ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେ, ଏହି ପୁଅ ହେଲେ ତାଙ୍କ ଜୀବନସାଥି

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେ। ଏହି ଓଲିଉଡ ଅଭିନେତ୍ରୀ ଜଣକ ବ୍ୟବସାୟୀ ସୁନୀଲ କୁମାର ଦଳାଇଙ୍କୁ ବିବାହ କରିଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ୧୧ ତାରିଖରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା। ବିବାହ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପରିବାର ଲୋକେ, ବନ୍ଧୁ ଓ ଓଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ। ଅଭିନେତ୍ରୀ ରିୟାଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ସେହିଠାରେ ହିଁ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। … Read more

ରୁପି ସମସ୍ୟାକୁ ନେଇ ଚିନ୍ତିତ କି? ଶୀତଦିନେ ଏମିତି ଦୂର କରନ୍ତୁ ରୁପି ସମସ୍ୟା, ଜାଣନ୍ତୁ ସହଜ ଉପାୟ

ଶୀତଦିନେ ରୁପି ସମସ୍ୟା ଅନେକଙ୍କ ଲାଗି ଚିନ୍ତାର କାରଣ ପାଲଟେ, ଯାହାକୁ ରୋକିବା ଲାଗି ସେମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ଏଭଳି କିଛି ଖାଦ୍ୟ ରହିଛି, ଯାହା କି ରୁପି ସମସ୍ୟା ଦୂର କରିବାରେ ବେଶ୍‌ ଉପକାରୀ। ଶୀତଦିନେ ଅନେକଙ୍କର ପାଣି ପିଇବା କମିଯାଏ। ଫଳରେ ଠିକ୍‌ ଭାବେ ଖାଦ୍ୟ ହଜମ ହୁଏ ନାହିଁ। ଏହା ମଧ୍ୟ ଅନେକଙ୍କ ମୁଣ୍ଡରେ ରୁପି ହେବାର ଏକ କାରଣ। ତେଣୁ ପ୍ରତିଦିନ ଖାଦ୍ୟରେ ଅଦା ସାମିଲ କଲେ ଏହା … Read more

ବାଜା ବଜାଇ ବିବାହ କରିବାକୁ ଆସିଥିଲେ, ପ୍ରେମିକା କଥା ମନେ ପଡ଼ିବାରୁ ମଣ୍ଡପରୁ ଛୁ ମାରିଲା ବର, ଆଉ ତାପରେ…

ବାହା ହେବାପାଇଁ ବିବାହ ବେଦୀରେ ବସିଥିଲେ ବର ଏବଂ କନ୍ୟା। କିନ୍ତୁ, ହଠାତ୍ ପ୍ରେମିକା କଥା ମନେ ପଡ଼ିଯିବାରୁ ବେଦୀ ଛାଡ଼ି ପଳାଇଲା ବର। ଏହା କୌଣସି ଚଳଚିତ୍ରର ସଂଳାପ ନୁହେଁ ବରଂ ବିହାରର ବୈଶାଳୀ ଜିଲ୍ଲାରେ ହିଁ ଏଭଳି ଏକ ଘଟଣା ଘଟିଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ କନ୍ୟାପକ୍ଷ ଲୋକେ ବରପକ୍ଷଙ୍କୁ କିଛି ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ମିଳିଥିବା ସୂଚନା ଅନୁଯାଇ ମହୁଆ ପୋଲିସ ଷ୍ଟେସନ ଅଞ୍ଚଳର ମାଘୋଲ ପଞ୍ଚାୟତର ଭୁବନେଶ୍ୱର … Read more

ଆସିଲା ନୂଆ ଟେକ୍ନୋଲୋଜି: ଏବେ ଦୂରରେ ଥିବା ପାର୍ଟନରଙ୍କ ସହ ରଖିହେବ ଶାରୀରିକ ସମ୍ପର୍କ, ଜାଣନ୍ତୁ କେମିତି

