ଉତ୍ତରପ୍ରଦେଶର ହରଦୋଇ ସହରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଘରକୁ ଭିକ ମାଗିବାକୁ ଆସିଥିବା ଭିକାରୀକୁ ଭଲ ପାଇଁ ବସିଲେ ମହିଳା ଏବଂ ସମସ୍ତ ଘରେ ରଖାଯାଇଥିବା ଟଙ୍କା ନେଇ ସ୍ଵମୀ ଏବଂ ପିଲାଙ୍କୁ ଚଡି ହୋଇଗଲେ ଭିକାରୀ ସହ ଫେରାର।
ଆଶ୍ଚର୍ଯ୍ୟର କଥା ହେଉଛି ଏହି ମହିଳା ବିବାହିତ ଏବଂ ୬ ଟି ସନ୍ତାନର ମା ମଧ୍ୟ ଅଟନ୍ତି। ମହିଳାଙ୍କର ବୟସ ୩୬ ବର୍ଷ। ମହିଳାଙ୍କ ସ୍ୱାମୀ ଏବେ ପୋଲିସ ନିକଟରେ ଅଭିଯୋଗ କରି ତାଙ୍କ ପତ୍ନୀଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।