ବୁଧଙ୍କର ରାଶି ଗୋଚର ହେତୁ ସୃଷ୍ଟି ହେଉଛି ରାଜଯୋଗ! ଏହି ୫ ରାଶିଙ୍କ ପାଇଁ ଆସିବ ବଡ଼ ଖୁସି ଖବର

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସମସ୍ତ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରିଥାନ୍ତି। ଗ୍ରହମାନଙ୍କର ଏହି ଆଗମନ ରାଶି ଗୁଡିକ ଉପରେ ଖାସ୍ ପ୍ରଭାବ ପକାଇଥାଏ। ବୁଧଙ୍କୁ ଗ୍ରହ ମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଉଥିବା ବେଳେ ବୁଧ ଜୁନ ମାସଠାରୁ ସେପ୍ଟେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱରାଶି ମିଥୁନରେ ବିରାଜମାନ କରିବେ। ମିଥୁନ ରାଶିରେ ପୂର୍ବରୁ ସୂର୍ଯ୍ୟ ବିରାଜମାନ ଥିବାରୁ ବୁଧଙ୍କ ଗୋଚର ବା ରାଶି ପରିବର୍ତ୍ତନ … Read more

ସୀମା ହାଇଦର ପାଇଁ ପ୍ରତିଶୋଧର ନିଆଁରେ ବଳି ପଡିଲେ ପାକିସ୍ତାନରେ ଥିବାହିନ୍ଦୁ, ଜାଣନ୍ତୁ ପୁରା ଖବର

ସିମା ହାଇଦରଙ୍କ କାରଣରୁ ପାକିସ୍ତାନର ହିନ୍ଦୁମାନେ ଅସୁବିଧାରେ ପଡି ଯାଇଛନ୍ତି। ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶରେ ଏକ ପ୍ରଶଂସକ ଏବଂ ଡାକୋଟ୍ ରବିବାର ଦିନ ସୀମା ହାଇଦର ଭାରତରେ ପରେଥିବା କାରଣରୁ ଏକ ରକେଟ୍ ଲଞ୍ଚର୍ ସହିତ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆକ୍ରମଣକାରୀମାନେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଏକ ଛୋଟ ମନ୍ଦିର ଏବଂ ସିନ୍ଧର କାଶ୍ମୋର ଅଞ୍ଚଳରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କ ଘର … Read more

ଦେଖନ୍ତୁ ଭିଡିଓ: ଲିଙ୍ଗରାଜ ମନ୍ଦିର ସାମ୍ନାରେ ଭିକ ମାଗୁଥିବା ଏହି ମହିଳାଙ୍କ ଗୀତ ଶୁଣି ହୋଇଯିବେ ଫ୍ୟାନ୍

ତାଙ୍କ ଗୀତ ଆପଣଙ୍କୁ ମଧ୍ୟ ମନମୁଗ୍ଧ କରିଦେବ, ସେ କୋୖଣସି ସୁପରଷ୍ଟାର ଗାୟିକା ନୁହଁନ୍ତି କି ପରିଚିତ ଚେହେରା ମଧ୍ୟ ନୁହଁନ୍ତି। ସେ ହେଉଛନ୍ତି ମନ୍ଦିର ପାଖରେ ଭିକ ମାଗୁଥିବା ଜଣେ ଭିକାରୁଣୀ। ତାଙ୍କ ଗୀତ ଶୁଣି ଆପଣ ମଧ୍ୟ ତାଙ୍କ ଫ୍ୟାନ୍ ହୋଇଯିବେ। ସେ ହେଉଛନ୍ତି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଭିକ୍ଷା ବୃତ୍ତି କରୁଥିବା ଶଶ୍ମିତା ଜେନା। ବାଲେଶ୍ଵରରୁ ଭୁବନେଶ୍ୱର ଆସି ସେ ଭିକ ମାଗି ନିଜ କୁନି ଝିଅକୁ ପୋଷଣ କରୁଛନ୍ତି। ବାହା ହୋଇ … Read more

ଆସୁଛି ନାଗପଞ୍ଚମୀ! ଏଥର ୪ ଏହି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ, ମିଳିବ ଭୋଳାନାଥଙ୍କ ଅର୍ଶୀବାଦ

