାଶୟ କ୍ୟାନ୍ସର ର ଔଷଧ ତିଆରି ପରୀକ୍ଷଣ ରେ ସଫଳ ହେଲେ ଆମ ଓଡ଼ିଆ ପୁଅ।
କ୍ୟାନ୍ସ ହେଉଛି ଆଜିର ସବୁଠାରୁ ବଡ଼ ମାରାତ୍ମକ ରୋଗ। ଯାହାକୁ କ୍ୟାନ୍ସର ହୋଇଥାଏ, ତାର ମୃତ୍ୟୁ ସୁନିଶ୍ଚିତ। କ୍ୟାନ୍ସର ରୋଗୀ ଅତ୍ୟନ୍ତ କଷ୍ଟ ମଧ୍ୟ ପାଇଥାଏ। କିନ୍ତୁ ଆମେରିକାରେ କମାଲ ଦେଖାଇ ଏବେ ମୂତ୍ରାଶୟ କର୍କଟ ର ଔଷଧ ତିଆରି କରିଛନ୍ତି ଆମ ଓଡ଼ିଆ ପୁଅ।
ବର୍ତ୍ତମାନ ଓଡ଼ିଶା ରେ ନିଜ ଘରକୁ ଫେଇବା ପରେ, ତାଙ୍କ ସ୍ଵାଗତ କରିଛନ୍ତି ପରିବାର ଲୋକ। ଯୁବକଙ୍କ ନାମ ହେଉଛି ଅର୍ୟ୍ଯମ ପିଟନାୟକ। ଘର ବାଙ୍କୀ ବ୍ଲକ ବୈଦେଶ୍ଵର କଟକ।
ମୂତ୍ରାଶୟ କର୍କଟ ହେଲେ ଅନେକ କଷ୍ଟ ଭୋଗିବାକୁ ପଡିଥାଏ। ଏହି କଷ୍ଟ ରୁ ମୁକ୍ତି ଦେବା ପାଇଁ ରାତି ଦିନ ଏକ କରିଦେଇଥିଲେ ଅର୍ୟ୍ଯମା। ଶେଷରେ ସଫଳତା ହାସଲ କରିଥିଲେ। ଆମେରିକା ଯାୟୀ ଓଡ଼ିଶାର ନାଁ କୁ ଉପରକୁ କରିଦେଇଛନ୍ତି।