ଦିନକୁ ଦିନ ଟେକ୍ନୋଲୋଜିରେ ବିକାଶ ଘଟୁଛି, ସବୁକିଛି କିଛି କ୍ଷଣରେ ସମ୍ଭବ ହୋଇଯାଉଛି। ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ୱାମୀ-ସ୍ତ୍ରୀ, ପାର୍ଟନରଙ୍କ ଠାରୁ ଦୂରରେ ରହିବା ଏକ ପ୍ରକାରର କଷ୍ଟକର ହୋଇପଡ଼େ। ବେଳେବେଳେ କାମ ଯୋଗୁ ପରସ୍ପରକୁ ଦୂରରେ ରହିବାକୁ ପଡ଼ିଥାଏ। ଦୂରରେ ଥିବା ବେଳେ ଉଭୟେ ଫୋନ୍‌, ମେସେଜ୍‌ ଅବା ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ତ ହୋଇପାରନ୍ତି କିନ୍ତୁ ଦୁହେଁ ଦୁହିଁଙ୍କୁ ସ୍ପର୍ଶ କରି ପାରିନଥାନ୍ତି। ଯାହାର ପ୍ରଭାବ ସେମାନଙ୍କ ଶାରୀରିକ ସମ୍ପର୍କ ଉପରେ … Read more

ମହିଳାଙ୍କୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ, କହିଲେ ମହିଳାଙ୍କୁ କିଛି ପିନ୍ଧିବା ଦରକାର ନାହିଁ, କାରଣ…

ପ୍ରାୟତଃ ବିବାଦ ଘେରରେ ରହିଥାନ୍ତି ଯୋଗ ଗୁରୁ ତଥା ପତଞ୍ଜଳୀ ଆୟୁର୍ବେଦିକ କମ୍ପାନୀର ପ୍ରତିଷ୍ଠାତା ବାବା ରାମଦେବ। ପୁଣିଥରେ ଏକ ସଭାରେ ମହିଳା ମାନଙ୍କ ପ୍ରତି ସେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ମହିଳା କମିଶନରଙ୍କ ପକ୍ଷରୁ ଏଥିନେଇ ତାଙ୍କୁ ନୋଟିସ୍ ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ଦୁଇଦିନ ତଳେ ବାବା ରାମଦେବ ମୁମ୍ବାଇ ଥାଣେ ସ୍ଥିତ ଏକ ସଭାରେ ଯୋଗ ଦେଇଥିଲେ। ମହିଳାମାନେ ଶାଢ଼ୀ ପିନ୍ଧିଲେ ସୁନ୍ଦର … Read more

କମ୍ ବୟସରୁ ବିବାହ କାରଣରୁ ଯୁବତୀଙ୍କ ମଧ୍ୟରେ ବଢୁଛି ଅବସାଦ ଓ ଆତ୍ମହତ୍ୟା, ଜାଣନ୍ତୁ କାରଣ

ଆଜି ମଣିଷ ବହୁ ଶିକ୍ଷିତ ଏବଂ ଆଧୁନିକ ସମାଜରେ ପାଦ ଥାପିଛି। ପୂର୍ବରୁ ସମାଜରେ ରହିଥିବା ଅନେକ ପ୍ରକାରର ଅନ୍ଧବିଶ୍ୱାସ ମଧ୍ୟ ଦୂର ହୋଇପାରିଛି। ତେବେ, ବାଲ୍ୟ ବିବାହ ଭଳି କିଛି ପ୍ରଥା ଆଜି ବି ମଣିଷ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏକ ରିପୋର୍ଟ ଅନୁଯାଇ ଭାରତ ସହିତ ଦକ୍ଷିଣ ଏସିଆର ଏକତୃତୀୟାଂଶ ଯୁବତୀ ୧୮ ବର୍ଷ ପୂର୍ବରୁ ବିବାହ କରୁଥିବା ଜଣାପଡିଛି। ତେବେ, ବାଲ୍ୟ ବିବାହ କରିବା ହେତୁ ମହିଳାମାନଙ୍କ ଠାରେ ମାନସିକ ଅସ୍ଥିରତା … Read more

ପ୍ରୋଗ୍ରାମ ଆଟେଣ୍ଟ ପାଇଁ କାରରେ ଦ୍ରୁତ ଗତିରେ ଯାଉଥିଲେ ରାନୀ ପଣ୍ଡା, ବାଇକକୁ ଧକ୍କା ଦେଇ ନେଇଗଲେ ଜୀବନ, ଜାଣନ୍ତୁ ପୂରା ଘଟଣା

ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର ଦୁର୍ଘଟଣା। ଏକ ଷ୍ଟେଜ୍ ସୋ ପାଇଁ ଯାଉଥିବା ବେଳେ ତାଙ୍କ କାରର ଏକ ମୋଟରସାଇକେଲ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଗତକଲି ରାତିରେ ରାନୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ତାଙ୍କ କାର ଯୋଗେ ଅନୁଗୁଳ ଯାଇଥିଲେ। ସେଠାରୁ ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିବା ବେଳେ ଆଠଗଡ଼ … Read more

ଏମିତି ବି ଆସେ ମୃତ୍ୟୁ! ପ୍ରେମିକା ସହିତ ସେକ୍ସ କଲା ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ, ଜାଣନ୍ତୁ ପୂରା ଘଟଣା

ବୁଢା ବୟସରେ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା। ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ। ସବୁଠାରୁ ବଡ଼ କଥା ହେଉଛି ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଶବଟିକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। କର୍ଣ୍ଣାଟକ ସ୍ଥିତ ବେଙ୍ଗାଲୁରୁ ଠାରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ବ୍ୟକ୍ତିଙ୍କ ନାମ ବାଲା ସୁବ୍ରମଣ୍ୟମ୍ ହୋଇଥିବା ବେଳେ ଘରେ କାମ କରୁଥିବା ୩୫ ବର୍ଷୀୟା ଜଣେ ମହିଳାଙ୍କ ସହିତ ତାଙ୍କର ଅବୈଧ … Read more

ଜବରଦସ୍ତି ଯୁବକଙ୍କୁ କାର୍‌ରେ ଉଠାଇନେଲେ ୪ ଯୁବତୀ, ନିଛାଟିଆ ଜାଗାରେ ଗଣଦୁଷ୍କର୍ମ ପରେ ଗୋଡ଼ହାତ ବାନ୍ଧି ଫିଙ୍ଗିଦେଲେ, ଜାଣନ୍ତୁ ପୂରା ଖବର

ପଞ୍ଜାବର ଜଲନ୍ଦରଠାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଦାବି କରିଛନ୍ତି ଯେ ରବିବାର ରାତିରେ ଚାରି ଜଣ ଝିଅ ତାଙ୍କୁ ଅପହରଣ କରିଛନ୍ତି। ଏହା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଗଣ-ବଳାତ୍କାର କରିଥିଲେ ଚାରି ଜଣ ଝିଅ। ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ ଝିଅମାନେ ରାତିସାରା ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏହା ପରେ ସେମାନେ ତାଙ୍କୁ ସକାଳେ ସମାନ ସ୍ଥାନରେ ଛାଡି … Read more

ଏହି ବ୍ଲଡ୍ ଗ୍ରୁପର ଲୋକମାନଙ୍କୁ କମ୍ ଖାଇବା ଦରକାର ଚିକେନ୍-ମଟନ୍, ନହେଲେ ହେବ ସାଂଘାତିକ ଅବସ୍ଥା, ଜାଣନ୍ତୁ

ଆପଣ ମଧ୍ୟ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି କି? ଯଦି ହଁ ତେବେ ଏହାକୁ ଖାଇବା ପୂର୍ବରୁ ନିଜ ବ୍ଲଡ଼ ଗ୍ରୁପ କଣ ତାହା ନିଶ୍ଚିତ ଜାଣି ରଖନ୍ତୁ କାରଣ ମଣିଷର ବ୍ଲଡ଼ ଗ୍ରୁପ ସହିତ ଖାଦ୍ୟ ଏବଂ ପାନୀୟର ସିଧା ସମ୍ବନ୍ଧ ରହିଥିବା ନେଇ ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନରୁ ଜଣା ପଡ଼ିଛି। ମଣିଷ ଶରୀରରେ ଚାରି ପ୍ରକାରର ବ୍ଲଡ଼ ଯଥା:-O, A, B କିମ୍ବା AB ଦେଖାଯାଇଥାଏ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ … Read more