ହିନ୍ଦୁ ଶାସ୍ତ୍ର ଅନୁଯାଇ ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଳ ପଞ୍ଚାମି ତିଥିରେ ପାଳନ କରାଯାଇଥାଏ ନାଗ ପଞ୍ଚମୀ। ମହାଦେବ ନାଗଙ୍କୁ ବେକରେ ଅଳଙ୍କାର ଭାବରେ ପରିଧାନ କରୁଥିବା ବେଳେ ଏହି ଦିନ ତାଙ୍କୁ ପୂଜା କରିବାର ନିୟମ ରହିଛି। ଏହା ବ୍ୟତୀତ ନାଗପଞ୍ଚମୀରେ ନାଗ ଦେବତାଙ୍କୁ ପୂଜା କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି। ଚଳିତବର୍ଷ ଅଗଷ୍ଟ ୨୧ ତାରିଖରେ ନାଗପଞ୍ଚମୀ ପଡୁଥିବା ବେଳେ ଚାରୋଟି ରାଶି ଏହାଦ୍ୱାରା ଲାଭାନ୍ବିତ ହେବେ … Read more

ଦୀର୍ଘଦିନ ଧରି ସେକ୍ସ ଠାରୁ ଦୂରେଇ ରହିବା ହୋଇପାରେ ହାନିକାରକ! ଆପଣ ହୋଇପାରନ୍ତି ଏହି ସବୁ ବଡ଼ ସମସ୍ୟାର ଶିକାର…

ଖାଇବା ପିଇବା ଏବଂ ଶୋଇବା ଭଳି ସେକ୍ସ ମଧ୍ୟ ଆମ ଜୀବନର ଏକ ପ୍ରମୁଖ ଅଙ୍ଗ ଅଟେ। ନିଜ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଏହା ମଣିଷକୁ ଉଭୟେ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିଥାଏ। ତେବେ, ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନ ରଖିଲେ ଆପଣ ଅନେକ ପ୍ରକାରର ଅସୁବିଧା ଏବଂ ରୋଗଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିଜ ପାର୍ଟନର୍ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଶାରୀରରେ ଏକ … Read more

ଖବର କାଗଜ ଉପରେ ରଖା ଯାଇଥିବା ଖାଦ୍ୟ ଖାଉଛନ୍ତି କି? ସାବଧାନ! ହୋଇପାରନ୍ତି ଏହି ସବୁ ଭୟଙ୍କର ରୋଗର ଶିକାର

ଖବର କାଗଜରେ ଖାଦ୍ୟ ଗୁଡାଇ ଆଣିବା ଆମ୍ଭ ପାଇଁ ଏକ ସାଧାରଣ କଥା ଅଟେ। ଖାସ୍ କରି ଜଳଖିଆ ଆଣିବା ବେଳେ ଦୋକାନୀମାନେ ଖବରକାଗଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ତେବେ, ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ଆପଣଙ୍କ ପାଇଁ ଭାରି ପଡିପାରେ। ଖବରକାଗଜରେ ଲେଖିବା ପାଇଁ ବ୍ୟବହାର କରାଯାଉଥିବା ଇଂକ୍ ହିଁ ଏହାର ପ୍ରମୁଖ କାରଣ ଅଟେ। ବିଶେଷଜ୍ଞମାନଙ୍କ ମତରେ ଏହି ଇଂକରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ ଯାହାକି ମଣିଷ ଶରୀରରେ … Read more

ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ହେଲା ପ୍ରେମ, ଧୁମ୍ ଧାମରେ ହେଲା ବିବାହ, ଜାଣନ୍ତୁ ପୂରା ଘଟଣା

ଜଣେ ବରକୁ ବିବାହ କରିଲେ ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁର ଠାରେ ଏଭଳି ଏକ ଭିନ୍ନ ପ୍ରକାର ଘଟଣା ଘଟିଯାଇଛି। ଯାଆଁଳା ଭଉଣୀଙ୍କ ନାମ ରିଙ୍କି ଏବଂ ପିଙ୍କି ହୋଇଥିବା ବେଳେ ସେମାନଙ୍କୁ ବିବାହ କରିଥିବା ଯୁବକଙ୍କ ନାମ ଅତୁଲ ବୋଲି ଜଣାପଡ଼ିଛି। ଉଭୟ ପରିବାରର ସମର୍ଥନରେ ହିଁ ଏହି ବିବାହ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଖବର ଅନୁଯାଇ ଯାଆଁଳା ଭଉଣୀ ରିଙ୍କି ଏବଂ ପିଙ୍କି ଉଭୟେ ଆଇଟି ଇଞ୍ଜିନିୟର ଭାବରେ ମୁମ୍ବାଇରେ କାର୍ଯ୍ୟ କରନ୍ତି। … Read more

