ଦୁଷ୍କର୍ମର ଶିକାର ହୋଇ ମରିବାକୁ ଚାହୁଁଛନ୍ତି! ଏଠି ମହିଳା ଜଜଙ୍କୁ ମିଳୁନି ନ୍ୟାୟ, ସାଧାରଣ ଲୋକଙ୍କୁ କିଏ ପଚାରେ? ଜାଣନ୍ତୁ ପୁରା ଘଟଣା
ଏଠି ନ୍ୟାୟାଳୟ ମାଗୁଛି ନ୍ୟାୟ । ତେବେ ସାଧାରଣ ଲୋକେ ଯିବେ କୋଉଁଠୀକୁ । ଯେଉଁ ଦେଶର ବିଚାରପତି ମାନେ ନିଜେ ନ୍ୟାୟ ପାଇଁ ଏଣେ ତେଣେ ଧାଉଁଛନ୍ତି, ସେଠୀ ସାଧାରଣ ଲୋକଙ୍କ କଥା ଭାବିଲେ ଭୟ ଲାଗୁଛି । ଏମିତି କିଛି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ମହିଳା ବିଚାରପତିଙ୍କ ଚିଠି ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ସାରା ରାଜ୍ୟରେ । ମହିଳା ବିଚାରପତି ଜଣକ ଜଣେ ଜଜ୍ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଯୌନ … Read more