କୋୖଣସି ଝିଅ/ମହିଳାଙ୍କୁ ୧୪ ସେକେଣ୍ଡରୁ ଅଧିକ ସମୟ ଦେଖିଲେ ହେବ ଜେଲ୍? NCIBର ଟ୍ୱିଟ ବଢାଇଲା ପୁଅଙ୍କ ଚିନ୍ତା

ସର୍ବସଧାରଣ ସ୍ଥାନରେ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ କିମ୍ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କୁ ଜେଲ୍ ଯିବାକୁ ହେବ। ଏଭଳି କିଛି ଟ୍ୱିଟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। NCIB(National Crime Investigation Bureau) ପକ୍ଷରୁ ଏଥିନେଇ ଏକ ଟ୍ୱିଟ କରାଯାଇଥିବା ଜଣାପଡିଛି। ଭାରତୀୟ ଦଣ୍ଡବିଧାନ IPC ଧାରା ୨୯୪ ଏବଂ ୫୦୯ ଅନୁଯାଇ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କ ବିରୋଧରେ … Read more

ବୈଜ୍ଞାନିକଙ୍କ ବଡ଼ ଖୁଲାସା! କ୍ଷୀର ଠାରୁ ଅଧିକ ଲାଭଦାୟକ ଅଟେ ବିୟର୍, ସ୍ୱାସ୍ଥ୍ୟ ପାଇଁ ହିତକର ବିୟର

ସାଧାରଣତଃ ସୁସ୍ଥ ଶରୀର ଏବଂ ହାଡ଼ ଗୁଡିକୁ ଶକ୍ତ କରିବା ପାଇଁ ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ, କ୍ଷୀର ପିଇବା ପରିବର୍ତ୍ତେ ଲୋକଙ୍କୁ ବିୟର୍ ପିଇବା ପାଇଁ ଉତ୍ସାହିତ କରୁଛି ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌’ ଅଥବା ପେଟା। ପେଟାର ଏଭଳି ଯୁକ୍ତିକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ପେଟା ନିଜ ଅଫିସିଆଲ୍‌ ଷ୍ଟେଟମେଣ୍ଟରେ କହିଛି ଯେ ଯଅ, ବାଜରା, ଗହମ, ଚାଉଳ … Read more

ବିନା ନିମନ୍ତ୍ରଣରେ ଭୋଜି ଖାଇଦେଲେ ବୋଲି MBA ଛାତ୍ରକୁ ପ୍ଲେଟ୍ ଧୋଇବାର ଦଣ୍ଡ ଦେଲେ କନ୍ୟା ପକ୍ଷ, ଦେଖନ୍ତୁ ଭିଡ଼ିଓ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ବିବାହ ଭୋଜିରେ କନ୍ୟାପକ୍ଷ ଲୋକେ ଜଣେ ଛାତ୍ରଙ୍କୁ ଜୋର ଜବରଦସ୍ତ ଅଇଁଠା ପ୍ଲେଟ ମାଜିବାକୁ ବାଧ୍ୟ କରୁଥିବା ଭଳି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ବିନା ନିମନ୍ତ୍ରଣରେ ବାହାଘର ଭୋଜିରେ ଖାଇଥିବାରୁ ଛାତ୍ର ଜଣଙ୍କୁ ଏଭଳି ଭାବରେ ବେଇଜ୍ଜତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଭୋପାଳର ମ୍ୟାରେଜ୍ ଗାର୍ଡେନ ଠାରେ ଏହି ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକ ଜଣକ ବିନା ନିମନ୍ତ୍ରଣରେ ଭୋଜି ଖାଇବାକୁ ଚାଲି ଆସିଥିଲେ। କନ୍ୟା … Read more